ପିଣ୍ଟୁ ନନ୍ଦଙ୍କୁ ନେଇ ଆସିଲା ବଡ଼ ଦୁଃଖ ଖବର…

pintu

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଦିଲ୍ଲୀ ରେ ପିଣ୍ଟୁ ନନ୍ଦ ଙ୍କ ସ୍ୱାସ୍ଥ ଅବସ୍ଥା ଗୁରୁତ୍ୱର ଫେରେଇ ଦେଲେ ଡାକ୍ତର ଏବେ ପୁଣି ଥରେ ଦିଲ୍ଲୀ ଛାଡି ଚେନ୍ନାଇ ବା ହାଇଦ୍ରାବାଦ ଯିବେ ପିଣ୍ଟୁ ନନ୍ଦ । ପ୍ରଥମେ ଓଡିଶା ରେ ତାଙ୍କର ଦେହ ଖରାପ ହୋଇଥିବା ବେଳେ ଲଭର ସିରୋସିସ୍ ରୋଗ ଭଳି ମାରାତ୍ମକ ରୋଗରେ ପୀଡିତ ହୋଇଥିଲେ ପିଣ୍ଟୁ ନନ୍ଦ । ଆଉ ତାଙ୍କର ଚିକିତ୍ସା ଲାଗି 50 ଲକ୍ଷ ଟଙ୍କା ଏବଂ ଲିଭର ଡୋନର ଙ୍କର ଆବଶ୍ୟକତା ରହିଥିଲା ।

ଉତ୍ତମ ଧରଣ ଚିକିତ୍ସା ଲାଗି ପିଣ୍ଟୁ ନନ୍ଦ ଦିଲ୍ଲୀ ଜାଇଥିଲେ । ହେଲେ ଦିଲ୍ଲୀରେ ଦିନ କୁ ଦିନ କୁ ଦିନ ବିଗିଡିବାରେ ଲାଗିଛି ପିଣ୍ଟୁ ନନ୍ଦ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା । ଆଉ ଏହି କାରଣ ରୁ ଏବେ ଦିଲ୍ଲୀର ଡାକ୍ତର ବି ପିଣ୍ଟୁ ନନ୍ଦ ଙ୍କୁ ଫେରେଇ ଦେଇଛନ୍ତି । ଆଉ ଏହାକୁ ଦେଖି ଆଖିରେ ଲୁହ ଆସିଜାଇଥିଲା ପିଣ୍ଟୁ ନନ୍ଦ ଙ୍କର । ଲିଭର ଡୋନର ମଧ୍ୟ ଯୋଗାଡ ହୋଇ ପାରୁ ନଥବା ବେଳେ ଏବେ ଆବଶ୍ୟକ ଟଙ୍କାବି ଯୋଜାଡ ହୋଇ ପାରି ନାହିଁ ।

Pintu

ଲିଭର ଟ୍ରାନ୍ସପ୍ଲାଣ୍ଟ ହେଲେ କେବଳ ପିଣ୍ଟୁ ନନ୍ଦ ଙ୍କ ଜିବନ ବଞ୍ଚି ପାରିବ । ହେଲେ ଏବେ ଯାଏ କୈଣସି ବି ଜିନିଷ ର ପ୍ରସ୍ତୁତି ହୋଇ ପାରି ନାହିଁ । ଏହି କାରଣ ରୁ ଦିନ କୁ ଦିନ ବିଗିଡିବାରେ ଲାଗିଛି ପିଣ୍ଟୁ ନନ୍ଦ ଙ୍କ ସ୍ୱାସ୍ଥ ଅବସ୍ଥା । ଆଉ ସେହି କାରଣ ରୁ ଏବେ ଦିଲ୍ଲୀର ଡାକ୍ତର ମାନେ ତାଙ୍କୁ ହସ୍ପିଟାଲ ରୁ ଫେରେଇ ଦେଇଛନ୍ତି ।

