ବଡ଼ ଖବର:ଧରା ପଡିଲେ ପ୍ରକୃତ ଦୋଷୀ |

Raimohan Parida 1

ଆପଣ ମାନଙ୍କୁ ଆମ ର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟ ର ବଡ ଦୁଖଃଦ ଖବର ଅଭିନେତା ରାଇମୋହନ ଙ୍କର ଝୁଲନ୍ତା ମୃ-ତ ଦେହ ଉଦ୍ଧାର । ତେବେ ଓଲିଉଡ ଜଗତ କୁ ପୁଣି ଥରେ ଲାଗିଛି ଶକ୍ତ ଝଟକା ଜିବନ ହାରିଲେ ଲେଜେଣ୍ଡ୍ରି ଅଭିନେତା ରାଇମୋହନ ପରିଡା । ଭୁବନେଶ୍ୱର ମଞ୍ଚେଶ୍ୱର ପ୍ରାଚି ବିହାର ଘରୁ ଝୁଲନ୍ତା ଅବସ୍ଥା ରେ ତାଙ୍କର ମୃ-ତ ଦେହ ମିଳିଛି । ତେବେ ଏହି ପରି ଖବର ଓଲିଉଡ ସିନେ ପ୍ରେମି ମାନଙ୍କୁ ଶକ୍ତ ଝଟକା ଦେଇଛି ।

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ ଜଣେଇ ଦେବୁ କୁ ରାଇମୋହନ ଙ୍କ ପତ୍ନୀ ଏବଂ ଦୁଇ ଝିଅ ରହିଥିଲେ । ତେବେ ହଠାତ୍ ସେ କାହିକି ଚରମ ପଦକ୍ଷେପ ଉଠାଇଛନ୍ତି ତାହାର କାରଣ ବର୍ତମାନ ସମୟ ରେ ଜଣା ପଡି ନାହିଁ । ତେବେ ବର୍ତମାନ ସମୟ ରେ ପୋଲିସ ପହଁଚି ଘଟଣା ର ତଦନ୍ତ ଆରମ୍ଭ କରିଛି ।

Raimohan

ସେମିତି ରେ ସେ 1987 ମସିହା ରେ ପ୍ରଥମ ଥର ପାଇଁ ସେ ଗୋଟିଏ ନେଗେଟିଭ କେରେକ୍ଟର ରେ ଅଭିନୟ କରିଥିଲେ ଆଉ ଅଧିକାଶଂ ସିରିଏଲ ରେ ଆପଣ ମାନେ ତାଙ୍କୁ ନେଗେଟିଭ କେରେକ୍ଟର ରେ ଦେଖିବା ପାଇଁ ପାଇଥିବେ ତାହାଲେ ସିନେମା ସହିତ ସେ ବହୁତ ସାରା ଯାତ୍ରା ରେ ବି ମଧ୍ୟ ଅଭିନୟ କରିସାରିଛନ୍ତି ।

ତେବେ ବନ୍ଧୁଗଣ ଏବେ ତାଙ୍କର ପୋଷ୍ଟମୋଟମ୍ ରିପୋର୍ଟ ଆସିସାରିଥିବା ବେଳେ ଏହା ହ-ତ୍ୟା ନା ଆ-ତ୍ମ-ହ-ତ୍ୟା ତାଙ୍କର ପୋଷ୍ଟ ମୋଟମ୍ ରିପୋର୍ଟ ରେ କଣ ସବୁ ଦର୍ଶାଜାଇଛି । କଣ ରହିଛି ତାଙ୍କର ମୃ-ତ୍ୟୁ ପଛର ପ୍ରକୃତ କାରଣ । ତେବେ ରାଇମୋହନ ପରିଡା ଅଚାନକ ଆ-ତ୍ମ-ହ-ତ୍ୟା କରିଛନ୍ତି ତାଙ୍କର ମୃ-ତ୍ୟୁ କୁ ନେଇ ଚାରିଆଡେ ଶୋକର ଛାୟା ଖେଳିଜାଇ ଥିଲା ।

Raimohan Parida

ଏବଂ ଏବେ ପୋଷ୍ଟମୋଟମ୍ ରିପୋର୍ଟ ଆସିଥିବା ବେଳେ ଏହିଥିରେ ଦର୍ଶାଜାଇଛି ଯେ ରାଇମୋହନ ଙ୍କର ମୃ-ତ୍ୟୁ ସ୍ୱଭାବିକ ଭାବେ ଆ-ତ୍ମ-ହ-ତ୍ୟା କରିଥିବା ଯୋଗୁଁ ହୋଇଛି । କାରଣ ତାଙ୍କ ବେକରେ କେବଳ କଟା ଚିହ୍ନ ରହିଛି । ଜାହାକି ରସି ଲଗେଇ ଆ-ତ୍ମ-ହ-ତ୍ୟା କରିଥିବାର ସ୍ପଷ୍ଟ ଭାବରେ ଜଣା ପଡୁଛି । ତାଙ୍କ ଶରୀର ରେ କୈଣସି ସ୍ଥାନରେ ଆଉ କିଛି ସେମିତି ଚିହ୍ନ ନାହିଁ । ତେବେ ପୋଲିସ ଏହାକୁ ନେଇ ତଦନ୍ତ ଜାରି ରଖିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *