ଏବେ ATM କାର୍ଡ ଝଞ୍ଜଟ ହେବ ଶେଷ – ମୋଦି ସରକାର କଲେ ବଡ଼ ଘୋଷଣା

Spread the love

ମୋଦି ସରକାର ଆସିବା ଦିନରୁ ଗୋଟେ ପରେ ଗୋଟେ ବଡ଼ ନିଷ୍ପତ୍ତି ନେଉଛନ୍ତି । ଏବେ ଏକ ବଡ଼ ଘୋଷଣା ନିକଟରେ କରିଛନ୍ତି ଯେଉଁଥିରେ କହିଛନ୍ତି, ନିକଟ ଭବିଷ୍ୟତରେ ଏକ ଏମିତି ଏକ ଏଟିଏମ ମେସିନ ଆସୁଛି ଯେଉଁଥିରେ ଆପଣ ବିନା କାର୍ଡ ଆଉ ପିନର ସାହାଯ୍ୟରେ ଏଟିଏମ ରୁ ପଇସା ବାହାର କରି ପାରିବେ । ଏବେ ATM କାର୍ଡ ରଖିବାର ଝଞ୍ଜଟ ଶେଷ ହୋଇଯିବ । ବୋଧେ ଏହି କଥା ଶୁଣି ଆପଣ ଆଶ୍ଚର୍ଯ୍ୟ ହଉ ଥିବେ, କିନ୍ତୁ ଏହି ଖବର ନିରାଟ ସତ୍ୟ ଅଟେ ।

ଯଦି ଆପଣଙ୍କର ATM କାର୍ଡ କେଉଁଠି ହଜି ଯାଏ କିମ୍ବା ଆପଣ ଆପଣଙ୍କର ATM କାର୍ଡର ପିନ ଭୁଲିଯାନ୍ତି, ତେବେ ଆପଣଙ୍କୁ ଚିନ୍ତା କରିବାର କିଛି ଦରକାର ନାହିଁ ।

ଏହି ATM ମେସିନ ସାହାଯ୍ୟ ଦ୍ୱାରା ଆପଣ କାର୍ଡ ଆଉ ପିନ ବିନା ବି ଟଙ୍କା ଉଠେଇ ପାରିବେ । ଏବେ ATM କାର୍ଡ କିମ୍ବା ପିନ ଭୁଲି ଯିବା ପରେ ଲୋକଙ୍କୁ ବହୁତ ହଇରାଣ ହେବାକୁ ପଡିଥାଏ କିନ୍ତୁ ଏବେ ଏହି ଅସୁବିଧା ଦୂର ହେବାକୁ ଯାଉଛି ।

ପ୍ରାଇଭେଟ ସେକ୍ଟରର ବଡ଼ ବ୍ୟାଙ୍କ yes ବ୍ୟାଙ୍କ ଫେନଟେକ କ୍ଷେତ୍ରର ଷ୍ଟାର୍ଟଅପ ନିୟରବୟ ଟେକ୍ନୋଲୋଜିଜ୍ ସହିତ ମିଶି ଏକ ATM ମେସିନ ବନେଇଛନ୍ତି, ଯେଉଁଥିରେ କାର୍ଡ ବା ପିନ୍ ର ଦରକାର ପଡିବ ନାହିଁ । ଏବେ ATM କାର୍ଡ ରଖିବା ଝଞ୍ଜଟ ଶେଷ ହୋଇଯିବ ।

ନିୟରବାୟ ଟେକ ବ୍ୟାଙ୍କକୁ ଆଧାର ଆଧାରିତ ଏମିତି ATM କାର୍ଡ ଉପଲବ୍ଧ କରାଯାଇଛି ଯେଉଁଥିରେ କାର୍ଡ ଆଉ ପିନ୍ ର ଆବଶ୍ୟକତା ପଡିବ ନାହିଁ ।

ଏହି ଆର୍ଟିକିଲ ପ୍ରଦତ୍ତ ସୂଚନା ବାସ୍ତବରେ ଲୋକଙ୍କ ପାଇଁ କେତେ ଭଲ ବୋଲି ଭାବୁଛନ୍ତି Comment କରି ଜଣାନ୍ତୁ ଏବଂ share କରି ଅନ୍ୟଙ୍କୁ ଜଣାନ୍ତୁ । !!ଜୟ ଜଗନ୍ନାଥ !!

।। ଧନ୍ୟବାଦ ।।