ଭୟଙ୍କର ରୋଗ, ଖୁବ ଶୀଘ୍ର ବ୍ୟାପିବାରେ ଲାଗିଛି, ପାଣି ପିଇବା ବି ହୋଇଯାଉଛି ମୁସ୍କିଲ

Spread the love

ଯଦି ଆପଣଙ୍କୁ ବହୁତ ଦିନ ଧରି କାଶ ହେଉଛି ଆଉ ତାସହିତ ଗଳା ରେ କଷ୍ଟ ବି ହେଉଛି , ତାହେଲେ ତୁରନ୍ତ ଡାକ୍ତର ଙ୍କୁ ଦେଖାନ୍ତୁ ,ଆପଣଙ୍କୁ ଗଳା ଇଂଫେକ୍ସନ ବି ହୋଇ ଥାଇ ପରେ ।ରାଜସ୍ଥାନ ସହିତ ପୁରା ଉତ୍ତର ଭାରତରେ ଗଳା ଇଂଫେକ୍ସନ ବହୁତ ଦ୍ରୁତ ଗତି ରେ ବ୍ୟାପୁ ଅଛି । ପ୍ରତି ଘରୁ ଲୋକେ ଏହାର କବଳ ରେ ଶିକାର ହେଉଛନ୍ତି । ସାଧାରଣ କାଶ 3-4 ଦିନ ରେ ଶେଷ ହୋଇ ଯାଇ ଥାଏ କିନ୍ତୁ ଯଦି ଅଧିକ ଦିନ ହୁଏ ତେବେ ଯଥା ଶୀଘ୍ର ଡକ୍ଟରଙ୍କର ପରାମର୍ଶ ନିଅନ୍ତୁ ।

ରାଜୀବ ଗାନ୍ଧୀ ସାମାନ୍ୟ ହସ୍ପିଟାଲ ସେମିତିରେ ରୋଗୀଙ୍କର ଭିଡ ଲାଗି ଥାଏ, କିନ୍ତୁ କିଛି ଦିନ ହେଲା କାଶ ରୋଗୀ ଙ୍କର ସଂଖ୍ୟା ହୁ ହୁ ବଢ଼ିବାରେ ଲାଗିଛି ।ଏହି କାଶ ସାମାନ୍ୟ କାଶ ଠାରୁ ଅଲଗା ଅଟେ । ଏହା ଠିକ ହେବା ପାଇଁ 10 ଦିନରୁ ଅଧିକ ଦିନ ବି ସମୟ ଲାଗୁଛି । ରାତିରେ ରୋଗୀକୁ ଅଧିକ ସମସ୍ୟା ହେଉଛି । ଖାଲି ଏତିକି ନୁହେଁ ଏହି ରୋଗୀଙ୍କୁ ନିଶ୍ୱାସ ନେବାରେ ମଧ୍ୟ ସମସ୍ୟା ହୋଇ ଥାଏ । କାଶିବା ସମୟରେ ଆଖିରୁ ପାଣି ବାହାରି ଆସେ । ଆଉ ଗଳାରେ ବହୁତ କଷ୍ଟ ହୋଇ ଥାଏ । ପ୍ରଥମେ ଶୁଖିଲା କାଶ ହୋଇ ଥାଏ ଆଉ କିଛି ଦିନ ପରେ କଫ ମଧ୍ୟ କାଶ ରେ ଆସି ଥାଏ ।

ଡକ୍ଟରଙ୍କର କହିବା ଅନୁଯାୟୀ ଏହି ରୋଗକୁ ଗଳା ଇଂଫେକ୍ସନ କୁହନ୍ତି । ଏହି ଇଂଫେକ୍ସନ ଏବେ ଉତ୍ତମ ଭାରତରେ ବହୁତ ତୀବ୍ର ଗତି ରେ ବ୍ୟାପୁଛି । ସମସ୍ତ ବୟସ୍କ ବର୍ଗ ର ବ୍ୟକ୍ତି ଏହି ରୋଗରେ ଆକ୍ରାନ୍ତ ହେଉଛନ୍ତି । ତେଣୁ ଏବେ ସେଠାରେ କିଛି ସ୍କୁଲ ର ପିଲାମାନେ ମୁହଁ ରେ ମାସ୍କ ବି ଲଗାଉଛନ୍ତି । ଯେଉଁମାନେ ଏହି ରୋଗରେ ପଡୁଛନ୍ତି ତାଙ୍କୁ ପିଲା ମାନଙ୍କ ଠାରୁ ଦୂରରେ ରହିବା ପାଇଁ କୁହା ଯାଉଛି । ଘୋରଇ ହସ୍ପିଟାଲ ରେ ଏହି ପ୍ରକାରର ରୋଗୀ ଭିଡ଼ ଜମେଇଛନ୍ତି । ଡାକ୍ତର ମାନେ କହିଛନ୍ତି ଯେ ଏଥିରୁ ବଞ୍ଚିବା ପାଇଁ ମୁହଁରେ ମାସ୍କ ଲଗେଇ ରଖନ୍ତୁ । ପିଲା ମାନଙ୍କ ଠାରୁ ଦୂରରେ ରୁହନ୍ତୁ । ଆଉ ଥଣ୍ଡା ଜିନିଷ ର ସେବନ କରନ୍ତୁ ନାହିଁ । ଆଉ ସବୁଠାରୁ ବଡ଼ କଥା ହେଲା ଏହି କାଶ ହେଲେ ତୁରନ୍ତ ଡାକ୍ତରଙ୍କୁ ଦେଖେଇ ମେଡ଼ିସିନ ଖାନ୍ତୁ ।