ଭାରତ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ହେଲେ ଧ୍ୱଂସ ହୋଇଯିବ ଅଧା ଦୁନିଆ !

Spread the love

ଭାରତ ଓ ପାକିସ୍ତାନ ମଧ୍ୟରେ ଯେଉଁ ଅଶାନ୍ତି ବାତାବରଣ ସୃଷ୍ଟି ହୋଇଛି, ତାହାକୁ ଦୃଷ୍ଟିରେ ରଖି କହିପାରିବା ଯେ, ଦୁଇ ଦେଶ ମଧ୍ୟରେ ଯୁଦ୍ଧ ହେବାର ସମ୍ଭାବନା ଯଥେଷ୍ଟ ସମ୍ଭାବନା ରହିଛି । ଦୁଇ ଦେଶ ପରମାଣୁ ସମ୍ପନ୍ନ ଦେଶ ଅଟେ ଓ ଏମିତିରେ ଗୋଟିଏ ପ୍ରଶ୍ନ ଉଠିଥାଏ କି, ଏ ଦୁଇ ଦେଶରେ ଯୁଦ୍ଧ ଆରମ୍ଭ ହେଇଗଲେ ହୋଇପାରେ ପରମାଣୁ ର ବ୍ୟବହାର କରିଦେଇ ପାରନ୍ତି । ଯଦି ଏଭଳି ହେଇଯିବ ତେବେ ଏତେ ଭୟଙ୍କର ପରିଣାମ ହେବ ଯାହାକୁ ଆପଣ କଳ୍ପନା ମଧ୍ୟ କରିପାରିବେ ନାହିଁ ।

ଦୁଇଦେଶ ପରମାଣୁ ବ୍ୟବହାର କରିପାରନ୍ତି ଏହା ଏଥିପାଇଁ କୁହାଯାଉଛି ଯେ, କାରଣ ଦୁଇ ଦେଶ ପରମାଣୁ ସମ୍ପନ୍ନ ଅଟେ । ଭାରତ ପାକିସ୍ତାନ କୁ ପ୍ରଥମରୁ କହୁଛି କି, ଆମେ ପାକିସ୍ତାନ ର ଯବାନ ବା ପାକିସ୍ତାନ କୁ ଆକ୍ରମଣ କରିବୁ ନାହିଁ । ଆମେ କେବଳ ସେହି ଆତଙ୍କବାଦୀ ଙ୍କ ଉପରେ ଆକ୍ରମଣ କରିବାକୁ ଚାହୁଁଛୁ । ପାକିସ୍ତାନ ଯଦି ଭାରତର ଏହି କାର୍ଯ୍ୟ ପ୍ରକ୍ରିୟା କୁ ଅନୁମତି ଦେଇଥାଏ, ତେବେ ସବୁକିଛି ଠିକ ହେବ । କିନ୍ତୁ ପାକିସ୍ତାନ ଏହାର ବିରୋଧ କରିଥାଏ, ତେବେ ଦୁଇ ଦେଶଙ୍କ ମଧ୍ୟର ଯୁଦ୍ଧରେ ପରମାଣୁ ବ୍ୟବହାର କରିପାରନ୍ତି । କାରଣ ଭାରତ ପାକିସ୍ତାନ କୁ ବହୁତ ଥର କହିଲେ କି ଆତଙ୍କବାଦୀଙ୍କ ବିରୋଧରେ କିଛି ଶକ୍ତ ପଦକ୍ଷେପ ନିଅ । କିନ୍ତୁ ପାକିସ୍ତାନ ଆଜି ପର୍ଯ୍ୟନ୍ତ ଆତଙ୍କବାଦୀ ବିରୋଧରେ କିଛି ମଧ୍ୟ ଶକ୍ତ ପଦକ୍ଷେପ ନେଇ ନାହାଁନ୍ତି ଓ ଏବେ ଭାରତକୁ ମଧ୍ୟ ଆତଙ୍କବାଦୀଙ୍କ ବିରୋଧରେ କିଛି ପଦକ୍ଷେପ ନେବାପାଇଁ ପାକିସ୍ତାନ ଯଦି ଅଟକାଇବ ତେବେ ଯୁଦ୍ଧରେ ପରମାଣୁ ର ବ୍ୟବହାର କରିବା ବହୁତ ସମ୍ଭବ ବଢିଯିବ ।

