PM କିଷାନ ଯୋଜନା କୁ ନେଇ ଆସିଲା ବଡ ଖବର । ଟଙ୍କା ପାଇବା ପାଇଁ କରି ଦିଅନ୍ତୁ ଏହି କାମ

PM Kisan

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପିଏମ୍ କିଶାନ ଟଙ୍କା ପାଇନଥିବା ଚାଷୀ ଙ୍କୁ ମିଳିବ ସହାୟତା ମେ 1 ରୁ ସରକାର ଆରମ୍ଭ କରିବେ ବଡ କାମ ଯଦି ଆପଣ ମାନେ ମଧ୍ୟ କିଶାନ ଯୋଜନା ର ହିତାଧିକାରୀ ଆଉ ଆପଣ ମାନଙ୍କୁ କିଶାନ ଯୋଜନା ର ଟଙ୍କା ଏବେ ଯାଏ ମିଳି ନାହିଁ । ତେବେ ଜାଣି ରଖନ୍ତୁ ସରକାର ଙ୍କ ତରଫ ରୁ ଆସୁଛି ଆଉ ଏକ ବଡ ଅପଡେଟ । ଯାହାକି ଚାଷୀ ଭାଇ ମାନଙ୍କ ପାଇଁ ଆସନ୍ତୁ ସଂମ୍ପର୍ଣ୍ଣ ଖବର ଜାଣିବା ତା ପୂର୍ବରୁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ।

ଏବେ ଯାଏ ପ୍ରଧାନ ମନ୍ତ୍ରୀ କିଶାମ ସମ୍ମନିଧି ଯୋଜନା ରେ 13 ଟି କିସ୍ତି ଦେଶର କୃଷକ ମାନଙ୍କ ଦ୍ୱାରା ଗ୍ରହଣ ହୋଇଛି । ଏବଂ ଏହିଥିରୁ କୋଟି କୋଟି କୃଷକ ଉପକୃତ ହୋଇଛନ୍ତି । ତେବେ ସରକାର ଏବେ ଯାଏ କୃଷକ ଙ୍କ ଏକାଉଣ୍ଟ କୁ 50 ହଜାର କୋଟି ରୁ ଅଧିକ ଟଙ୍କା ହସ୍ତାନ୍ତର କରିଛନ୍ତି । ତେବେ ଫେବୃଆରୀ 27 ତାରିଖ ରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଲୋକପ୍ରିୟ ଯୋଜନା ରେ 13 ତମ କିସ୍ତି କୋର୍ଣ୍ଣାଟକ ର ବେଲାଗାଭି ରେ ଚାଷୀ ଙ୍କୁ ପ୍ରଦାନ କରିଛନ୍ତି ।

pm

ବର୍ତମାନ ଏହା ସହିତ ଯୋଡିତ ଆଉ ଏକ ଖବର ଆସୁଛି ଯାହା ଚାଷୀ ଙ୍କୁ ଖୁସୀ କରେଇ ପାରିବ । ତେବେ ପ୍ରଧାନ ମନ୍ତ୍ରୀ କିଶାନ ନିଧି ଯୋଜନା ର ହୀତାଧିକାରୀ ଙ୍କ ପରିଚୟ ପତ୍ର ଯାଞ୍ଚ କରିବା ଏବଂ ଅଧିକ ଯୋଗ୍ୟ ଚାଷୀ ଙ୍କୁ ଉପକୃତ କରେଇବା ପାଇଁ ସରକାର ମେ 1 ତାରିଖ ରୁ ମେ 30 ତାରିଖ ପର୍ଯ୍ୟନ୍ତ ଏକ ଅଭିଯାନ ଆରମ୍ଭ କରିବେ ।

ତେବେ କେନ୍ଦ୍ର ରେ 2018 ରେ ଏହି ଯୋଜନା ଆରମ୍ଭ କରିବା ପରଠାରୁ 26 କୋଟି ଚାଷୀ ଙ୍କ ବ୍ୟାଙ୍କ୍ ଏକାଉଣ୍ଟ କୁ 52 ହଜାର କୋଟି ଟଙ୍କା ଟ୍ରାନ୍ସଫର ହୋଇଛି । ତଥାପି ଅନେକ ଯୋଗ୍ୟ କୃଷକ ଏହି ଯୋଜନା ର ଲାଭ ଉଠେଇବା ପାଇଁ ସକ୍ଷମ ନୁହଁନ୍ତି କାରଣ ସେମାନଙ୍କର ଆଧାର ବିବରଣି କୁ ବ୍ୟାଙ୍କ୍ ଏକାଉଣ୍ଟ ସହିତ ଯୋଡି ନାହାଁନ୍ତି ଏବଂ ସେମାନେ ନିଜର ଜମି ବିବରଣି ପ୍ରଦାନ କରି ନାହାଁନ୍ତି ।

