ବଡ଼ ଦୁଃଖ ଖବର- ମୃ-ତ୍ୟୁ ବରଣ କଲେ ଅଭିନେତା ମୀହିର ଦାସ ଙ୍କ ସାନ ପୁଅ

Mihir Das 1

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୃ-ତ୍ୟୁ ବରଣ କରିଛନ୍ତି ଓଡିଆ ଅଭିନେତା ମୀହିର ଦାସ ଙ୍କ ସାନ ପୁଅ । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଗତ ବର୍ଷ ମିିହିର ଦାସ ମୃ-ତ୍ୟୁ ବରଣ କରିଥିଲେ । ଜାନୁଆରୀ 11 2022 ମସିହା ରେ ମୃ-ତ୍ୟୁ ବରଣ କରିଥିଲେ ମିହିର ଦାସ । ତାହାଲେ ମିହିର ଦାସ ତାଙ୍କ ସାନ ପୁଅ ଅକ୍ଲାନ୍ତ ଦାସ କୁ ବହୁତ ଅଧିକ ଭଲ ପାଉ ଥିଲେ । ଅକ୍ଲାନ୍ତ ବି ତାଙ୍କ ବାପା ଙ୍କୁ ବହୁତ ଭଲ ପାଉ ଥିଲେ ।

ତେବେ ମୀହିର ଦାସ ଙ୍କ ମୃ-ତ୍ୟୁ ପରେ ଅକ୍ଲାନ ଡିପରେସନ କୁ ଚାଲି ଜାଇଥିଲେ । ସବୁ ବେଳେ ବାପା ଙ୍କୁ ଝୁରି ହେଉଥିଲେ ଅକ୍ଲାନ୍ତ । ମାତ୍ର 26 ବର୍ଷ ବୟସ ର ଥିଲେ ଅକ୍ଲାନ । ପୂର୍ବରୁ ମାଆ ଙ୍କୁ ହରେଇ ସାରିଥିଲେ ମିହିର ଦାସ ଙ୍କ ସାନ ପୁଅ ଏବଂ ସେ ବହୁତ ଦୁଖଃରେ ରହିଥିଲେ । ତେବେ ବନ୍ଧୁ ଏବେ ମୃ-ତ୍ୟୁ ବରଣ କରିଛନ୍ତି ମିହିର ଦାସ ଙ୍କ ସାନ ପୁଅ ଅକ୍ଲାନ୍ତ ।

Mihir Das

ଦିର୍ଘ 1 ମାସ ଧରି ଏମ୍ସ ରେ ଚିକିତ୍ସା ଧୀନ ଅବସ୍ତା ରେ ତାଙ୍କର ମୃ-ତ୍ୟୁ ହୋଇଜାଇଛି । ଥଣ୍ଡା ଏବଂ ସ୍ୱାଶ କାରଣ ରୁ ତାଙ୍କ ଦେହ ଗତ ମାସ ଖରାପ ହୋଇଥିଲା । ଆଉ ଏହି କାରଣ ରୁ ତାଙ୍କୁ ହସ୍ପିଟାଲ ର ଆଡମିଟ କରାଜାଇ ଥିଲା । ତେବେ ଏମ୍ସ ରେ ତାଙ୍କ ଚିକିତ୍ସା ହେଉଥିଲା ଆଉ ଗତ କାଲି ରାତିରେ ତାଙ୍କର ଚିକିତ୍ସା ଧୀନ ଅବସ୍ତା ରେ ମୃ-ତ୍ୟୁ ହୋଇଛି । ଭୁବନେଶ୍ୱର ଏମ୍ସ ରେ ଗତ କାଲି ରାତି ରୁ ଅକ୍ଲାନ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଆଉ କଟକ ସ୍ଥିକ ସତି ଚୈରା ମଶାଣୀ ରେ ତାଙ୍କର ଅନ୍ତିମ ସଂସ୍କାର ହୋଇଛି ।

ଏହି କିଛି ବର୍ଷ ଦିନ ତଳେ ମାଆ ଚାଲି ଜାଇଥିଲେ ଆଉ ଗୋଟିଏ ବର୍ଷ ହେବ ବାପା ଚାଲି ଜାଇଥିଲେ ଆଉ ଏବେ ସାନ ଭାଇ ଚାଲି ଗଲେ ଆଉ ଏହି ନିଷ୍ଟୁର ସତ କୁ ଗ୍ରହଣ କରି ପାରୁ ନାହାଁନ୍ତି ଅଭିନେତା ଅମ୍ଲାନ ଦାସ । ବାପା ମାଆ ଭାଇ ଚାଲି ଯିବା ପରେ ନିଜେ ବାକ ସୂନ୍ୟ ହୋଇ ପଡିଛନ୍ତି ଅମ୍ଲାନ ଦାସ । ଭଗବାନ କଣ ଏତେ ଦୁଖଃ କାହାକୁ ଦିଅନ୍ତି । ବାପା ମାଆ ଭାଇ ସମସ୍ତ ଙ୍କୁ ନେଇ ଯିବା ପରେ କେମିତି ଜିବନ ବଞ୍ଚିବେ । ଏମିତି କିଛି ଭାବୁଛନ୍ତି ଅମ୍ଲାନ ଦାସ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *