8, 9 ଓ 10 ତାରିଖ ଏହି ତିନି ଦିନ : ବିଜୁଳି ଠାରୁ ବି ଅଧିକ ଚମକିବ ଏହି ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କ ଭାଗ୍ୟ

Spread the love

ଯେତେବେଳେ ବର୍ଷ ଆରମ୍ଭ ହୁଅ ସମସ୍ତ ବ୍ୟକ୍ତିଙ୍କ ମନରେ ଆସିଥାଏ ନୂଆ ଆଶା, ନୂଆ ଉଦ୍ଧିପନା ଯେ, ଚାଲନ୍ତି ବର୍ଷଟି ଭଲରେ କଟୁ । ସମସ୍ତ ଲୋକଙ୍କ ଏହି ଗୋଟିଏ ହିଁ କାମନା ଥାଏ କି ଚାଲନ୍ତି ବର୍ଷଟି ତାଙ୍କ ଜୀବନରେ ହସ ଖୁସି ଆଣିଦେଉ । କିନ୍ତୁ ବ୍ୟକ୍ତିର ଜୀବନରେ ସୁଖ ଆଉ ଦୁଃଖ ବରାବର ଲାଗି ରହି ଥାଏ । ଗ୍ରହଚକ୍ରରେ ଗ୍ରହମାନେସର୍ବଦା ନିଜର ସ୍ଥିତି ବଦଳାଉଥାନ୍ତି ଯାହା କାରଣରୁ ସବୁ ୧୨ ଟି ରାଶି ପ୍ରଭାବିତ ହୋଇଥାଏ । ଗ୍ରହମାନଙ୍କର ସ୍ଥିତି ଅନୁସାରେ ସମସ୍ତଙ୍କ ଜୀବନରେ ଅଧୋହପତ୍ତନ ଲାଗି ରହି ଥାଏ । ଆଜି ଆମେ ଏହି ଅନୁଛେଦରେ ସେହି ରାଶିର ବ୍ୟକ୍ତିଙ୍କ ବିଷୟରେ କହିବୁ ଯେଉଁମାନଙ୍କ ଭାଗ୍ୟ ବିଜୁଳି ବୋଲି ଚମକିବ ଖାସ୍ କରି ଏହି ତିନିଦିନ । ତେବେ ଆସନ୍ତୁ ଜାଣିବା, ସେହି ତିନି ରାଶି ବିଷୟରେ :

ମେଷ ରାଶି :- ଆପଣଙ୍କର ରୋକି ଯାଇ ଥିବା ପୁରୁଣା କାମ ଆଉ ଥରେ ଆରମ୍ଭ ହୋଇ ପାରେ । କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ଅତିରିକ୍ତ ଦାୟିତ୍ୱ ମିଳି ପାରେ । ଯାହାକୁକି ଆପଣ ଠିକ ଭାବରେ ସମ୍ପାଦନ କରିବେ । ଆପଣ କରି ଥିବା ପରିଶ୍ରମ ର ଫଳ ଆପଣଙ୍କୁ ମିଳି ପାରେ । ଆପଣ ଅନ୍ୟର ସହାୟତା କରି ପାରନ୍ତି ।

ଧନୁ ରାଶି :- ଆପଣଙ୍କୁ ଆପଣଙ୍କ ଜୀବନରେ ନୂଆ ପରିବର୍ତ୍ତନ ଆସିବ । ପାରିବାରିକ କାର୍ଯ୍ୟ ପାଇଁ ଆପଣଙ୍କୁ ଅଚାନକ ଯାତ୍ରା କରିବାକୁ ପଡି ପାରେ । ଯାତ୍ରା କରିବା ଆପଣଙ୍କ ପାଇଁ ଲାଭଦାୟକ ହୋଇ ପାରେ । ଜୀବନ ସାଥି ସହିତ ଆପଣ କେଉଁଠାକୁ ବୁଲିବାକୁ ଯାଇ ପାରନ୍ତି ।ଯାହା ଦ୍ୱାରା ଆପଣଙ୍କ ଜୀବନରେ ମଧୁରତା ଆସିବ । ଆସୁଥିବା ସମୟ ଆପଣଙ୍କ ପାଇଁ ଲାଭଦାୟକ ହେବ । ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବେ ।

ତୁଳା ରାଶି :- ଆପଣ ମାନଙ୍କୁ ସଫଳତା ପାଇଁ ନୂଆ ନୂଆ ମାର୍ଗ ହାସିଲ ହେବ । ଆପଣଙ୍କୁ ଅଚାନକ ଧନ ଲାଭ ହେବାର ବି ସମ୍ଭାବନା ଅଛି । ସଫଳତା ର ନୂଆ ନୂଆ ଅବସର ପ୍ରାପ୍ତ ହେବ ଯାହାର କି ଆପଣ ଭରପୁର ଲାଭ ଇଠେଇବେ । ବେରୋଜଗାର ଲୋକଙ୍କୁ ନୂଆ ଚାକିରୀ ର ଅଫର ଆସି ପାରେ ।

ମୀନ ରାଶି :- ଆପଣ ଆପଣଙ୍କର ଜୀବନରେ ବହୁତ ଶୀଘ୍ର ସଫଳତା ପ୍ରାପ୍ତ କରି ନୂଆ କୀର୍ତ୍ତିମାନ ସ୍ଥାପିତ କରିବେ ବାରମ୍ବାର ଲଗାତାର କରା ଯାଇ ଥିବା ପ୍ରୟାସ ଆପଣଙ୍କ ପାଇଁ ଆନନ୍ଦ ଦାୟକ ରହିବ । ଚେଷ୍ଟା କରନ୍ତୁ ଯେ ଆପଣଙ୍କ ଦ୍ୱାରା କରା ଯାଇ ଥିବା କାର୍ଯ୍ୟ ସମାଜ ଆଉ ପରିବାର ପାଇଁ ଲାଭଦାୟକ ସିଦ୍ଧ ହେଉ ।