ଭୂମି କହୁଛନ୍ତି ଅମ୍ଲାନକୁ..ନିଜକୁ ସମ୍ଭାଳ , ଧୈର୍ଯ୍ୟ ଧର..ଝିଅ ମୁଁହକୁ ଚାଁହ ଆମ ପାଇଁ ବଞ୍ଚିବା ଶିଖ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଘରର ବଡ ପୁଅ ଦାୟୁତ୍ୱ ବି ବଡ ଆଉ ଏହାରି ଭିତରେ ବାପା , ମାଆ , ଭାଇ ସମସ୍ତେ ଚାଲିଗଲେ । କେଉଁ ଭଳି ଅବସ୍ଥା ରେ ଜିବନ ଜିଉଁଥିବେ ଅଭିନେତା ଅମ୍ଲାନ ଦାସ । କେଉଁ ଭଳି ସ୍ଥିତିରେ ଥିବେ ଅଭିନେତା ଅମ୍ଲାନ ଦାସ । ଜିବନ ଥିବ ସତ ହେଲେ ଜିବନ ନଥିବା ଭଳି ଲାଗୁଥିବ । ନିଜ ସ୍ତ୍ରୀ ଏବଂ ପିଲାଙ୍କ ପାଇଁ ଜିବନ ଜିଇଁବାକୁ ଇଚ୍ଛା ହେଉଥିବ ସତ ହେଲେ ଏହି ଦୁଖଃ ବହୁତ କଷ୍ଟ ଦେଉଥିବ । ଏକୁଟିଆ ଏକୁଟିଆ ସେ ନିରବି ଯାଉଥିବେ ।

ଗୁମ୍ ଖାଇ ବସି ଯାଉଥିବେ କାରଣ ଏହି ନିଷ୍ଟୁର ସତକୁ କେମିତି ସେ ସାମ୍ନା କରି କେମିତି ଭବିଷ୍ୟତ ଜିଇଁବେ ସେହିକଥା ସେ କେବେବି ଭାବି ପାରି ନଥିବେ । ଆଖି ଲୁଚେଇ ଗୁମୁରି ଗୁମୁରି କାନ୍ଦୁଛନ୍ତି । ଚୁପଚାପ ବସୁଛନ୍ତି ଆଉ ଆଖିର ଧାରଧାର ହୋଇ ଲୁହ ବହି ଯାଉଛି । ଆଉ ଏତିକି ବେଳେ ପାଖରେ ଛିଡା ହୋଇଛନ୍ତି ସାତ ଜନ୍ମ ପାଇଁ ହାତ ଧରିଥିବା ଭୂମିକା ଦାସ ।

son

ହଁ ଭୂମିକା ଯିଏ ହେଉଛନ୍ତି ଅଭିନେତା ଅମ୍ଲାନ ଦାସ ଙ୍କ ପତ୍ନୀ । ଆଉ ତାଙ୍କ ଛୋଟ ଝିଅ । କାଖରେ ଛୋଟ ଝିଅକୁ ଧରି ଏକା ବସିଥିବା ଅମ୍ଲାନ ଦାସ ଙ୍କ ପାଖକୁ ଧାଇଁ ଆସିଛନ୍ତି ଭୂମିକା । ଆଉ ବୁଝେଇ କହୁଛନ୍ତି ଏମିତି ହେଲେ କଣ ହେବ । ଆଖିର ଲୁହ ପୋଛି କହୁଛନ୍ତି ତମେ କାନ୍ଦିଲେ କଣ ବାପା ମାଆ ଭାଇ ଫେରି ଆସିବେ । ତମେ ମନ ଦୁଃଖ କରିଲେ ସେମାନେ କଣ ପୁଣି ଥରେ ଆମ ପାଖକୁ ଫେରି ଆସିବେ । ତମେ ଭାଙ୍ଗି ପଡିଲେ କଣ ଆମେ ନିଜର ସୁନା ସଂସାର କୁ ପାଇ ପାରିବା ।

ପ୍ରତି ମୂହୁର୍ତ୍ୱ ପୂର୍ବ ନିର୍ଦ୍ଧାରିତ ଆଜି ଜାହା ହୋଇଜାଇଛି ତାହା ଆଗରୁ ହେବାର ଥିଲା । ଆଉ ତମ ମୋ ପାଇଁ ଆଉ ମୋ ଝିଅ ପାଇଁ ଜିବନ ଜିଅଁ ଭବିଷ୍ୟତ କୁ ଦେଖ ଦୁଖଃ ତମକୁ ଯେମିତି ଲାଗୁଛି ମତେ ବି ସେମିତି ଲାଗୁଛି । ହେଲେ ଭାଙ୍ଗି ପଡିଲେ ଆମେ ଏହି ନିଷ୍ଟୁର ସତକୁ କେମିତି ସାମ୍ନା କରିବା । ଆମ ଝିଅର ଭବିଷ୍ୟତ କେମିତି ଗଢିବା ଆଖିରୁ ଲୁହ ପୋଛି ଭୂମି ଏମିତି କିଛି ସ୍ୱାମୀ ଙ୍କୁ ବୁଝାଉଥିବାର ଦେଖିବା ପାଇଁ ମିଳିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