ପିଣ୍ଟୁ ନନ୍ଦ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅତି ଗୁରୁତ୍ୱ ର ହୋଇଥିବା କାରଣ ରୁ ଡାକ୍ତର ତାଙ୍କୁ ଚେନ୍ନାଇ କିମ୍ବା ହାଇଦ୍ରାବଦ ର ଗୋଟିଏ ହସ୍ପିଟାଲ ରେ ଆଡମିଟ ହେବାକୁ ସୂଚନା ଦେଇଛନ୍ତି । ତେବେ ବର୍ତମାନ ସମୟ ରେ ଏହୀି କଥାକୁ ସୁଣି ପିଣ୍ଟୁ ନନ୍ଦ ଙ୍କ ଆଖିରୁ ଲୁହ ଆସି ଜାଇଛି । ତାହାଲେ ଆମେ ଭଗବାନ ଙ୍କ ନିକଟ ରେ ପ୍ରାର୍ଥନା କରିବୁ କି ସେ ପିଣ୍ଟୁ ନନ୍ଦ ଙ୍କୁ ଭଲ କରି ଦିଅନ୍ତୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Uncategorized

LIC ରେ ଆସିଲା ନୂଆ ସ୍କିମ ଦେଖନ୍ତୁ । ଆପଣ ମାନେ ବି ହେବେ ମାଲେମାଲ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ LIC ରେ ଆସିଲା ନୂଆ ସ୍କିମ ରଖିବେ 100 ଟଙ୍କା ପାଇବେ 75 ହଜାର ଟଙ୍କା । ପ୍ରତ୍ୟୋକ ମଣିଷ ଚାହାଁନ୍ତି ନିଜର ଭବିଷ୍ୟତ ପାଇଁ କିଛି ଅର୍ଥ ସଞ୍ଚୟ କରିବା ପାଇଁ ଯଦି ଆପଣ ମାନଙ୍କର ରୋଜଗାର କମ୍ ରହିଛି ଆଉ ଆପଣ ମାନେ ସଞ୍ଚୟ କରିବାକୁ ଚାହୁଁଛନ୍ତି । ତେବେ ଆପଣ ମାନେ LIC ର ଏହି ସ୍କିମ୍ ରେ ସ୍ୱଳ୍ପ […]

ଅଧିକ ପଢ
alerted
Uncategorized

ଆଜି ୨୨ ମାର୍ଚ୍ଚ | ଆଜିବି କାଳବୈଶାଖୀ | ଏସବୁ ଜିଲ୍ଲାକୁ ସତର୍କ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାର୍ଚ୍ଚ ମାସ ୨୨ ତାରିଖ ବୁଧବାର ଅର୍ଥାତ୍ ଆଜି । ଆଜି ରାଜ୍ୟର ୧୨ଟି ଜିଲ୍ଲାରେ କାଳ ବୈଶାଖୀ ଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଆଉ ସେପଟେ ୨୩ ରୁ ଅର୍ଥାତ୍ ଆସନ୍ତା କାଲିଠାରୁ ଉତ୍ତର ପଶ୍ଚିମ ଭାରତ ଉପରେ ଆଉ ଏକ ପଶ୍ଚିମା ଝଡର ପ୍ରଭାବ ଅନୁଭୂତ ହେବ । ଆଉ ଏହାର ପ୍ରଭାବ ଓଡିଶା ଉପରେ […]

ଅଧିକ ପଢ
Rashmi
Uncategorized

ମୁଁ ଯାହା ଚାଁହୁଥିଲି ସେଇଟା ତୁ ଦେଲୁନି ,ସେଥିପାଇଁ ମୁଁ ରଶ୍ମି ପାଖକୁ ଗଲି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋର ଆଉ ତୋ ପ୍ରତି ଫିଲିଙ୍ଗ୍ସ ନାହିଁ । ମୋର ଏବେ ମୋର ଏକ୍ସ ବୟଫ୍ରେଣ୍ଡ ପ୍ରତି ଫିଲିଙ୍ଗ୍ସ ଚାଲି ଆସିଛି । ମୁଁ ଏବେ ଆଉ ତୋ ପାଖରେ ରହିବାକୁ ଚାହୁଁ ନାହିଁ । ତୋ ପାଖରେ ଯେତିକି ଦିନ ରହିଲି ବହୁତ ରହିଲି । ତୋ ପାଖରେ ଯେତିକି ଦିନ ରହିଲି ତାହା ତୋ ଭାଗ୍ୟ । ଏବେ ମୁଁ ପୁଣି […]

ଅଧିକ ପଢ