ସିନେମା ଜଗତ ପାଇଁ ଆସିଲା ବଡ଼ ଦୁଃଖଦ ଖବର । ଆଉ ନାହାନ୍ତି ଏହି ପ୍ରସିଦ୍ଧ ଅଭିନେତା

actor

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତ୍ତମାନ ସମୟରେ ସିନେମା ଜଗତ ପାଇଁ ଯାହା ଗୋଟିଏ ଦୁଃଖଦ ଖବର ସାମ୍ନାକୁ ଆସିଛି । ଏହି ପ୍ରସିଦ୍ଧ ଅଭିନେତାଙ୍କ ପରଲୋକରେ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି । ସିନେମା ଜଗତ ରେ ଶୋକର ଲହରୀ ଖେଳି ଯାଇଛି । ପ୍ରସିନ୍ଧ ଅଭିନେତାଙ୍କ ଦେହାନ୍ତ ହୋଇଛି । ଅଭିନେତାଙ୍କ ମୃ-ତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ହୋଇଥିଲା ।

ତେବେ ଦୀର୍ଘ ବର୍ଷ ହେଲା ଯକୃତ ରୋଗରେ ପିଡୀତ ଥିଲେ । ଅସୁସ୍ଥତା ଯୋଗୁ ୧୦ ଦିନ ହେବ ଏହି ପ୍ରସିଦ୍ଧ ଅଭିନେତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତରଙ୍କ ଯଥା ସମ୍ଭବ ପ୍ରୟାସ ସତ୍ତ୍ୱେ ତାଙ୍କ ସ୍ୱାସ୍ଥ୍ୟ ର କୌଣସି ଉନ୍ନତି ପରିଲକ୍ଷିତ ହେଲାନାହିଁ । ଏହାପରେ ସେ ଶେଷରେ ଆଖି ବୁଜିଥିବା ସୂଚନା ମିଳିଛି ।

କେତୋଟି ଚଳଚ୍ଚିତ୍ର ପାଇଁ ତାଙ୍କୁ ୨୦୧୧ ମସିହାରେ ଫିଲ୍ମ ଫେୟାର ପୁରସ୍କାର ରେ ସମ୍ମାନିତ କରାଯାଇଥିଲା । ଏହି ବାବଦରେ ବହୁ ଫିଲ୍ମରେ ଲେଖନି ପାଇଁ ସଞ୍ଜୟ ଖୁବ୍ ପ୍ରଶଂସା ସାଉଁଟିଛନ୍ତି । ସଞ୍ଜୟଙ୍କ ମୃ-ତ୍ୟୁ ପରେ ତାଙ୍କ ପତ୍ନୀ ଓ ଏକମାତ୍ର ଝିଅ ସଂପୂର୍ଣ୍ଣ ଏକୁଟିଆ ହୋଇ ଯାଇଛନ୍ତି । ପତ୍ରକାରଭବରେ ନିଜ କ୍ୟାରିୟର ଆରମ୍ଭ କରିଥିବା ସଞ୍ଜୟ କ୍ରମଶଃ ଫିଲ୍ମ ଦୁନିଆ ପ୍ରତି ଆକର୍ଷିତ ହେଲେ ।

Papular Star

ଧୁପମେରେ ଗାନ୍ଧୀଙ୍କୁ ନେଇ ମେରା ଫିଲ୍ମ ବି ତାଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇଛି । ସେ ସାୟବିବିୟ ଗ୍ୟାଙ୍ଗଷ୍ଟାର ଫିଲ୍ମକୁ କୀର୍ତ୍ତି ମାନସୁ ଦୁଲିଆଙ୍କ ସହ ମିଶି ଲେଖିଥିଲେ । ସଞ୍ଜୟ ଚୋହାନ ଅଭିନୟ ସହିତ ଲେଖକ ମଧ୍ୟ । ଆଖି ବୁଜିଛନ୍ତି ଆଇଏମ କଲାମ ଫିଲ୍ମ ର ଲେଖକ । ତାଙ୍କ ପରଲୋକରେ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି ଚଳଚିତ୍ର ଜଗତରେ ଶୋକର ଲହରୀ ଖେଳି ଯାଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