ବିବାହିତା ଲୋକଙ୍କ ପାଇଁ ମୋଦି ସରକାରଙ୍କ ନିୟମ :

ଆମ୍ଭେମାନେ ଆପଣଙ୍କୁ ଜଣାଇଦେଉଛୁ ଯେ, ମୋଦି ସରକାର, ବିବାହିତ ଲୋକଙ୍କ ପାଇଁ ଦୁଇଟି ନୂଆ ନିୟମ ପ୍ରଣୟନ କରିଛନ୍ତି । ସେହି ନିୟମ ଆପଣମାନେ ଜାଣିବା ନିହାତି ଜରୁରୀ ଅଟେ । ଯଦି ଆପଣ ଏହି ଦୁଇଟି ନିୟମକୁ ପାଳନ ନ କରିବେ ତହେଲେ ଆନେକ ଗୁଡିଏ ସମସ୍ୟାର ସମ୍ମୁଖୀନ ହେବାକୁ ପଡି ପାରେ ।
ଆପଣଙ୍କୁ ଜାଣି ରଖୁଛି ଯେ, ଆପଣ ପତ୍ନୀ ବା ପତିଙ୍କ ATM କାର୍ଡ଼ରୁ ଟଙ୍କା ଉଠାଉଛନ୍ତି, ତେବେ ଏଣିକି ଆଉ ଉଠାଇ ପାରିବେ ନାହିଁ । ମୋଦି ସରକାରଙ୍କ ପ୍ରଥମ ନିୟମରେ ଉଲ୍ଲେଖ କରିଛନ୍ତି ଯେ, ପ୍ରତ୍ୟେକ ବ୍ୟକ୍ତି ନିଜ ନିଜ ATM କାର୍ଡ଼ରୁ ହିଁ ଟଙ୍କା ଉଠାଇପାରିବେ । ଅନ୍ୟ କାହାରି ATM କାର୍ଡ଼ ବ୍ୟବହାର କରି ପାରିବେ ନାହିଁ ।
ଯେଉଁମାନେ ଭାରତର ଅଧିବାସୀ ନୁହନ୍ତି ସେହିମାନେଙ୍କୁ ମଧ୍ୟ ଚେତାବନୀ ଦେଇଛନ୍ତି ମୋଦି ସରକାର । ଯଦି କୌଣସି ବିଦେଶୀ ବ୍ୟକ୍ତି କୌଣସି ଭରତୀୟ ବ୍ୟକ୍ତିଙ୍କୁ ବିବାହ କରନ୍ତି, ତେବେ ଉକ୍ତ ବ୍ୟକ୍ତିଙ୍କୁ 48 ଘଣ୍ଟା ମଧ୍ୟରେ ରେଜିଷ୍ଟ୍ରେସନ କରିବାକୁ ପଡିବ । ନଚେତ ଉକ୍ତ ବ୍ୟକ୍ତିଙ୍କୁ Visa ଦିଆଯିବ ନାହିଁ ।
ଏହା ଅର୍ଥ ଯଦି କୌଣସି ବ୍ୟକ୍ତି କୌଣସି ଭାରତୀୟଙ୍କୁ ବିବାହ କରେ ତେବେ ଉକ୍ତ ବ୍ୟକ୍ତିଙ୍କୁ ବିବାହର 48 ଘଣ୍ଟା ମଧ୍ୟରେ Visa ପାଇଁ ଆବେଦନ କଲେ ଆତି ସହଜରେ ମିଳିପାରିବ ଏବଂ ଏହି 48 ଘଣ୍ଟା ହିଁ ଆପଣଙ୍କୁ ସାମାନ୍ୟ କଷ୍ଟ ଉଠାଇବାକୁ ପଡିବ ।