ବଡ଼ ଖବର – ଓଡ଼ିଶାରେ ବନ୍ଦ ହେବ ପିଏମ୍ ଆୱାସ ଯୋଜନାର ଘର । ଏବେ ହିଁ ଦେଖନ୍ତୁ…

PM Awas Yojana

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ପିଏମ୍ ଆୱାସ ଯୋଜନା ଅର୍ଥାତ ପ୍ରଧାନ ମନ୍ତ୍ରୀ ଆୱାସ ଯୋଜନା ଅଧିନ ରେ ଆସୁଛି ଆଉ କିଛି ବଡ ଖବର ଜାହାକି କେବେ ସୁଧା ମିଳିବ ୱାର୍କଅର୍ଡର କେବେ ସୁଧା ଆବଣ୍ଟିତ ହେବ ଘର ଏହି ନେଇ ସମସ୍ତ ଙ୍କ ମନରେ ଏବେ ପ୍ରଶ୍ନ ଉଠୁଛି । ତେବେ ଆସନ୍ତୁ ସଂମ୍ପର୍ଣ୍ଣ ଖବର ଜାଣିନେବା କଣ ରହିଛି ଆୱାସ ଯୋଜନା ରେ ନୂଆ ଅପଡେଟ । ତା ପୂର୍ବରୁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ।

ପ୍ରଧାନ ମନ୍ତ୍ରୀ ଆୱାସ ଯୋଜନା ରେ ରାଜ୍ୟ କୁ 9 ଲକ୍ଷ 69 ହଜାର ଘର ମଞୁରୀ ହୋଇଛି । ଏହିଥିରୁ ସ୍ୱତନ୍ତ୍ର ଭାବେ ଫନି ପ୍ରଭାବିତ ସ୍ୱତନ୍ତ୍ର ଜିଲ୍ଲା ପାଇଁ 1 ଲକ୍ଷ 42 ହଜାର ଘର ମଞୁରୀ ହୋଇଛି । ତେବେ ଯୋଗ୍ୟ ହୀତାଧିକାରୀ ଙ୍କୁ ଘର ଯୋଗେଇବା ନେଇ ପକ୍ରିୟା ଆରମ୍ଭ କରୁଛନ୍ତି ରାଜ୍ୟ ସରକାର । ଏହି ନେଇ ସ୍ୱଚ୍ଛତା ରଖିବାକୁ ପଦକ୍ଷେପ ଆରମ୍ଭ କରିଛନ୍ତି ପଞ୍ଚାୟତ ରାଜ ବିଭାଗ ।

pm

ପ୍ରଧାନ ମନ୍ତ୍ରୀ ଆୱାସ ଯୋଜନା ଅଧିନରେ ପୂର୍ବରୁ ବହୁତ ଗୁଡିଏ ଅପଡେଟ ଆସିସାରିଛି । ହେଲେ ଏବେ ଯାଏ ଜିଲ୍ଲାରେ କୈଣସି ଜାଗାରେ ଘର ଆବଣ୍ଟିତ ହୋଇନାହିଁ । ହେଲେ ଓଡିଶା ବ୍ୟତିତ ଅନ୍ୟ ଷ୍ଟେଟ ମାନଙ୍କରେ ଆୱାସ ଯୋଜନା ରେ ଘର ମଧ୍ୟ ସେକ୍ସନ ହୋଇ ସାରିଲାଣି । ତେବେ ଓଡିଶା ରେ ମଧ୍ୟ କିଛି ଜିଲ୍ଲା ମାନଙ୍କରେ କିଛି ଜିଲ୍ଲା ମାନଙ୍କରେ ସେକ୍ସନ ଲିଷ୍ଟ ଆସି ସାରିଛି ।

