ଭାରତର ନିର୍ଣ୍ଣୟ ଶୁଣି ପାକିସ୍ତାନରେ ଜବରଦସ୍ତ ହଲଚଲ ସୃଷ୍ଟିହେଲା !

Spread the love

ରାଜସ୍ଥାନର ଟୋପ୍ ଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ରାଲି ରେ ସମ୍ଭଦିତ କରିଲେ । ଏହି ମଧ୍ୟରେ ପ୍ରଧାନମନ୍ତ୍ରୀ ପାକିସ୍ତାନ ବିରୋଧରେ ପୁଣି ଗର୍ଜିଲେ । ଶ୍ରୀ ନରେନ୍ଦ୍ର ମୋଦି ପୁଣିଥରେ କହିଲେ କି ପାକିସ୍ତାନ ସହ ଲଢ଼ିବା ପାଇଁ ଭାରତର ଯବାନ ମାନଙ୍କୁ ପୂର୍ଣରୂପେ ସ୍ୱାଧୀନ ଦିଆଯାଇଛି । ଭାରତବାସୀଙ୍କ ଭରସା ସୃଷ୍ଟି କରିବାପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଲଗାତାର ୧୪ ଫେବୃଆରୀ ହେଇଥିବା ଘଟଣା ବିଷୟରେ କୁହାଯାଉଛି । ଗତକାଲି ରାଜସ୍ଥାନ ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି କଣ କହିଲେ ଆସନ୍ତୁ ଜାଣିବା ।

ଶ୍ରୀ ନତେନ୍ଦ୍ର ମୋଦି କହିଲେ –

● ସମ୍ପୂର୍ଣ ଦେଶ ଆପଣଙ୍କ ସହ ଅଛି ଓ ତାହା ସହ ଆଜି ପୁରା ବିଶ୍ୱ ମଧ୍ୟ ଆପଣଙ୍କ ସହ ଅଛି । ଦୁନିଆର ଅଧିକାଂଶ ଦେଶ ପୁଲୱାମା ରେ କରାଯାଇଥିବା ଆତଙ୍କବାଦୀଙ୍କ ଆକ୍ରମଣ ବିରୋଧରେ ଆଜି ସାରା ବିଶ୍ୱ ଏକଜୁଟ ଅଛନ୍ତି ଓ ଏକ ସ୍ୱରରେ କହୁଛନ୍ତି । ମୋତେ ଆମ ବିର ଯବାନ ଉପରେ ଗର୍ବ ଅଛି, ଯେଉଁମାନେ କି ୧୦୦ ଘଣ୍ଟା ମଧ୍ୟରେ ନିଜ ମିତ୍ରଙ୍କ ଉପରେ ହେଇଥିବା ଆକ୍ରମଣର ଗୋଟିଏ ବଡ଼ ଦୋଷୀକୁ ସେଠାରେ ପହଞ୍ଚାଇଦେଲେ ଯେଉଁଠାରେ ତାର ଜାଗା ଥିଲା ।

● ସମଗ୍ର ଦେଶବାସୀଙ୍କ ସାନ୍ତ୍ୱନା ଦେଇ ନରେନ୍ଦ୍ର ମୋଦି କହିଲେ, ସୀମା ଠାରେ ଥିବା ସୈନିକଙ୍କ ଉପରେ, ମୋଦି ସରକାର ଉପରେ ଓ ମା ଭବାନୀଙ୍କ ଆଶୀର୍ବାଦ ଉପରେ ଭରସା ରଖନ୍ତୁ ।

● ଏଥର ସଭିଙ୍କ ହିସାବ ହେବ, ହିସାବ ପୁରା ହେବ । ମୁଁ ରାଜସ୍ଥାନ ଲୋକଙ୍କଠାରୁ ଜାଣିବାକୁ ଚାହୁଁଛି ମାନବତାର ଏଭଳି ଶତ୍ରୁ ମାନଙ୍କୁ ଦଣ୍ଡ ଦେବା ଉଚିତ ନା ନାହିଁ ? ମାନବତାର ଏଭଳି ଶତ୍ରୁ ମାନଙ୍କୁ ବାଛି-ବାଛି କରି ତାର ସଠିକ ହିସାବ ଦେବା ଉଚିତ ନା ନାହିଁ ? ଦୁନିଆ ସାରା ଏମାନଙ୍କ ଦାନା-ପାଣି ବନ୍ଦ ହେବା ଉଚିତ ନା ନାହିଁ ? ଏ ସବୁ ପ୍ରଶ୍ନର ଉତ୍ତର ସେଠାର ଲୋକମାନେ ” ହଁ ” କହି ଶ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରେ ରହିଲେ ।