ପରମାଣୁର ବ୍ୟବହାର ହେଲେ କେଉଁ ଧ୍ବଂସ ଦେଖିବାକୁ ମିଳିବ ଆସନ୍ତୁ ଜାଣିବା –

● ପରମାଣୁ ର ବ୍ୟବହାର ହେବା ଗୋଟିଏ ସପ୍ତାହରେ ହିଁ ୨ କୋଟି, ୧୦ ଲକ୍ଷ ଲୋକ ମୃତ୍ୟୁ ହେଇଯିବେ ।

● ଏହି ଗଣନା ଭାରତରେ ଘଟିଥିବା ଗତ ୯ ବର୍ଷର ଆତଙ୍କ ଆକ୍ରମଣରେ ମୋଟ ମୃତ୍ୟୁ ହେଇଥିବା ଲୋକଙ୍କ ସଂଖ୍ୟା ଠାରୁ ୨ ହଜାର ୨୨୧ ଗୁଣ ଅଧିକ ହେବ ।

● ଅଧାରୁ ଅଧିଲ ଲୋକ ବମ୍ ର ତାପ ରେ ଫସି ଯିବେ । ଅଧା ରେଡ଼ିଏସନ୍ ରେ ମୃୟତୁ ହେଇଯିବେ ।

● ଦୁନିଆର ଅଧା ଓଜନ ସ୍ତର ଧ୍ୱଂସ ହେଇଯିବ । ଅଧା ଦୁନିଆରେ ଥଣ୍ଡା ଓ ଗରମ ର ଅନୁଭବ ହେବା ସମାପ୍ତ ହେଇଯିବ ।

● ଦୁନିଆକୁ ପରମାଣୁ ସର୍ଦ୍ଦି ଧ୍ବଂସ କରିଦେବ । ବନସ୍ପତି ଓ ଗଛଳତା ର ଚିହ୍ନ ମଧ୍ୟ ଦେଖିବାକୁ ମିଳିବ ନାହିଁ ।

● ଅଧା ଦୁନିଆର ର ଦୁଇ ଅରବ ଲୋକ ଭୋକିଲା ରେ ମୃତ୍ୟୁ ହେଇଯିବେ ।

● ରେଡିଏସନ୍ ର ପ୍ରଭାବ କେବଳ ଲୋକଙ୍କୁ ଛଟପଟ ହିଁ ନୁହେଁ ବାଛି-ବାଛି କରି ମୃତ୍ୟୁ ମୁଖକୁ ନେଇଯିବ ।

● ଏହି ଯୁଦ୍ଧ ପରେ ଏଭଳି ଥଣ୍ଡା ପଡ଼ିବ କି, ଦୁନିଆର ଗଛ ମାନଙ୍କର କେଉଁଠାରେ ବି ଚିହ୍ନ ମଧ୍ୟ ଦେଖିବାକୁ ପାଇବା ନାହିଁ ।

● ଏହି ଗଣନା ୨୦୧୩ ରେ ଭୌତିକ ବୈଜ୍ଞାନିକ ଙ୍କ ଅନ୍ତରାଷ୍ଟ୍ରୀୟ ସଂଗଠନ ରେ ପରମାଣୁ ଯୁଦ୍ଧ ସମ୍ବନ୍ଧୀୟ ଏକ ଅଧ୍ୟୟନ ପରେ ଏହାକୁ ଜାରି କରିଥିଲେ ।