ସ୍ୱୟଂ ସହାୟକ ଗୋଷ୍ଠୀ ପାଇଁ ବଡ଼ ଘୋଷଣା । ମିଳିବ ଟଙ୍କା

SHG

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଜ୍ୟରେ SHG ମହିଳା ମାନଙ୍କ ପାଇଁ ସରକାର ଙ୍କ ତରଫ ରୁ ଜାରି ହେଲା ଆଉ କିଛି ବଡ ଘୋଷଣା । ପୁଣି ଏମାନଙ୍କ ପାଇଁ ନୂଆ ଯୋଜନା ମିଳିବ ଅଧିକ ଲାଭ । ଯଦି ଆପଣ ମାନେ ବି ଜଣେ SHG ଗୁପ୍ ର ସଦସ୍ୟ ତେବେ ଜାଣି ରଖନ୍ତୁ ସରକାର ଦେଲେ ଆଉ କିଛି ବଡ ଘୋଷଣା ଯେଉଁଥିରେ ମିଳିବ କିଛି ଖୁସୀ ଖବର । ତେବେ ଆସନ୍ତୁ ଜାଣିନେବା ।

ମହିଳା ନୁହଁନ୍ତି ଦୂର୍ବଳା ଏହାର ଉଦାହରଣ ହେଲା SHG ଗୃପ୍ ତେବେ ଏହି ସଂଙ୍ଗଠନ ମାଧ୍ୟମରେ ଆଜି ଫସଲ ର ମହିଳା ଶସକ୍ତ ହୋଇ ସାରିଛନ୍ତି । ଏବେ ସେମାନଙ୍କୁ ଆହରୁ ଶସକ୍ତ କରିବାକୁ ସରକାର ପ୍ରତ୍ୟୋକ ପଞ୍ଚାୟତ ରେ ମାର୍କେଟ ବିଡିଂ କରିବାକୁ ନିର୍ଦ୍ଧେଶ ଦେଇଛନ୍ତି । ଏହିଥି ସହିତ SHG କୁ ଅଧିକ ପରିମାଣ ରେ ଋଣ ସହାୟତା ଦେବା ପାଇଁ ସବୁ ବ୍ୟାଙ୍କ୍ କୁ ପତ୍ର ଲେଖିଛନ୍ତି ଅର୍ଥ ବିଭାଗ ।

Mission

ତେବେ ସୂଚନା ଅନୁସାରେ ରାଜ୍ୟରେ 3 ଲକ୍ଷ SHG ଙ୍କୁ ଇତି ମଧ୍ୟରେ 8 ହଜାର କୋଟି ଟଙ୍କାର ବ୍ୟାଙ୍କ୍ ଋଣ ଦିଆଜାଇଛି । ବିନା ସୁଧ ରେ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ମଞୁରୀ କରାଜାଇଛି ସେହି ପରି ଆଗାମୀ 5 ବର୍ଷ ଭିତରେ 50 ହଜାର କୋଟି ଟଙ୍କାର ଋଣ ପ୍ରଦାନ କରାଯିବ । ତେବେ ଋଣ ଫେରସ୍ତ ବାବଦ ରେ 12 ଶହ କୋଚି ଟଙ୍କାର ବେୟ ବରାଦ କରାଜାଇଛି ।

ମହିଳା SHG ଙ୍କ ଶଶକ୍ତିକରଣ କାର୍ଯ୍ୟକ୍ରମ କୁ ଆଉ ଏକ ପାଦ ଆଗକୁ ନେଇ ପ୍ରତି ପଞ୍ଚାୟତ ରେ ଗୋଟିଏ ଲେଖାଏଁ ମାର୍କେଟ ବିଲିଂ ଖୋଲିବା ପାଇଁ ନିସ୍ପତି ହୋଇଛି । ତେବେ ବିଧାନ ସଭା ଷ୍ଟାଡିଂ କମିଟି ପକ୍ଷରୁ ଏହି ନେଇ ମିଶନ ଶକ୍ତି ବଭାଗ କୁ ସୁପାରୁିସ କରାଜାଇଛି । ତେବେ ମିଶନ ଶକ୍ତି ମହିଳା ଙ୍କ ଉତ୍ପାଦ ବୀକ୍ରି ପାଇଁ 500 ଶହ ଖୁଚୁରା ବୀକ୍ରୟ କେନ୍ଦ୍ର ଖୋଲାଯିବ ।

ଏହିଥି ସହିତ ଭୁବନେଶ୍ୱର ରେ ଏକ ମିଶନ ଶକ୍ତି ବୁଟିଂ କେନ୍ଦ୍ର ଖୋଲାଯିବ । ଏବେ ସୁଧା ରାଜ୍ୟରେ 300 SHG ସେମାନଙ୍କ ଉତ୍ପାଦ ର ଅନଲାଇନ ମାର୍କେଟିଂ ପାଇଁ ଫ୍ଲିପକାର୍ଟ ସହିତ ଅନୁମୋଦିତ ହୋଇଛନ୍ତି । ଯାହାକି ବଡ ସୂଚନା ମୁତାବକ ଏଣିକି ମିଶନ ଶକ୍ତି ମହିଳା ଙ୍କୁ ମିଳିବ ମାରେକ୍ଟିଂ ସୁବିଧା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *