ବଡ ଖବର: ଦିଗ ବଦଳିଲା ଲଘୁଚାପ! ୨୪ ଘଣ୍ଟାରେ ଭୟଙ୍କର ବର୍ଷା,ଘଡ଼ଘଡ଼ି,ବିଜୁଳି ସହ ମହା ତାଣ୍ଡବ ହେବ !

rain

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ତେବେ ବନ୍ଧୁଗଣ ବର୍ତ୍ତମାନ ଯାହା ସୂଚନା ମିଳୁଛି ରାଜ୍ୟ ରେ ଏବେ ବିଭିନ୍ନ ସ୍ଥାନ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ଜାରି ରହିଥିବା ବେଳେ ଆସନ୍ତା 10 ତାରିଖ ଯାଏ ବର୍ଷା ଲାଗି ରହିବ । ଗତକାଲି ଉତ୍ତର – ପଶ୍ଚିମ ବଙ୍ଗୋପ ସାଗର ରେ ଏବଂ ସଲଗ୍ନ ଓଡିଶା ଉପକୂଳ ରେ ଯାତ ହୋଇଥିବା ଲଘୁଚାପ ପ୍ରଭାବ ରେ ସୋମବର ଦିନ ରାଜ୍ୟ ରେ କଳାହାଣ୍ଡି ଏବଂ ରାୟଗଡା ଜିଲ୍ଲା ରେ ଭିଷଣ ବର୍ଷା ହୋଇଛି । ଏଥି ସହ ମାଲକାନ ଗିରି , କୋରାପୁଟ , ନବରଙ୍ଗ ପୁର , ନୂଆପଡା , କଳାହାଣ୍ଡି ତାହା ସହ ନବରଙ୍ଗପୁର , କନ୍ଧମାଳ , ଗଞ୍ଜାମ , ନୟାଗଡ , ବରଗଡ , ଖୋର୍ଦ୍ଧା , ପୁରୀ , କଟକ , ଜଗତସିଂପୁର , କେନ୍ଦ୍ରାପଡା , ଜାଜପୁର , ଭଦ୍ରକ , ବାଲେଶ୍ୱର , ସୁନ୍ଦରଗଡ ଏବଂ ଦେବଗଡ ଜିଲ୍ଲା ରେ ବିଜୁଳି ଘଜଘଡି ସହ ବର୍ଷା ହୋଇସାରିଛି ।

ରବିବାର ଦିନ ଲଘୁଚାପ କ୍ଷେତ୍ର ଏବଂ ସୋମବାର ଦିନ ଆହୁରି ଘନିଭୁତ ହୋଇ ଉତ୍ତର ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମ କେନ୍ଦ୍ର ବଙ୍ଗୋପ ସାଗର ଏବଂ ଓଡିଶା ଉପକୂଳ ଉପରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ ଏକ ବଡ ଆକାର ରେ ରହିଛି । ଏହା ଆସନ୍ତା 48 ଘଣ୍ଟା ଭିତରେ ଆହୁରି ଘନିଭୂତ ହେବାର ମଧ୍ୟ ସମ୍ଭାବନା ରହିଛି ଏବଂ ଏହା ଭୟଙ୍କର ରୂପ ନେବ ବୋଲି କୁହାଯାଉଛି ।

rain 1

ଯାହାକି ବର୍ତ୍ତମାନ ଉତ୍ତର ପଶ୍ଚିମ , ପଶ୍ଚିମ ଆଡକୁ ଗତି କରି ଓଡିଶା ଏବଂ ଛତିଶଗଡ ରେ ମଧ୍ୟ ରହିବ ବୋଲି କୁହାଯାଉଛି ଫଳରେ ଆସନ୍ତା 10 ତାରଖ ଯାଏ ରାଜ୍ୟ ରେ ଭିଷଣ ପରିମାଣ ରେ ବର୍ଷା ଜାରି ରହିବ ବୋଲି ଆଞ୍ଚଳିକ ପାଣି ପାଗ ବିଭାଗ ତରଫରୁ ସୂଚନା ଦିଆଯାଇଛି । ଅନ୍ୟ ପଟେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀ ର ଜଳ ସ୍ତର ମଧ୍ୟ ବୃଦ୍ଧି ର ଆଶଙ୍କା ରହିଛି ତେବେ ବିଶେଷ କରି ଋଷି କୁଲ୍ୟା , ବଂଶଧାରା ଏବଂ ନାଗାବଳି ନଦୀ ଗୁଡିକ ରେ ପାଣି ଅଧିକ ହେବା ନେଇ ସତର୍କ ହେବା ପାଇଁ ପାଣି ପାଗ ବିଭାଗ ତରଫରୁ ସୂଚନା ଦିଆଯାଇଛି ।

ତେବେ ଏହା ମଧ୍ୟ ସୂଚନା ମିଳିଛି କି ଆଜି ମାଲକାନ ଗିରି , କୋରାପୁଟ , ନବରଙ୍ଗ ପୁର , ନୂଆପଡା , କଳାହାଣ୍ଡି ତା ସହ ନବରଙ୍ଗପୁର , କନ୍ଧମାଳ , ଗଞ୍ଜାମ , ନୟାଗଡ , ବରଗଡ , ଖୋର୍ଦ୍ଧା , ପୁରୀ , କଟକ , ଜଗତସିଂପୁର , କେନ୍ଦ୍ରାପଡା , ଯାଜପୁର , ଭଦ୍ରକ , ବାଲେଶ୍ୱର , ସୁନ୍ଦରଗଡ ଏବଂ ଦେବଗଡ ଜିଲ୍ଲା ରେ ବିଜୁଳି ଘଜଘଡି ସହ ବର୍ଷା ହେବ । ଏହା ବ୍ୟତିତ ପାହାଡିଆ ଅଞ୍ଚଳ ରେ ଭୂଷ୍କଳନ ର ସମ୍ଭାବନା ମଧ୍ୟ ରହିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *