ସବୁଠାରୁ ବଡ ଶତ୍ରୁ କରୋନା ହୋଇଯାଇଛି ଖତରନାକ । ଭୟଙ୍କର ରୂପ ନେଇଛି କାରୋନା !

Spread the love

ଗୁଜୁରାଟର ସୁରତ ସହରରେ ବର୍ତ୍ତମାନ କରୋନା ପରିସ୍ଥିତି ବାରମ୍ବାର ବଢିବାକୁ ଲାଗିଛି । ବର୍ତ୍ତମାନ ଗୋଟିଏ ଦିନରେ ୪୦୦ ସାମ୍ପୁଲ ଟେଷ୍ଟ କରାଯାଉଛି । ଏଥିରୁ ପାଖାପାଖି ୨୨ ସାମ୍ପୁଲ ପଜିଟିଭ ଆସୁଛି । ଗତ ସପ୍ତାହର କଥା କହିବାକୁ ଗଲେ ୨୮୦୦ ଠାରୁ ୬୫୦ ଲୋକ ପଜିଟିଭ ଆସିଛନ୍ତି । ଭଲ ଖବର ଏହା ହେଉଛିକି ବାର୍ତ୍ତମାନ ଲୋକମାନେ ନିଜେ କରୋନାର ଯାଞ୍ଚ ପାଇଁ ଆସୁଛନ୍ତି । ଗତ ସପ୍ତାହରେ ପ୍ରାୟ ୫୦୦ ସନ୍ଦିଗ୍ଧ ସିଭିଲ ହସ୍ପିଟାଲକୁ ଟେଷ୍ଟ ପାଇଁ ଆସିଥିଲେ ଯେଉଁଥିରୁ ୨୦୦ ଲୋକ ପଜିଟିଭ ବାହାରିଛନ୍ତି ।

google

ଅନଲକ-୧ରେ ସହରରେ କରୋନା ସ୍ଥିତି ବହୁତ ଜୋରରେ ବଢୁଛି । ପ୍ରତିଦିନ ୮୦ ଠାରୁ ୧୦୦ ରୋଗୀ ବାହାରୁଛନ୍ତି । ଗତ ଦୁଇଦିନ ମଧ୍ୟରେ ୨୨୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଶୁକ୍ରବାର ଦିନ ୧୧୬ ବାହାରିଥିବା ସମୟରେ ଶନିବାର ଦିନ ୧୦୬ ବାହାରିଥିଲେ । ଏଥିରେ ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢ଼ିବାରେ ଲାଗିଛି । ଅଧିକରୁ ଅଧିକ ଆକ୍ରାନ୍ତ ଡାଇମଣ୍ଡ କଳକାରଖାନାରୁ ବାହାରୁଛନ୍ତି ।

google

ପ୍ରଥମରୁ ବିନା ଲକ୍ଷଣ ରୋଗୀ ବହୁତ ମିଳୁଥିଲେ । ମାନପାର ସର୍ବେ ଟିମ୍ ଏହି ପରୀକ୍ଷଣ କରୁଥିଲା । କିନ୍ତୁ ବର୍ତ୍ତମାନ ଲକ୍ଷଣ ଦେଖାଯାଉଥିବା ରୋଗୀ ନିଜେ ଆସୁଛନ୍ତି । ଆଜି ସିଭିଲରେ ୪୬୬ ରୋଗୀ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ ୧୪ ଭେଣ୍ଟିଲେଟର ଓ ୩୭ ବାଇପେପ ଓ ୧୮୬ ଅକ୍ସୀଜେନରେ ଅଛନ୍ତି । ୧୪୪ ରୋଗୀଙ୍କ ରିପୋର୍ଟ ବର୍ତ୍ତମାନ ପେଣ୍ଡିଙ୍ଗ ଅଛି । ସହର ଓ ଗ୍ରାମରେ ପ୍ରତିଦିନ ୪୦୦ ଜଣଙ୍କ ସାମ୍ପୁଲ ଟେଷ୍ଟ ହେଉଛି । ବିଗତ ୨୪ ଘଣ୍ଟାରେ ୪୬୯ ସାମ୍ପୁଲ ବାହାରୁଛି । ବର୍ତ୍ତମାନ ପର୍ଯ୍ୟନ୍ତ ୩୯୪୧୦ ସାମ୍ପୁଲର ସନ୍ଧାନ କରାଯାଇଛି । ଯେଉଁଥିରୁ 3355 ରିପୋର୍ଟ ପଜିଟିଭ ଆସିଛି ।