● ଆପଣଙ୍କ ଏହି ପ୍ରଧାନ ସେବକ କୌଣସି ବଡ଼ କାମ କରିବାରେ ଲାଗିଛନ୍ତି । ଦୁନିଆରେ ସେତେ ଦିନ ପର୍ଯ୍ୟନ୍ତ ଶାନ୍ତିର ପ୍ରତିଷ୍ଠା ସମ୍ଭବ ନାହିଁ, ଯେତେଦିନ ପର୍ଯ୍ୟନ୍ତ ଆତଙ୍କର କାର୍ଯ୍ୟକଳାପ ଏଭଳି ହିଁ ଚାଲୁ ରହୁଥିବ ।

● ଆତଙ୍କବାଦୀଙ୍କ କାର୍ଯ୍ୟକଳାପକୁ ତାଲା ଲଗେଇବା କାମ ମଧ୍ୟ ଯଦି ମୋ ଭାଗରେ ଲେଖା ହୋଇଛି, ତ ଏହା ହିଁ ଠିକ୍ ଅଟେ । ଆଜି ଦୋଷୀ ଆତଙ୍କମାନଙ୍କୁ ଦଣ୍ଡ ଦେବାପାଇଁ ପ୍ରତ୍ୟେକ ନାଗରିକ ଆନ୍ତରିକତାର ସହ ଓ ଦୃଢତା ସହ, ଆମେ ଆଗକୁ ବଢ଼ୁଅଛୁ ।

● ଏ ସଂକଳ୍ପ ମୋଦିଙ୍କର ନୁହେଁ, ୧୨୦ କୋଟି ଭାରତୀୟ ମାନଙ୍କର ଅଟେ । କାରଣ ଏହା ରାଜନୀତି ଠାରୁ ଉପରେ ରାଷ୍ଟ୍ର ନୀତିର ରାଷ୍ଟ୍ରର ସୁରକ୍ଷା ଓ ସ୍ୱାଭିମାନର ପ୍ରଶ୍ନ ଅଟେ ।

● ପୁଲୱାମା ରେ ଆକ୍ରମଣ ପରେ ଆପଣ ମଧ୍ୟ ଦେଖିଲେ କି, କେଉଁଭଳି ଗୋଟିଏ ଗୋଟିଏ କରି ପାକିସ୍ତାନ ର ହିସାବ ନିଆଯାଉଛି । ଆମ ସରକାଙ୍କ ନିର୍ଣ୍ଣୟ ଯୋଗୁଁ ପାକିସ୍ତାନ ରେ ହଲଚଲ ସୃଷ୍ଟି ହେଇଛି । ଦେଶରେ ରହି ଆତଙ୍କ ମାନଙ୍କୁ ପବନ ଦେଉଥିବା ଲୋକଙ୍କୁ ମଧ୍ୟ ପଦକ୍ଷେପ ଶକ୍ତ ହୋଇଛି ଓ ହେଉଥିବ ।

● ଏବେ ପରିବର୍ତ୍ତନ ହୋଇଥିନ ଭାରତ ଅଟେ । ସରକାର ଏହି ବ୍ୟଥାକୁ ସହି ଚୁପଚାପ ହୋଇ ବସିପାରିବ ନାହିଁ । ଆମେ ଆତଙ୍କ ମାନଙ୍କୁ ଚକୁଡ଼ିବା ମଧ୍ୟ ଜାଣିଛୁ । ଏବେ ନୂଆ ରୀତି ଓ ନୂଆ ନୀତି ର ଭାରତ ଅଟେ । କିନ୍ତୁ ମୁଁ ଆଜି ରାଜସ୍ଥାନ ର ବିର ଧରିତ୍ରୀ ରୁ ମୁଁ ଦେଶର ଆକ୍ରସ ରେ ଭରିହୋଇ ଥିବା ଜନତା ମାନଙ୍କୁ ବିଶେଷ କରି ଯୁବକଙ୍କୁ କିଛି ଆଗ୍ରହ କରିବାକୁ ଚାହୁଁଛି । ସେନା ମାନଙ୍କୁ ଆମେ ପୁର୍ଣ ସ୍ୱାଧୀନ ଦେଇଛୁ । ଆମର ଲଢ଼ିବା ଆତଙ୍କବାଦ ବିରୋଧରେ ଅଛି, ମାନବତା ଶତ୍ରୁ ମାନଙ୍କ ବିରୋଧରେ ଅଛି, ଆମର ଲଢ଼ିବା କାଶ୍ମୀର ପାଇଁ ଅଟେ କାଶ୍ମୀର ବିରୋଧରେ ନାହିଁ ।

● ଭାରତର ପ୍ରତ୍ୟେକ କୋଣରେ ରହୁଥିବା ଭାରତବାସୀ, କାଶ୍ମୀର କୁ ସୁରକ୍ଷା ଦେବା ମୋର ଭାରତର ପ୍ରତ୍ୟେକ ନାଗରିକଙ୍କ କାମ ଅଟେ ।