ପାକିସ୍ତାନର କଷ୍ଟଡ଼ିରେ ୬୦ ଘଣ୍ଟା ବିତାଇବା ପରେ, ଭାରତୀୟ ୱିଗ୍ ବିମାନ ଚାଳକ ବୀର ଯବାନ ଅଭିନନ୍ଦନ- କହିଲେ ମୁଁ ଠିକ୍ ଅଛି …

Spread the love

ପାକିସ୍ତାନର କଷ୍ଟଡ଼ିରେ ୬୦ ଘଣ୍ଟା ବିତାଇବା ପରେ ୱିଗ କୋମାଣ୍ଡର ଗତକାଲି ରାତିରେ ଭାରତକୁ ପହଞ୍ଚି ଥିଲେ । ଏବେ ସେ ବର୍ତ୍ତମାନ ସେନାଙ୍କ ହସ୍ପିଟାଲ ରେ ଅଛନ୍ତି ୱିଗ କୋମାଣ୍ଡର । ଗତକାଲି ରାତିରେ ଅଭିନନ୍ଦନ ନିଜ ପରିବାର ଲୋକଙ୍କ ସହିତ କଥା ହୋଇଥିଲେ । ଅଭିନନ୍ଦନ ୱିଗ କୋମାଣ୍ଡର କହିଲେ କି ସେ ଏବେ ଠିକ୍ ରେ ଅଛନ୍ତି ଓ ବହୁତ ଶୀଘ୍ର ସେ ନିଜ କାମରେ join କରିବେ ।

ଗତକାଲି ସେ ଭାରତକୁ ଫେରିଥିଲେ କିନ୍ତୁ ସେ ପାକିସ୍ତାନ ରେ ୬୦-ଘଣ୍ଟା ବିତେଇବାକୁ ପଡ଼ିଥିଲା । ୱିଗ କୋମାଣ୍ଡର ଙ୍କୁ ଏବେ ହସ୍ପିଟାଲ ରେ ଟେଷ୍ଟ କରାଯାଉଛି । ବାୟୁସେନାର ବୀର ଯବାନ ୱିଗ କୋମାଣ୍ଡର ଗତକାଲି ପାକିସ୍ତାନ ରୁ ଫେରି ପ୍ରଥମଥର ପାଇଁ ତାଙ୍କର ଝଲକ ୯:୧୩ ରେ ଦେଖିବାକୁ ମିଳିଥିଲା ଓ ସେ ଭାରତକୁ ପହଞ୍ଚିବା ବେଳକୁ ଠିକ ରାତ୍ର ୯:୨୪ ହେଇଥିଲା ।

ଗତକାଲି ୱିଗ କୋମାଣ୍ଡର ଅଭିନନ୍ଦନ ଙ୍କୁ ଦିଲ୍ଲୀ ନେଇ ପ୍ରଥମେ ହସ୍ପିଟାଲ ରେ check up କରିଲେ କାରଣ ଭିତରେ କେଉଁଠାରେ ଗମ୍ଭୀର ଆଘାତ ହେଇପାରେ । ପାକିସ୍ତାନ ର ଫ୍ – ୧୬ କୁ ବିମାନକୁ ଗୋଡେଇବା ସମୟରେ ଭାରତର ୱିଗ ବିମାନ କ୍ରାସ ହେବା ଯୋଗୁଁ ଅଭିନନ୍ଦନ ଙ୍କୁ ସେଠାରୁ ଡେଇଁବାକୁ ପଡ଼ିଥିଲା । ସେ ପେରାସୁଟ୍ ସାହାଯ୍ୟରେ ତଳକୁ ଆସିଥିଲେ ।

ତଥାପି ସେ ତଳକୁ ଆସିବା ସମୟରେ ପଡିଯାଇଥିଲେ ଓ ମେରୁ ହାଡରେ ଆଘାତ ହେଇଥିଲା । ତେଣୁ ହସ୍ପିଟାଲରେ ମେରୁ ହାଡ ଭାଙ୍ଗି ଥାଇପାରେ ବୋଲି ସେଠାରେ ଟିକନିଖ ଭାବରେ ପରୀକ୍ଷା କରାଗଲା । କିନ୍ତୁ ଆଜି ସମ୍ପୂର୍ଣ ଟେଷ୍ଟ କରାଯିବ । ପାକିସ୍ତାନ କେଉଁ ଔଷଧ ଦେଲେ ଓ କେଉଁ ଇଞ୍ଜେକ୍ସନ ଦେଲେ ତାହା ସବୁଥିର ମଧ୍ୟ ଟେଷ୍ଟ କରାଯିବ ।

ଭାରତର ବିର ଜୀବନ ଅଭିନନ୍ଦନ, ଭାରତ ପାଇଁ ଯେଉଁ କାମ କରିଛନ୍ତି, ସେଥିପାଇଁ ଭାରତ ବହୁତ ଗର୍ବିତ । କାରଣ ଅଭିନନ୍ଦନ ଙ୍କୁ ବହୁତ ଚାପ ପକେଇବା ସତ୍ତ୍ୱେ ସେ ପାକିସ୍ତାନ କୁ କିଛି ମଧ୍ୟ କହିନଥିଲେ । ଆମ ଭାରତବାସୀ ଏହି ବିର ଯବାନଙ୍କ ସବୁବେଳେ କୃତଜ୍ଞ ହୋଇ ରହିବୁ । ଭାରତ ମାତା କି ଜୟ… ବନ୍ଦେ ମାତରମ୍ ।