ବଡ଼ ଦୁଃଖ ଖବର – ଆଉ ନାହାଁନ୍ତି ଏହି ସିରିଏଲ ତାରକା ।

Sonali

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟ ରେ ସିନେମା ଜଗତ ପାଇଁ ବହୁତ ବଡ ଦୁଖଃଦ ଖବର । ତେବେ ଆଜି ଏହି ପ୍ରସିଦ୍ଧ ଅଭିନେତ୍ରୀ ଙ୍କ ପରଲୋକ ରେ ଅନେକ କଳାକାର ମାନେ ଦୁଖଃ ପ୍ରକାଶ କରିବା ସହିତ ଭାଙ୍ଗିପଡିଛନ୍ତି । ଏହା ସହିତ ସିନେମା ଜଗତ ରେ ଏବେ ଶୋକ ର ଲହରୀ ଖେଳିଜାଇଛି । ତେବେ ବନ୍ଧୁଗଣ ଏହି ବିଷୟ ରେ କଣ ରହିଛି ସଂମ୍ପର୍ଣ୍ଣ ବିବରଣି ଆସନ୍ତୁ ଜାଣିନେବା ।

ବନ୍ଧୁଗଣ ଆମ ଭାରତ ହେଉଛି କଳା ଏବଂ ସଂସ୍କୃତିର ଦେଶ ଆମ ଭାରତ କଳା ସଂସ୍କୃତିକୁ ନେଇ ସବୁଠାରୁ ଆଗରେ ଅଛି ଏବଂ ଏଠାରେ ଅନେକ ଅଭିନେତା ଓ ଅଭିନେତ୍ରୀ ସହିତ ଅନେକ କଳାକାର ମାନେ ଅଛନ୍ତି ତେବେ ବର୍ତ୍ତମାନ ସମୟରେ ଏକ ବୋହୁତ ବଡ଼ ଦୁଃଖ ଦାୟକ ଖବର ସାମ୍ନାକୁ ଆସିଛି । ଏହି ପ୍ରସିଦ୍ଧ ଅଭିନେତ୍ରୀ ଆଉ ଆମ ଗହଣ ରେ ନାହାଁନ୍ତି ।

ତେବେ ଆଜି ଆଉ ଜଣେ ଚଳଚିତ୍ର ଏବଂ ସିନେମା ଅଭିନେତ୍ରୀ ଙ୍କ ମୃ-ତ୍ୟୁ ଘଟିଛି । ତେବେ ଆପଣ ମାନଙ୍କ ପ୍ରିୟ ଚଳଚିତ୍ର କିମ୍ବା ସିରିଏଲ ଅଭିନେତ୍ରୀ ଙ୍କର ଆଜି ମୃତ୍ୟୁ ଘଟିଛି । ସୂଚନା ମୁତାବକ ତାଙ୍କର ମୃତ ଦେହ କୁ ତାଙ୍କ ଘରୁ ପୋଲିସ ଉଦ୍ଧାର କରିଛି । ଜାହା ଜଣା ପଡିଛି କି ତାଙ୍କର ମୃ-ତ୍ୟୁ ପଛର କାରଣ ବର୍ତମାନ ସୁଧା ସ୍ପଷ୍ଟ ଭାବେ ଜଣା ପଡିନାହିଁ ।

ପୋଲିସ ର ରିପୋର୍ଟ ମୁତାବକ ତାଙ୍କୁ ମାରି ଦିଆଯାଇଛି । ବର୍ତମାନ ସମୟ ରେ ତାଙ୍କର ମୃ-ତ ଶରୀର ପାଖରୁ କୈଣସି ପ୍ରମାଣ ମିଳିନାହିଁ । ହେଲେବି ପୋଲିସ ତାର ତଦନ୍ତ ଜାରି ରଖିଛି । ଆମ ଭାରତ କଳା ସଂସ୍କୃତିକୁ ନେଇ ସବୁଠାରୁ ଆଗରେ ଅଛି ଏବଂ ଏଠାରେ ଅନେକ ଅଭିନେତା ଓ ଅଭିନେତ୍ରୀ ସହିତ ଅନେକ କଳାକାର ମାନେ ଅଛନ୍ତି ତେବେ କଳାକାର ମାନଙ୍କ ଅଚାନକ ମୃ-ତ୍ୟୁ ବହୁତ ବଡ ଦୁଖଃର ପାହାଡ ଦେଇଯାଏ ।

ତେବେ ଆମେ ଏଠାରେ କଥା ହେଉଛୁ ପ୍ରିୟ ଅଭିନେତ୍ରୀ ସୋନାଲୀ ଙ୍କ ବିଷୟ ରେ ତାଙ୍କର ଆଜି ମୃ-ତ୍ୟୁ ହୋଇଛି । ସେ ତାଙ୍କର ସାଙ୍ଗ ମାନଙ୍କ ସହିତ ଗୁଆ ବୁଲିବାକୁ ଜାଇ ଥିବା ବେଳେ ତାଙ୍କର ମୃ-ତ ଦେହ କୁ ପୋଲିସ ସେଠାରୁ ଉଦ୍ଧାର କରିଛି । ଏହି ଖବର ସୁଣିବା ପରେ ସବୁଠି ଶୋକର ଲହରୀ ଖେଳିଜାଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