ତେବେ ଆପଣ ମାନେ ଯଦି ସେକ୍ସନ ଲିଷ୍ଟ ଦେଖିବାକୁ ଚାହୁଁଛନ୍ତି । ତେବେ ଜାହାର ଲିଙ୍କ୍ ଆମେ ଏଠାରେ ଆପଣ ମାନଙ୍କୁ ଦେଇଛୁ । ତେବେ ସବୁଠାରୁ ବଡ କଥା କେବେ ଠାରୁ ଆବଣ୍ଟିତ ହେବ ଘର ଏମିତି କି କେବେ ସୁଧା ପ୍ରସ୍ତୁତି ହେବ ୱାର୍କଡ ଏହି ନେଇ କୈଣସି ଅପଡେଟ ରହିନାହିଁ । ମିଳିଥିବା ସୂଚନା ଅନୁସାରେ ମାର୍ଚ୍ଚ ବଦଳ ରେ ଏପ୍ରିଲ ରୁ ଘର ମିଳିବାକୁ ଯାଉଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

G M

Leave a Reply

Your email address will not be published.

Uncategorized

LIC ରେ ଆସିଲା ନୂଆ ସ୍କିମ ଦେଖନ୍ତୁ । ଆପଣ ମାନେ ବି ହେବେ ମାଲେମାଲ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ LIC ରେ ଆସିଲା ନୂଆ ସ୍କିମ ରଖିବେ 100 ଟଙ୍କା ପାଇବେ 75 ହଜାର ଟଙ୍କା । ପ୍ରତ୍ୟୋକ ମଣିଷ ଚାହାଁନ୍ତି ନିଜର ଭବିଷ୍ୟତ ପାଇଁ କିଛି ଅର୍ଥ ସଞ୍ଚୟ କରିବା ପାଇଁ ଯଦି ଆପଣ ମାନଙ୍କର ରୋଜଗାର କମ୍ ରହିଛି ଆଉ ଆପଣ ମାନେ ସଞ୍ଚୟ କରିବାକୁ ଚାହୁଁଛନ୍ତି । ତେବେ ଆପଣ ମାନେ LIC ର ଏହି ସ୍କିମ୍ ରେ ସ୍ୱଳ୍ପ […]

ଅଧିକ ପଢ
alerted
Uncategorized

ଆଜି ୨୨ ମାର୍ଚ୍ଚ | ଆଜିବି କାଳବୈଶାଖୀ | ଏସବୁ ଜିଲ୍ଲାକୁ ସତର୍କ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାର୍ଚ୍ଚ ମାସ ୨୨ ତାରିଖ ବୁଧବାର ଅର୍ଥାତ୍ ଆଜି । ଆଜି ରାଜ୍ୟର ୧୨ଟି ଜିଲ୍ଲାରେ କାଳ ବୈଶାଖୀ ଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଆଉ ସେପଟେ ୨୩ ରୁ ଅର୍ଥାତ୍ ଆସନ୍ତା କାଲିଠାରୁ ଉତ୍ତର ପଶ୍ଚିମ ଭାରତ ଉପରେ ଆଉ ଏକ ପଶ୍ଚିମା ଝଡର ପ୍ରଭାବ ଅନୁଭୂତ ହେବ । ଆଉ ଏହାର ପ୍ରଭାବ ଓଡିଶା ଉପରେ […]

ଅଧିକ ପଢ
Rashmi
Uncategorized

ମୁଁ ଯାହା ଚାଁହୁଥିଲି ସେଇଟା ତୁ ଦେଲୁନି ,ସେଥିପାଇଁ ମୁଁ ରଶ୍ମି ପାଖକୁ ଗଲି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋର ଆଉ ତୋ ପ୍ରତି ଫିଲିଙ୍ଗ୍ସ ନାହିଁ । ମୋର ଏବେ ମୋର ଏକ୍ସ ବୟଫ୍ରେଣ୍ଡ ପ୍ରତି ଫିଲିଙ୍ଗ୍ସ ଚାଲି ଆସିଛି । ମୁଁ ଏବେ ଆଉ ତୋ ପାଖରେ ରହିବାକୁ ଚାହୁଁ ନାହିଁ । ତୋ ପାଖରେ ଯେତିକି ଦିନ ରହିଲି ବହୁତ ରହିଲି । ତୋ ପାଖରେ ଯେତିକି ଦିନ ରହିଲି ତାହା ତୋ ଭାଗ୍ୟ । ଏବେ ମୁଁ ପୁଣି […]

ଅଧିକ ପଢ