ଭାରତ ସରକାର ବ୍ୟାଙ୍କ ଖାତା, ସିମ୍ କାର୍ଡ ଓ ଆଧାର କାର୍ଡକୁ ନେଇ କରିଲେ କିଛି ନୂଆ ନିୟମ ! ଆସନ୍ତୁ ଜାଣିବା ।

Spread the love

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଗତ ଗୁରୁବାର ଦିନ ସନ୍ଧ୍ୟାରେ କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳ ଙ୍କ ହେଇଥିବ ବୈଠକ ରେ ଆଧାର act ୨୦୧୬, ପିଏମଏଲ୍ଏ ୨୦୦୫ ତଥା ଭାରତୀୟ ଟେଲିଗ୍ରାମ act ୧୮୮୫ ରେ ସଂଶୋଧନ କରିବାକୁ ନେଇ ଅଧ୍ୟାଦେଶ ଜାରି କରିବାକୁ ସ୍ୱୀକାର ଲରିଲେ । ପ୍ରସ୍ତାବିତ ସଂଶୋଧନ ତାହା ଅଟେ, ଯାହାକୁ ଲୋକସଭା , ୪ ଜାନୁଆରୀ ୨୦୧୯ ରେ ଉତ୍ତୀର୍ଣ ବିଧାୟକରେ ସାମିଲ କରଯାଇଥିଲା । ବୈଠକ ପରେ କେନ୍ଦ୍ରୀୟ ଆଇନ ମନ୍ତ୍ରୀ ଶିବସଙ୍କର ପ୍ରସାଦ କହିଲେ, ଆଧାର କାର୍ଡ କୁ ସ୍ବେଚ୍ଛା ପ୍ରଣୋଦିତ ରୂପରେ ମୋବାଇଲ୍ ନମ୍ବର, ବ୍ୟାଙ୍କ ଖାତା ମାନଙ୍କରେ ଯୋଡ଼ିବା ପାଇଁ କାନୁନ ଆଧାର ପ୍ରଦାନ କରିବାପାଇଁ ଅଧ୍ୟାଦେଶ ମଞ୍ଜୁରୀ ଦେଲେ ।

କେନ୍ଦ୍ରୀୟ କେବିନେଟ ଗୁରୁବାର ଦିନ ହୋଇଥିବା ବୈଠକ ରେ ବ୍ୟାଙ୍କ ରେ ଖାତା ଖୋଲିବା ଓ ସିମ୍ କାର୍ଡ କିଣିବା ପାଇଁ ଅଧାର ର ସ୍ବେଚ୍ଛା ପ୍ରଣୋଦିତ ବ୍ୟବହାରର ଅନୁମତି ପାଇଁ ଅଧ୍ୟାଦେଶକୁ ମଞ୍ଜୁରୀ ଦେଲେ । ଅଧ୍ୟାଦେଶ କୁ ସଂସଦ ରେ ବିଲ୍ ଦେବାପାଇଁ ଯାଇଥିଲେ , ୪ ଜାନୁଆରୀ ରେ ଏହାକୁ ଲୋକସଭା ପାସ୍ କରିଦେଲେ କିନ୍ତୁ ରାଜ୍ୟ ସଭାରେ ବିଳମ୍ବ ହେବା ଯୋଗୁଁ ୧୬ତମ ଲୋକସଭା ରେ ଭଙ୍ଗ ହେବା ସହ ଏହା ସମାପ୍ତ ମଧ୍ୟ ହେଇଯିବ । ଏବେ ଅଧ୍ୟାଦେଶ ଙ୍କ ଜରିଆରେ ଆଧାର act ରେ ପରିବର୍ତ୍ତନ କରାଯିବ ।

ସଂଶୋଧନ ରେ ଆଧାର ର ଉପଯୋଗ ଓ ଗୋପନତା ର ଉଲଂଘନ ପାଇଁ ନିର୍ଦ୍ଧାରିତ ମାନଦଣ୍ଡ ର ଉଲଂଘନ ପାଇଁ କଠୋର ଦଣ୍ଡ ବ୍ୟବସ୍ଥା କରାଯାଇଛି । ଏହାକୁ ଯେଉଁ ବ୍ୟକ୍ତିମାନେ ସ୍ବେଚ୍ଛା ପ୍ରଣୋଦିତ ରେ ନିଜ ଆଧାର କାର୍ଡ ବ୍ୟବହାର କରିଛନ୍ତି, ସେର୍ବିସ ପ୍ରୋୱାଇଡ଼େର୍ସ ସେମାନଙ୍କର ବାୟୋମେଟ୍ରିକ ତଥ୍ୟ ଓ ଆଧାର ର ସଂଖ୍ୟା ଜମା କରିବାପାଇଁ ବନ୍ଦ କରିଛନ୍ତି । ଶିବସଙ୍କର ପ୍ରସାଦ କହିଲେ କି, ଟେଲିଗ୍ରାଫ act ଓ ପିଏମ୍ଏଲ୍ଏ ନିୟମ ଅନୁସାରେ ସ୍ବେଚ୍ଛା ପ୍ରଣୋଦିତ ରୂପରେ ଆଧାର ର ବ୍ୟବହାର କରାଯାଇ ପାରିବ । ଆଧାର ର ଉପଯୋଗ କରୁଥିବା କୌଣସି ସଂଘକୁ ଗୋପନିୟତା ନିର୍ଦେଶ ଗୁଡିକୁ ପାଳନ କରିବାର ଅଛି । ସଂଶୋଧନ କାନୁନ ଏହା ସ୍ୱଷ୍ଟ କରୁଛି କି, ଯଦି କୌଣସି ବ୍ୟକ୍ତି ଆଧାର ର ବ୍ୟବହାର କରିବାକୁ ଚାହୁଁନି ତେବେ ତାହାକୁ କୌଣସି ମଧ୍ୟ ସେବାରୁ ବଂଚିତ କରାଯାଇ ପାରିବ ନାହିଁ । ସଂଶୋଧନ ୧୨ ନମ୍ବର ର ଆଧାର ଓ ତାହାର ବିକଳ୍ପ ନମ୍ବର ଜେନେରେଟ କରିବାର ବ୍ୟବସ୍ଥା ପ୍ରଦାନ କରିବେ, ଏହାଦ୍ୱାରା ବାସ୍ତବିକ ଆଧାର ନମ୍ବର କୁ ଗୁପ୍ତରେ ରଖାଯାଇ ପାରିବ ।