😭 ବଡ଼ ଦୁଃଖ ଖବର || ଆଉ ନାହାଁନ୍ତି ଏହି ମହାନ ଅଭିନେତା

Seriel Actor

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟ ରେ ଆସିଜାଇଛି ବହୁତ ବଡ ଦୁଖଃଦ ଖବର । ଜାହାକି ଆଉ ନାହାଁନ୍ତି ଓଡିଆ ମେଗାଧାରାବାହିକ ପରୀ ର ହିରୋ । ତାଙ୍କର ଏହି ପରି ବିୟୋଗ ରେ ଅନେକ କଳାକାର ମାନେ ଦୁଖିଃତ ବର୍ଷ ଆରମ୍ଭ ରେ ସିନେମା ଜଗତ ପାଇଁ ଏହା ବହୁତ ବଡ ଦୁଖଃଦ ଖବର ବହୁତ ଓଡିଆ କଳାକାର ମାନଙ୍କୁ ହରେଇ ସାରିଛି । ଆଉ ନାହାଁନ୍ତି ପରୀ ଧାରାବାହିକ ର ଏହି ଅଭିନେତା ।

ତେବେ ତାଙ୍କ ଆଜି ହୃଦଘାତ ହୋଇଥିବା ବେଳେ ବର୍ତମାନ ସମଯ ରେ ଚାଲିଜାଇଛନ୍ତି ସେ ଆରପାରିକୁ । ଆଲବମ୍ ଏବଂ ଧାରାବାହିକ ଜଗତ ରେ ଏବଂ ଆଲବମ୍ ଇଣ୍ଡଷ୍ଟ୍ରୀ ରେ ଏହି ଅଭିନେତା ଙ୍କ ନିଧନ ପରେ ଅଭିନୟ ଏବଂ କଳାକାର ମାନେ ଶୋକ ପ୍ରକାଶ କରିଛନ୍ତି । ତେବେ ଏହିଥି ପାଇଁ ଅଭିନୟ ଜଗତ ରେ ଶୋକର ଲହରୀ ଖେଳିଜାଇଛି ।

ସେମିତି ରେ ଆପଣ ମାନେ ଏହି କଥା ନିଶ୍ଚିତ ଭାବେ ଜାଣିଥିବେ ଯେ ନିକଟ ରେ ଆମେ ମାନେ ଲତାମଞୀେସ୍କର ଏବଂ ରାଇମୋହନ ଙ୍କ ପରି କଳାକାର ମାନଙ୍କୁ ହରେଇ ଥିବା ବେଳେ ବର୍ତମାନ ସମୟ ରେ ଏହାକୁ ନେଇ ଅନେକ କଳାକାର ମାନେ ଦୁଖଃ ପ୍ରକାଶ କରିଛନ୍ତି । ତେବେ ଜଣା ସୁଣା ସମ୍ବଲପୁରୀ ଅଭିନେତା ସତ୍ୟଜିତ ପୁରହିତ ଙ୍କର ଆଜି ମୃ-ତ୍ୟୁ ହୋଇଛି ।

Satyajit

ମୃ-ତ୍ୟୁ ବେଳକୁ ତାଙ୍କୁ 32 ବର୍ଷ ବୟସ ହୋଇଥିବା ବେଳେ ସେ କୈଣସି ଏକ ରୋଗ ରେ ପଡି ସୁସ୍ଥ ହୋଇଥିବା ବେଳେ ତେବେ ଆଜି ସକାଳେ ତାଙ୍କର ଛାତିରେ ଯନ୍ତ୍ରଣା ହେଉଥିବା ବେଳେ । ଘର ଲୋକ ମାନେ କଣ୍ଟା ବାଞ୍ଚି ସହର ରେ ଏକ ଘୋରଇ ଚିକିତ୍ସାଳୟ ରେ ଦେଖେଇ ଥିଲେ ପରେ ସେଠାରେ ତାଙ୍କର ମୃ-ତ୍ୟୁ ହୋଇଥିବାର ସୂଚନା ଦେଇଥିଲେ ଡାକ୍ତର । ଜାହାକୁ ନେଇ ଏବେ ସାରା ଓଲିଉଡ ଇଣ୍ଡଷ୍ଟ୍ରୀ ରେ ଶୋକର ଛାୟା ଖେଳିଜାଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