ଭୁଲରେ ବି ଏହି ୩ଟି ପକ୍ଷୀକୁ ଘରକୁ ଆସିବାକୁ ଦିଅନ୍ତୁ ନାହିଁ । ନଚେତ ଆସିପାରେ ମହାବିପଦ ଭିକାରୀ ହେବା ସୁନିଶ୍ଚିତ ।

Spread the love

ଚାରୋଟି ପକ୍ଷୀ ଏହିପରି ରହିଥାନ୍ତି, ଯେଉଁମାନେ ଘରକୁ ଆସିବା ଦ୍ୱାରା ପରିବାର ସଂପୂର୍ଣ୍ଣ ରୂପରେ ବର୍ବାଦ ହୋଇ ଯାଇଥାଏ । ଏପରିକି ଗର୍ଭବତୀ ମହିଳା ମାନଙ୍କ ପାଇଁ ଏହା କଦାପି ମଧ୍ୟ ଭଲ ହୋଇନଥାଏ । ଏହି ଚାରୋଟି ପକ୍ଷୀ ଭୁଲରେ ମଧ୍ୟ ଆପଣଙ୍କ ଘରକୁ ନ ଆସିବା ଉଚିତ । ବନ୍ଧୁଗଣ ଏହିପରି ମାନ୍ୟତା ରହିଛି ଯେ, ଏହି ତିନୋଟି ପକ୍ଷୀ ଘରେ ରହିବା ବିହୁତ ଅଶୁଭ ହୋଇଥାଏ । ହୋଇପାରେ ଏହା ଅନ୍ଧବିଶ୍ୱାସ କିନ୍ତୁ ଏହା ପ୍ରାଚୀନ କାଳରୁ ହିଁ ଲୋକମାନେ ଏହି ପରମ୍ପରା ଉପରେ ଆଧାରିତ ଏହି କଥାକୁ ଆଜି ମଧ୍ୟ ଲୋକେ ଠିକ୍ ବୋଲି ମାନନ୍ତି । ତେବେ ଚାଲନ୍ତୁ ବନ୍ଧୁଗଣ ସେହି ତିନୋଟି ପକ୍ଷୀ କଣ କଣ ଆଉ ସେମାନଙ୍କ ବିଷୟରେ ଜାଣିବା :-

୧) ବାଦୁଡି :

ପୌରାଣିକ ମାନ୍ୟତା ଅନୁସାରେ ଘର ଭିତରେ ଯଦି ବାଦୁଡି ପଶିଆସେ; ତେବେ ସେହି ଘରେ ରୋଗ, ମୃତ୍ୟୁ ଆଉ ବର୍ବାଦି ସୁନିଶ୍ଚିତ ହୋଇଥାଏ । ସେହିପରି କିଛି ଲୋକ ବିଶ୍ଵାସ କରନ୍ତି ଯେ, ଘରେ ବାଦୁଡି ରହିବା ଦ୍ୱାରା ପରିବାର ସଂପୂର୍ଣ୍ଣ ରୂପେ ଭାଙ୍ଗି ଯାଇଥାଏ ।

୨) କାଉ :

କାଉର ବାରମ୍ବାର ଘରକୁ ଆସିବା କିମ୍ବା ନିଜ ବସା ବନାଇବା ପରିବାର ବା ଘର ପାଇଁ ଶୁଭଦାୟକ ହୋଇନଥାଏ । ସେପରି ସକାଳେ କାଉକୁ ଦେଖିବା ବହୁତ ଗୁଡିଏ ସଂକେତ ଦେଇଥାଏ । ଯେପରି ସ୍ୱପ୍ନରେ କାଉର ଶବ୍ଦ ଶୁଭିବା କିମ୍ବା ଘରେ ବସିଥିବା ଦେଖିବା କେଉଁଠାରୁ ସମାଚାର ଆସିବାର ସଂକେତ ଅଟେ ।

୩. ପେଚା :

ଆପଣଙ୍କ ଘରେ ବାରମ୍ବାର ପେଚା ଚାଲି ଆସୁଥିବାର କିମ୍ବା ବାରମ୍ବାର ଗୋଟିଏ ଦିଗରୁ ପେଚାର ଶବ୍ଦ ଶୁଣି ଯାଉଥିବା; ତେବେ ଏହାକୁ ବହୁତ ଅଶୁଭ ସଂକେତ ବୋଲି କୁହାଯାଏ । ଏହି ପରି ମାନ୍ୟତା ରହିଛି ଯେ, ଥରେ କି ଦୁଇଥର ଘରକୁ ପେଚା ଆସିବା ଦ୍ୱାରା ବହୁତ ଖୁସି ଆସିଥାଏ । କିନ୍ତୁ ପେଚା ବାରମ୍ବାର ଘରକୁ ଆସୁଥିବାର ଅର୍ଥ ଘରର ବର୍ବାଦର ଲକ୍ଷଣ ଅଟେ ।

ବନ୍ଧୁଗଣ ଆଶା କରୁଛି ଏହି ବିଷୟଟି ଆପଣମାନଙ୍କୁ ପସନ୍ଦ ଆସିଥିବ । ପସନ୍ଦ ଆସିଥିଲେ ବିଷୟଟିକୁ ଗୋଟିଏ ଲାଇକ କରି ଦିଅନ୍ତୁ ଓ ନିଜ ପ୍ରିୟଜନ ମାନଙ୍କ ସହିତ ସେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ନିଜର ମତାମତ Comment Boxରେ ପ୍ରଦାନ କରନ୍ତୁ ।