ବିଜୁଳି ବିଲ୍ ହାପ (ଅଧା) ଯୋଜନା, ଏଣିକି ଆପଣଙ୍କୁ ବିଲର କେବଳ ଅଧା ଟଙ୍କା ହିଁ ଦେବାକୁ ପଡ଼ିବ ! ଆସନ୍ତୁ ଜାଣିବା !

Spread the love

ଆଜି ଆପଣଙ୍କ ପାଇଁ ଆମେ ଗୋଟିଏ ଖୁସି ଖବର ନେଇକି ଆସିଛୁ । ଯଦି ଆପଣଙ୍କ ଘରେ ମଧ୍ୟ ବିଜୁଳି ମିଟର ଅଛି; ତେବେ ଆପଣଙ୍କ ପାଇଁ ବହୁତ ବଡ଼ ଖୁସି ଖବର ଆସିଛି । ଯଦି ଆପଣ ମଧ୍ୟ ଚାହୁଁଛନ୍ତି, ଆପଣଙ୍କ ବିଜୁଳି ବିଲର ଶତକଡା ୫୦ ପ୍ରତିଶତ ହିଁ ପଇଠ କରିବାକୁ; ତେବେ ଶୀଘ୍ର ଏହି ଗୋଟିଏ କାମ କରିଦିଅନ୍ତୁ । ଆସନ୍ତୁ ଏ ବିଷୟରେ ଆଜି ଆମେ ସମ୍ପୁର୍ଣ ରୂପେ ଜାଣିବା ।

ଯଦି ଅଧିକରୁ ଅଧିକ ବିଜୁଲ ବିଲ୍ ଯୋଗୁଁ ଚିନ୍ତିତରେ ଅଛନ୍ତି, ତେବେ ବର୍ତ୍ତମାନ ଆପଣଙ୍କୁ ଆଉ ଚିନ୍ତିତ ହେବାକୁ ପଡ଼ିବ ନାହିଁ । ସରକାରଙ୍କ ଏହି ଯୋଜନାର ଲାଭ ନେଇ ବିଜୁଳି ବିଲ୍ କୁ ଅଧା କରିପାରିବେ । କିନ୍ତୁ ଏହି ଯୋଜନାର ଲାଭ ଉଠାଇବା ପାଇଁ ବିଜୁଳି ବ୍ୟବହାର କରୁଥିବା ଲୋକଙ୍କୁ ସମୟର ଖାସ୍ ଧ୍ୟାନ ଦେବାକୁ ପଡ଼ିବ । ପୁରା ଦେଶରେ ୩୨ ଲକ୍ଷ ଉପଭକ୍ତାଙ୍କ ପାଇଁ ସରକାରଙ୍କ ଦ୍ୱାରା ଅଧା ବିଜୁଳି ଯୋଜନାର ଲାଭ ଦେବାକୁ ଯାଉଛନ୍ତି । ସିଧା ସେମାନଙ୍କ ଖାତାକୁ ଟ୍ରାନ୍ସପର କରାଯିବ ।

କଣ ଅଟେ ବିଜୁଳି ବିଲ୍ ହାପ୍ (ଅଧା) ଯୋଜନା –

ମାନ୍ୟବର ନରେନ୍ଦ୍ର ମୋଦିଙ୍କ ସରକର ସତ୍ତାକୁ ଆସିବା ପରେ ଏବଂ ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ସତ୍ତାକୁ ଆସିବା ପରେ ବିଜୁଳି ବିଲ୍ ହାପ୍ (ଅଧା) ଯୋଜନା ଆରମ୍ଭ କରି ଦେଇଛନ୍ତି । ଏଥିରେ ଘରୋଇ ବିଦ୍ୟୁତ ଉପଭକ୍ତାଙ୍କୁ ଆଶ୍ୱସ୍ଥ ଦେଇ ବିଜୁଳି ବିଲ୍ ଅଧା ଯୋଜନାର ଘୋଷଣା କରଯାଇଥିଲା । ଏହି ଯୋଜନାରେ ୧ ଅଗଷ୍ଟରୁ ୪୦୦ ୟୁନିଟ ଭିତରେ ବ୍ୟବହାର କରୁଥିବା ଉପଭକ୍ତାଙ୍କ ପାଇଁ ଅଧା ରାଶିର ବିଲ୍ ଦିଆଯିବ । ଅର୍ଥାତ ଆପଣଙ୍କୁ କେବଳ ଅଧା ହିଁ ଦେବାକୁ ପଡ଼ିବ । ବିଜୁଳି ବିଲ୍ ହାପ୍ ଯୋଜନା କେନ୍ଦ୍ର ସରକାରଙ୍କ ଦ୍ୱାରା ବର୍ତ୍ତମାନ ଆରମ୍ଭ କରିଛନ୍ତି । ଆପଣ ଯଦି ମାସକୁ ୪୦୦ ୟୁନିଟ ଠାରୁ କମ୍ ବିଜୁଳି ବ୍ୟବହାର କରନ୍ତି; ତେବେ ଆପଣଙ୍କୁ ଆସିଥିବା ବିଲ୍ ରୁ କେବଳ ଅଧା ହିଁ ଦେବାକୁ ପଡ଼ିବ ଅର୍ଥାତ ଆପଣଙ୍କୁ ଯଦି ୧୨୦୦ ଟଙ୍କାର ବିଲ ଆସିଛି; ତେବେ ଆପଣଙ୍କୁ କେବଳ ୬୦୦ ଟଙ୍କା ହିଁ ଦେବାକୁ ପଡ଼ିବ ।

ଆଶା କରୁଛୁ ଅନୁଛେଦଟି ଆପଣଙ୍କଉ ପସନ୍ଦ ଆସିଥିବା । ପସନ୍ଦ ଆସିଲେ ଗୋଟିଏ ଲାଇକ କରନ୍ତୁ ଏବଂ ସେୟାର କରି ଅନ୍ୟଙ୍କୁ ଜାଣନ୍ତୁ । ଧନ୍ୟବାଦ ।