ଦୁଇଜଣ ଡାକ୍ତର, ୨୩ ଡାଇମଣ୍ଡ ୱାର୍କର ସହିତ ୧୦୬ ନୂଆଁ ସଂକ୍ରମିତ ବାହାରିଛନ୍ତି । ଏବଂ ୪ଜଣ ମୃତ୍ୟୁ ।

google

୨୩ ଡାଇମଣ୍ଡ ୱାର୍କର ପାଣ୍ଡେସେରାରେ ଇଲେକ୍ଟ୍ରିକ ଦୋକାନର ମାଲିକ ଅଟନ୍ତି । କପଡା ଦୋକାନୀ, ପୋଲିସ ଷ୍ଟେସନର ହେଡକନଷ୍ଟେବଳ, ଗ୍ରସରି ଦୋକାନୀ, ଫାର୍ମା ଷ୍ଟୋର ଵାଲା, ଜଣେ ଶିକ୍ଷକ, ଏସ ଏସ ସି ସଫେଇକର୍ମୀ, ଫାଇନେନ୍ସର , ନିର୍ମାଲ ହସ୍ପିଟାଲର ଡାକ୍ତର, କମ୍ପ୍ୟୁଟର ଦୋକାନୀ, ଟ୍ୟାକ୍ସ କଂସଲଟାନ୍ତ, ଯୋଗୀ ଚୌକରେ ଜଣେ ଡାକ୍ତର, ପ୍ରପାର୍ଟି ବ୍ରୋକର , ରାଣୀ ଟାଲବ ପାଖରେ ଏକ ସହରରେ ୯୫ ଏବଂ ଏବଂ ଗ୍ରାମରେ ୧୧ ମାନେ ୧୦୬ ସଂକ୍ରମିତ ନୂଆଁ ଚିହ୍ନଟ ହୋଇଛନ୍ତି ।

google

ଏମିତିରେ କରୋନାରେ ସମ୍ପୂର୍ଣ୍ଣ ପଜିଟିଭ ସଂଖ୍ୟା ୩୪୧୩ ହୋଇଯାଇଛନ୍ତି । ଏଥିମଧ୍ୟରୁ ୩ ଜଣ ଗ୍ରାମୀଣ ଅଟନ୍ତି । ଅନ୍ୟପଟରେ ସହରରେ ୧୦୪ ଓ ଗ୍ରାମୀଣରେ ୧୮ ମାନେ ୧୨୨ ରୋଗୀ ଠିକ୍ ହୋଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ କରୋନାରେ ୨୩୦୯ ଠିକ୍ ହୋଇସାରିଛନ୍ତି । ଏଥିରେ ଗ୍ରାମରୁ ମାତ୍ର ୧୯୬ ଜଣ ଅଟନ୍ତି । ଶନିବାର ଦିନ କରୋନାରେ ୪ ଜଣଙ୍କର ମୃତ୍ୟୁ ହୋଇସାରିଛି ।

୪ ଜଣ ସଂକ୍ରମିତଙ୍କ ମୃତ୍ୟୁ ।

google

ବେଡ଼ରୋଡ଼ ନିବାସୀ ୬୪ ବର୍ଷୀୟ ବୃଦ୍ଧଙ୍କର ସିଭିଲ ହସ୍ପିଟାଲରେ ମୃତ୍ୟୁ ହୋଇଯାଇଥିଲା । ସେହିପରି ୫୫ ବର୍ଷ ଏକ ବ୍ୟକ୍ତିଙ୍କର ମଧ୍ୟ ମୃତ୍ୟୁ ହୋଇଯାଇଥିଲା । ଏଥିସହ ପାଣ୍ଡେସର ନିବାସୀ ୪୨ ବର୍ଷୀୟ ବ୍ୟକ୍ତିଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା ।
ତାଙ୍କୁ ୧୪ ଜୁନରେ ସିଭିଲରେ ଭର୍ତ୍ତି କରାଯାଇଥିଲା । ଏହି ସମସ୍ତଙ୍କୁ ବ୍ଲଡ଼ପ୍ରେସର ଓ ଡାଇବେଟିସର ରୋଗ ଥିଲା । ଏହାବ୍ୟତୀତ ଅନ୍ୟ ଜଣଙ୍କର ମଧ୍ୟ ମୃତ୍ୟୁ ହୋଇଯାଇଥିଲା ।