ତେବେ ମେ 1 ତାରିଖ ରୁ ମେ 30 ତାରିଖ ପର୍ଯ୍ୟନ୍ତ ମେଗା ଡ୍ରାଇଭ ନେବାକୁ ନିସ୍ପତି ନେଇଛି । ତେବେ ଖୁବ ଶୀଘ୍ର ପିଏମ୍ କିଶାନ ଟଙ୍କା ପାଇ ନଥିବା ଚାଷୀ ଙ୍କୁ ମିଳିବ 13 ତମ କିସ୍ତି ଟଙ୍କା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

G M

Leave a Reply

Your email address will not be published.

Uncategorized

LIC ରେ ଆସିଲା ନୂଆ ସ୍କିମ ଦେଖନ୍ତୁ । ଆପଣ ମାନେ ବି ହେବେ ମାଲେମାଲ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ LIC ରେ ଆସିଲା ନୂଆ ସ୍କିମ ରଖିବେ 100 ଟଙ୍କା ପାଇବେ 75 ହଜାର ଟଙ୍କା । ପ୍ରତ୍ୟୋକ ମଣିଷ ଚାହାଁନ୍ତି ନିଜର ଭବିଷ୍ୟତ ପାଇଁ କିଛି ଅର୍ଥ ସଞ୍ଚୟ କରିବା ପାଇଁ ଯଦି ଆପଣ ମାନଙ୍କର ରୋଜଗାର କମ୍ ରହିଛି ଆଉ ଆପଣ ମାନେ ସଞ୍ଚୟ କରିବାକୁ ଚାହୁଁଛନ୍ତି । ତେବେ ଆପଣ ମାନେ LIC ର ଏହି ସ୍କିମ୍ ରେ ସ୍ୱଳ୍ପ […]

ଅଧିକ ପଢ
alerted
Uncategorized

ଆଜି ୨୨ ମାର୍ଚ୍ଚ | ଆଜିବି କାଳବୈଶାଖୀ | ଏସବୁ ଜିଲ୍ଲାକୁ ସତର୍କ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାର୍ଚ୍ଚ ମାସ ୨୨ ତାରିଖ ବୁଧବାର ଅର୍ଥାତ୍ ଆଜି । ଆଜି ରାଜ୍ୟର ୧୨ଟି ଜିଲ୍ଲାରେ କାଳ ବୈଶାଖୀ ଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଆଉ ସେପଟେ ୨୩ ରୁ ଅର୍ଥାତ୍ ଆସନ୍ତା କାଲିଠାରୁ ଉତ୍ତର ପଶ୍ଚିମ ଭାରତ ଉପରେ ଆଉ ଏକ ପଶ୍ଚିମା ଝଡର ପ୍ରଭାବ ଅନୁଭୂତ ହେବ । ଆଉ ଏହାର ପ୍ରଭାବ ଓଡିଶା ଉପରେ […]

ଅଧିକ ପଢ
Rashmi
Uncategorized

ମୁଁ ଯାହା ଚାଁହୁଥିଲି ସେଇଟା ତୁ ଦେଲୁନି ,ସେଥିପାଇଁ ମୁଁ ରଶ୍ମି ପାଖକୁ ଗଲି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋର ଆଉ ତୋ ପ୍ରତି ଫିଲିଙ୍ଗ୍ସ ନାହିଁ । ମୋର ଏବେ ମୋର ଏକ୍ସ ବୟଫ୍ରେଣ୍ଡ ପ୍ରତି ଫିଲିଙ୍ଗ୍ସ ଚାଲି ଆସିଛି । ମୁଁ ଏବେ ଆଉ ତୋ ପାଖରେ ରହିବାକୁ ଚାହୁଁ ନାହିଁ । ତୋ ପାଖରେ ଯେତିକି ଦିନ ରହିଲି ବହୁତ ରହିଲି । ତୋ ପାଖରେ ଯେତିକି ଦିନ ରହିଲି ତାହା ତୋ ଭାଗ୍ୟ । ଏବେ ମୁଁ ପୁଣି […]

ଅଧିକ ପଢ