ଭାରତ ସହ ଯୁଦ୍ଧ କରିବା ମନୋବୃତ୍ତି ନେଇ ପାକ୍, ବୋର୍ଡର ନିକଟସ୍ଥ ଗ୍ରାମଗୁଡିକରେ ହଲ୍-ଚଲ୍, ଲୋକଙ୍କୁ ଦିଆଯାଉଛି ଚେତାବନୀ

Spread the love

ପୁଲୱାମା ଆକ୍ରମଣ ପରେ ଭାରତର ଦୃଢ଼ କାର୍ଯ୍ୟାନୁଷ୍ଠାନର ଭୟରେ ପାକିସ୍ତାନ ଯୁଦ୍ଧକୁ ନେଇ ନିଜର ପ୍ରସ୍ତୁତି କରିସାରିଛି ।

ପାକିସ୍ତାନ ଓ ଭାରତ ମଧ୍ୟରେ ଏହି ଆକ୍ରମଣର ଚିନ୍ତା ବହୁତ ବଢି ଯାଇଛି । ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଗୁରୁବାରରେ ରାଷ୍ଟ୍ରୀୟ ସୁରକ୍ଷା କମିଟିର ବୈଠକରେ ପାକିସ୍ତାନ ସେନାକୁ ଭାରତର ପକ୍ଷରୁ ହେବାକୁ ଥିବା ଆକ୍ରମଣ କୁ ନେଇ ପ୍ରସ୍ତୁତ ରହିବା ପାଇଁ କହିଛନ୍ତି । ଏହା ସହିତ ପାକିସ୍ତାନ ଅଧିକୃତ କାଶ୍ମୀର ଆଉ ନିୟନ୍ତ୍ରଣ ରେଖା (LOC) ର ଆଖପାଖର ଗ୍ରାମରେ ଲୋକଙ୍କୁ ସତର୍କ ରହିବା ପାଇଁ କୁହାଯାଇଛି ।

ସମ୍ବାଦଦାତାଙ୍କ ରିପୋର୍ଟ ଅନୁସାରେ ପାକିସ୍ତାନ ଅଲଗା ଅଲଗା ମଞ୍ଚର ପ୍ରସ୍ତୁତିରେ ଲାଗିଛି । ଏଥିମଧ୍ୟରୁ ଏକ ଦସ୍ତାବିଜ ବୋଲୁଚିସ୍ତାନ ସ୍ଥିତ ସୈନ୍ୟ ପାଦଦେଶ କହିଛନ୍ତି । ଯାହାକି ପାକିସ୍ତାନ ଭୋଗ ଦଖଲ କାଶ୍ମୀର ରେ ସ୍ଥାନୀୟ ପ୍ରଶାସନକୁ ଏକ ନୋଟିସ୍ ପଠା ଯାଇଛି । ଏହି ନୋଟିସ୍ ରେ ଜଣା ପଡିଛି ପଡ଼ୋଶୀ ମଧ୍ୟ-ଦେଶ ଭାରତ ସହିତ ଲଢିବା ପାଇଁ ପ୍ରସ୍ତୁତି କରିସାରିଛି ।

ଏହା ସହିତ ପାକିସ୍ତାନ ଏହି ପରାମର୍ଶ ଲାଗୁ କରିଛି କି ସୀମାର ଆଖପାଖର ଗ୍ରାମବାସୀ (LOC) ର ପାଖକୁ ବିନା କାରଣରେ ନ ଯିବେ ଓ ରାତିରେ ଦରକାର ପଡ଼ିଲେ ହିଁ ଲାଇଟ ଜଳାଇବେ । ଏହା ସହିତ (LOC)ର ପାଖରେ ରହୁଥିବା ଲୋକ ତୁରନ୍ତ ଏକ ବଙ୍କର ର ନିର୍ମାଣ କରିବା ପାଇଁ କହିଛନ୍ତି ।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଆର୍ମିର ମୁଖ୍ୟ ଜେନେରାଲ୍ କମର ଯାବେଦ ବାଜବାଙ୍କ ସହିତ ବୈଠକରେ ପରିସ୍ଥିତିର ସିମୀକ୍ଷା କରିଥିଲେ । କିଛି ସମୟ ପରେ ରାଷ୍ଟ୍ରୀୟ ସୁରକ୍ଷା ପରିଷଦର ବୈଠକ କରି ସେନା ଙ୍କୁ ଆଲର୍ଟ କରିଦିଆ ଗଲା । ପିଓକେ ରେ (LOC) ପାଖର ଗ୍ରାମରେ ବାସ କରୁଥିବା ଲୋକଙ୍କୁ ସତର୍କ ରହିବା ପାଇଁ କୁହାଯାଇଛି ।