୪ ବର୍ଷର ପ୍ରେମକୁ ପାଇବାକୁ ବଡ଼ ପଦକ୍ଷେପ, ବାହାଘର ଦିନ ମଙ୍ଗୁଳା କନ୍ୟା ଫେରାର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ 4 ବର୍ଷ ର ପ୍ରେମୟ କୁ ପାଇବାକୁ ବଡ ପଦକ୍ଷେପ ବାହାଘର ଦିନ ମଙ୍ଗୁଳା କନ୍ୟା ଫେରାର ପ୍ରେମ ର ସିକୃତି ପାଇଁ ଏବେ ଥାନା ରେ ହାଜର 4 ବର୍ଷ ହେଲା ଆମେ ଭଲ ପାଉଛୁ ଆମକୁ ବାହା କରି ଦିଅ । ବାହାଘର ପୂର୍ବରୁ ଫେରାର ହେଲା ମଙ୍ଗୁଳା କନ୍ୟା । ଏବେ ନିଜର ପ୍ରେମିକ ସହିତ ଥାନା ରେ ହାଜର ହୋଇଛି । ପ୍ରେମ କୁ ସିକୃତି ଦେବାକୁ ଥାନା ବାବୁ ଙ୍କର ଲୋଡିଛନ୍ତି ସହଯୋଗ ।

ବଲାଙ୍ଗିର ଜିଲ୍ଲା ପୁଇନତୁଲା ଥାନା ଅନ୍ତର୍ଗତ ବୁଢି ସିଣ୍ଡଲ ଗାଁ ର ଏହି ଘଟଣା କୁ ନେଇ ଏବେ ସ୍ଥାନିୟ ଅଞ୍ଚଳ ରେ ବହୁତ ଚର୍ଚ୍ଚା । ତେବେ ଫେବୃଆରୀ 27 ରେ ଥିଲା ଆଧୋବୀ ଏବଂ ଧିରୋଜ ଙ୍କ ବାହାଘର ତେବେ ସେହି ଦିନ ରେ ଧିରୋଜ ଡାଙ୍ଗ ଙ୍କୁ ବିବାହ କରିଥାନ୍ତେ ସେ । ସରିଥିଲା ମଙ୍ଗନ କେବଳ ବାହା ହେବାକୁ ବାକି ଥିଲା ହେଲେ ନିଜର ପ୍ରେମିକ କୁ ପାଇବାକୁ ଭୋର ରୁ ସୈଚ ହେବାକୁ କହି ବାଡି ପଟେ ପାଚେରୀ ଡେଇଁ ଫେରାର ହୋଇଜାଇ ଥିଲେ ଝିଅ ମାଧୋବୀ ।

love q

ସେହି ଗାଁ ର ଥିବା ପ୍ରେମିକ ହେମନ୍ତ ମହାକୁଡ ଙ୍କ ଘରକୁ ଜାଇ ପହଁଚି ଜାଇଥିଲେ ସେ ବଡ କଥା ହେଲା କି ସେହି ସମୟ ରେ ପ୍ରେମିକ ଘରେ ନଥିଲେ ଥିଲେ ସମ୍ଭଲପୁର ରେ ଖବର ପାଇ ଗାଁ କୁ ଆସିଲେ ତେବେ ଚାରି ବର୍ଷ ଧରି ଦୁହେଁ ସଂମ୍ପର୍କ ରେ ଥିଲେ ଏବଂ ବାହା ହେବାକୁ ପରିବାର ଲୋକ ଙ୍କୁ ଜଣେଇ ଥିଲେ । ହେଲେ ପରିବାର ଲୋକ ନ ବୁଝି ଜୋର ଜବର୍ଦୋସ୍ତ ବିବାହ କରି ଦେଉଥିବାରୁ । ସେ ଏହି ଭଳି ପଦକ୍ଷେପ ନେଇ ଥିଲେ ବୋଲି କହିଛନ୍ତି ମାଧୋବୀ ।

ସେପଟେ ପରିବାର ଲୋକ ମାଧୋବୀ ନିଖୋଜ ହୋଇଥିବା ନେଇ ପୁଇନତଲା ଥାନା ରେ ଏତଲା ଦେଇଥିଲେ । ତେବେ ଏହାକୁ ନେଇ ପୋଲିସ ଖୋଜା ଖୋଜି ଆରମ୍ଭ କରିଥିଲା ହେଲେ ପୋଲିସ ପହଁଚିବା ପୂର୍ବରୁ ହେମନ୍ତ ଏବଂ ମାଧୋବୀ ଥାନା ର ଦ୍ୱାରସ୍ଥ ହୋଇଛନ୍ତି । ହେମନ୍ତ ଙ୍କ ପରିବାର ଲୋକ ମାଧୋବୀ କୁ ବୋହୁ ବୋଲି ଶୀକ୍ୱାର କରିବା ସହିତ ସେମାନଙ୍କୁ ବିବାହ କରେଇବାକୁ ରାଜି ହୋଇଛନ୍ତି ।

ହେଲେ ଝିଅର ପରିବାର ଲୋକ ଏହିଥିରେ ରାଜି ହୋଇ ନଥିଲେ । ଥାନା କୁ ଡକେଇ ଥିଲେ ମଧ୍ୟ ଆସିନଥିଲେ ଫଳରେ ଲିଖିତ ଭାବେ ଜଣେଇ ପୁଅ ଘର ଲୋକ ଝିଅକୁ ଘରକୁ ନେଇଛନ୍ତି । ଗାଁ କମିଟି ରେ ଦୁହିଁଙ୍କ ପରିବାର ର ଏହି ସମସ୍ୟା ର ସମାଧାନ କରି ଦୁଇ ପରିବାର ସହମତି ରେ ବିବାହ କରିବାକୁ ଅନୁରୋଧ କରିଛନ୍ତି । ବାହା ପୂର୍ବରୁ ମଙ୍ଗୁଳା କନ୍ୟା ଫେରାର ମାରିବା ଭଳି ଘଟଣା ଏହି ଏକ ମାସ ମଧ୍ୟରେ 3 ଟି ଘଟଣା ଦେଖିବା ପାଇଁ ମିଳିଥିବା ବେଳେ ଏହି ସବୁ ଏବେ ଚର୍ଚ୍ଚା ର ବିଷୟ ପାଲଟିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *