ସୁନା ଓ ପେଟ୍ରଲକୁ ନେଇ ଆସିଲା ବଡ ଖବର ।

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ଆଜିର ପେଟ୍ରୋଲ ମୂଲ୍ୟରେ ମିଳୁଥିଲା ୧୦ଗ୍ରାମ ସୁନା । ପୁରୁଣା ବିଲକୁ ନେଇ ହେଉଛି ଚର୍ଚ୍ଚା । ଦିନଥିଲା ଏତେ ଶସ୍ତାରେ ମିଳୁଥିଲା ସୁନା । ମୁଦ୍ରାସ୍ଫୀତି ଏତେ ଦ୍ରୁତଗତି ରେ ବଢୁଛି ଯେ ଜିନିଷର ମୂଲ୍ୟ କେବେ ଏବଂ କେତେ ବୃନ୍ଧି ହେବ ତାହା କେହି ପୂର୍ବାନୁମାନ କରିପାରିବେ ନାହିଁ । ନିମ୍ନ ବର୍ଗର ଲୋକଙ୍କ ପାଇଁ ଭଲରେ ଦୁଇଁ ଓଳି ଦୁଇଁ ମୁଠା ଖାଇଁବା ମଧ୍ୟ କଷ୍ଟଧାର୍ଯ୍ୟ ହୋଇ ପଡିଛି ।

ଏଭଳି ପରସ୍ଥିତିରେ ସୋସିଆଲ ମିଡିଆରେ ଏକ ପୁରୁଣା ବିଲ୍ ଭାଇରାଲ ହେଉଛି ଯାହାକୁ ନେଇ ଲୋକମାନେ ଭାବବିହୋଳ ହୋଇପଡିଛନ୍ତି । କିଛିଦିନ ପୂର୍ବେ ବୁଲେଟ୍ ବିଲ ଭାଇରାଲ୍ ହୋଇଥିଲା । ଏହାପରେ ସାଇକେଲ ବିଲ୍ କିଛିଦିନ ପୂର୍ବେ ଗହମର ମୂଲ୍ୟ ମଧ୍ୟ ଭାଇରାଲ ହୋଇଥିଲା । ବର୍ତ୍ତମାନ ଏହି ତାଲିକାରେ ଆଉ ଏକ ପୁରୁଣା ବିଲ୍ ଯୋଡି ହେଉଛି ଏବଂ ଏହା ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ୍ ହେଉଛି ।

gold

ଏହି ବିଲ୍ ହେଉଛି ସୁନା ଅଳଙ୍କାର ବିଲ୍ । ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ପୁରୁଣା ବିଲ୍ ରସିଦ୍ ଅନୁଯାୟୀ ଏହି ବିଲ୍ ୧୯୬୪ ମସିହାରୁ ଆସିଛି । ଅର୍ଥାତ୍ ଏହି ବିଲ୍ ପ୍ରାୟ ୬୪ ବର୍ଷ ପୁରୁଣା । ସେହି ସମୟ ମଧ୍ୟରେ ସୁନାର ମୂଲ୍ୟ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସେହି ଅବଧିରେ ଗୋଟିଏ ତୁଳାରେ ସୁନାର ମୂଲ୍ୟ ମାତ୍ର ୧୧୩ ଟଙ୍କା ଥିଲା । ଏଥିରେ ବର୍ତ୍ତମାନ ଗୋଟିଏ ଭଲ ବ୍ରାଣ୍ଡର ଚକଲେଟ ମଧ୍ୟ ମିଳୁନାହିଁ ।

ଆଜି ଗୋଟିଏ ତୁଳା ସୁନାର ମୂଲ୍ୟ ୫୨ ହଜାର ଅତିକ୍ରମ କରିଛି । ଭାଇରାଲ୍ ବିଲ୍ ଅନୁଯାୟୀ ଏହି ବିଲ୍ ମାର୍ଚ୍ଚ ୩ . ୧୯୫୯ର ଅଟେ । ଏହି ବିଲ୍ ମହାରାଷ୍ଟ୍ରର ଭମାନ ନିମାଜି ଆଷ୍ଟ୍ରେକର ନାମକ ଏକ ଦୋକାନର ଅଟେ । ବିଲ୍ ରେ କ୍ରେତାଙ୍କ ନାମ ହେଉଛି ସିବଲିଙ୍ଗ ଆଟେରା । ଏହି ବିଲ୍ ରେ ଦର୍ଶାଯାଇଛି ଯେ ଆଠାରାମ ସୁନା ଆଉ ରୂପା ଅଳଙ୍କାର କିଣିଛନ୍ତି । ଯାହାର ମୋଟ ମୂଲ୍ୟ ୯୦୯ ଟଙ୍କା ଲେଖାଯାଇଛି ।

bil

ବର୍ତ୍ତମାନ ଏହି ବିଲ୍ ବହୁତ ଭାଇରାଲ୍ ହେବାରେ ଲାଗିଛି । ଏହି ବିଲ୍ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଲୋକମାନେ କୁହନ୍ତି ଯେ ସେହି ଦିନଗୁଡ଼ିକ ଭଲ ଦିନ ଥିଲା । କେହି କେହି କହିଛନ୍ତି ସେତେବେଳେ ୧୧୩ ଟଙ୍କା ଆଜି ୫୦ହଜାର ଟଙ୍କା ସହିତ ସମାନ । ଲୋକମାନେ ଏହି ବିଲ୍ ଉପରେ ବହୁତ ମନ୍ତବ୍ୟ ଦେଉଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *