ଭଉଣୀ ସହ ପ୍ରତିଦିନ ରାତିରେ ଜ୍ୱାଇଁ କରୁଥିଲା ଏହିପରି କାମ, ଦିନେ ରାତିରେ ଶଳା ପହଂଚି ଗଲା, ତା’ପରେ ….

Spread the love

ଆଜି ଆମେ ଆପଣଙ୍କ ଏକ ଏମିତି ଏକ ଘଟଣା ବିଷୟରେ କହିବବାକୁ ଯାଉଛୁ ଏହାକୁ ପଢିବା ପରେ ଆପଣଙ୍କ ପତି ଓ ପତ୍ନୀ ର ସମ୍ପର୍କ ଉପରୁ ଭରସା ଉଠିଯିବ । ଆପଣ ସମସ୍ତଙ୍କୁ ଜଣାଇ ଦେବାକୁ ଚାହୁଁଛୁ ଯେ ଏହି ମାମଲା ଉତ୍ତର ପ୍ରଦେଶର ସହରଣପୁରରୁ । ସେଠାରେ ଗୋଟିଏ ଶଳା ନିଜର ଜୁଇଁର ହତ୍ୟା କରିବାର ମାମଲା ସାମନାକୁ ଆସିଛି । କାହିଁକି ଶଳା ଜ୍ୱାଇଁର ହତ୍ୟା କରିଲା ? ଆସନ୍ତୁ ଜାଣିବା ଏହି ମାମଲା ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ :

ରିପୋର୍ଟ ମୁତାବକ ଶଳା ତାର ଜ୍ୱାଇଁକୁ ଏଇଥିପାଇଁ ହତ୍ୟା କରିଲା କାହିଁକି ନା ଜ୍ୱାଇଁ ପ୍ରତିଦିନି ତାର ଭଉଣୀ ସହ ମାର୍ ପିଟ କରୁଥିଲା । ଜ୍ୱାଇଁ ସବୁବେଳେ ମଦ୍ୟ ପାନ କରି ନିଶାରେ ରହୁଥିଲା । ଏହି କଥାକୁ ନେଇ ଘରେ ସର୍ବଦା ଝଗଡା ଲାଗିରହୁଥିଲା । ଆପଣ ସମସ୍ତଙ୍କୁ ଜଣାଇବାକୁ ଚାହିଁବୁ ଯେ ମାଣ୍ଡେବାଂଶ ଗ୍ରାମ ପାଖରେ ଦୁଇ ଦିନ ପୂର୍ବରୁ ଏକ ଚାଳିଶ ବର୍ଷିୟ ଲୋକର ସବ ରାସ୍ତା କଡରେ ମିଳିଥିଲା ।

ମୃତକର ଭାଇ ସଚିନ ଏହି ମାମଲାରେ ଗାଗୋଲେହେଁଡ଼ି ଥାନାରେ ଲିଖିତ ଅଭିଯୋଗ ହୋଇଛି । ପୋଲିସ ଏହି ମାମଲାରେ ଅନୁସନ୍ଧାନ କରିବା ପରେ ଜଣାପଡିଲା ଯେ, ମୃତକ ଲକ୍ଷ୍ମୀରାମଙ୍କ ହତ୍ୟା ତାଙ୍କ ଶଳା ହିଁ କରିଛି । ହତ୍ୟା କରିବା ପରେ ସେ ଶବକୁ ରାସ୍ତା କଡରେ ଫିଙ୍ଗି ଦେଇଛି । ପୋଲିସ ଶଳା ବିନୋଦକୁ ଗିରଫ ନେଇଛି । ପୋଲିସ ଯେତେବେଳେ ବିନୋଦକୁ ପଚାରିଲା ଯେ ସେ ନିଜ ଜ୍ୱାଇଁକୁ କାହିଁକି ହତ୍ୟା କରିଲୁ ସେ କହିଲା ତାର ଜୁଇଁ ପ୍ରତିଦିନ ମଦ୍ୟପାନ କରି ନିଶାରେ ତାର ଭଉଣୀକୁ ନିର୍ମମ ଭାବରେ ମାରପିଟ କରୁଥିଲା ।

ବିନୋଦ କହିଲା ଯେ ସେ ତାର ଭଉଣୀ ଓ ପୁଅ-ଝିଅର ପଢ଼ା ଖର୍ଚ୍ଚ ଉଠଉଥିଲା । ଶଳା ବିନୋଦ ତାର ଜୁଇଁର ପ୍ରତିଦିନ ଏହି ସବୁ କାରନାମା ଦେଖି ବିରକ୍ତ ହୋଇ ଯାଇଥିଲା ଓ ସେ ଜୁଇଁକୁ ହତ୍ୟା କରିବାର ଯୋଜନା ବନାଇଥିଲା । ଏସପି ସିଟି କହିଲେ ଯେ, ହତ୍ୟାରେ ପର୍ଯ୍ୟାପ୍ତ ହତିଆର ଦା ଓ ମୃତକର ଶରୀର ରକ୍ତରେ ଜୁଡ଼ବୁଡ଼ ବସ୍ତ୍ର ସେହି ସ୍ଥାନରୁ ଜବତ କରିଛି ।