ଭାରତ ଓ ପାକିସ୍ଥାନ ଦୁଇ ଦେଶ ପରସ୍ପର ସହିତ ଯୁଦ୍ଧ କରିବାର ପରିସ୍ଥିତିରେ …

Spread the love

ପୁଲୱାମା ରେ ହେଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ଥାନ ମଧ୍ୟରେ ଚାପ ସୃଷ୍ଟି ହେବାର ଦେଖାଯାଉଛି । ଗୋଟିଏ ପଟେ ଶ୍ରୀ ନରେନ୍ଦ୍ର ମୋଦି ଏହି କଥା ସ୍ପଷ୍ଟ କରିଦେଲେ କି ଯେଉଁମାନେ ଏହି ଆକ୍ରମଣ କରିଲେ, ସେମାନଙ୍କୁ କୌଣସି ପରିସ୍ଥିତିରେ ମଧ୍ୟ ଛଡା ଜୀବନାହିଁ । ଆତଂକମନେ ଏହି ଆକ୍ରମଣ କରି ବହୁତ ବଡ଼ ଭୁଲ କରିଲେ ଓ ସେପଟେ ପାକିସ୍ଥାନ ର ମୁଖ୍ୟମନ୍ତ୍ରୀ ମଧ୍ୟ ନିଜ ସୀମା ର ସୁରକ୍ଷା ପାଇଁ ବହୁତ ଚିନ୍ତିତରେ ଦେଖା ଯାଉଛନ୍ତି ।

ପାକିସ୍ଥାନ ର ପ୍ରଧାନ ମନ୍ତ୍ରୀ ଇମରାନ୍ ଖାନ୍ ଲଗାତାର ନିଜ ସୀମା ଉପରେ ନଜର ରଖୁଅଛି ଓ ସେଠାର ପ୍ରତ୍ୟେକ ମୁହୂର୍ତ୍ତର ପରିସ୍ଥିତି ଜାଣିବାପାଇଁ ସେମାନଙ୍କ ଅଧିକାରୀଙ୍କ ସହ ସମ୍ପର୍କ କରୁଅଛି ।

ପାକିସ୍ଥାନ ର ସୀମା ଠାରେ ଯବାନଙ୍କ ସଂଖ୍ୟା ବଢ଼ାଇ ଦେଇଛନ୍ତି, ଏବେ ଭାରତ ଓ ପାକିସ୍ଥାନ ମଧ୍ୟରେ ବଡ଼ ଯୁଦ୍ଧ ହେବାର ପରିସ୍ଥିତି ସୃଷ୍ଟି ହେଇଯାଇଛି ।

ଗୋଟିଏ ପଟେ ଭାରତ ଓ ପାକିସ୍ଥାନ ର ଦୂତକାର୍ଯ୍ୟ ର ଅଧିକାରଙ୍କୁ ଡକାଇ ନିଜର ମନୋବୃତି କରିଦେଲେ ଓ ଦ୍ୱିତୀୟ ପଟେ ପାକିସ୍ଥାନ ରେ ମଧ୍ୟ ଭାରତୀୟ ଦୂତକାର୍ଯ୍ୟ କୁ ଡାକିବା ଆରମ୍ଭ କରିଦେଲେ । ଦୁଇ ଦେଶର ପରସ୍ପର ମଧ୍ୟ ର ନିଜ ଅଧିକାରୀଙ୍କୁ ପୁଣି ପଛକୁ ଡାକିପାରନ୍ତି । ଭାରତ ଆଗରୁ ହି ପାକିସ୍ଥାନ ଠାରୁ ମୋଷ୍ଟ ଫେୱର୍ଡ ର ଅଧିକାର ନେଇ ଯାଇଛନ୍ତି ।

ସୀମାଠାରେ ଏବେ ଦୁଇ ଦେଶ ମଧ୍ୟରେ ପରିସ୍ଥିତି ବିଗିଡିବାରେ ଲାଗୁଛି । ଏହାକୁ ନଜରରେ ରଖି ଦୁଇ ଦେଶ ସୀମା ଠାରେ ନିଜ ଯବାନ ମାନଙ୍କ ସଂଖ୍ୟା ବଢ଼େଇ ଦେଇଛନ୍ତି । କେଉଁ ମୁହୂର୍ତ୍ତରେ କିଛି ବି ଘଟିପାରେ ଏହାକୁ ଧ୍ୟାନରେ ରଖି ସୀମାରେ ଦୁଇ ଦେଶର ଯବାନ ମାନେ ପ୍ରସ୍ତୁତରେ ଅଛନ୍ତି । ପୁଲୱାମା ରେ ସହିଦ ହେଇଥିବା ଯବାନଙ୍କ ପ୍ରାଣହୁତି ର ପ୍ରତିହିଂସା ଭାରତୀୟ ସରକାର ଓ ଭାରତୀୟ ସେନା ନିଶ୍ଚୟ ନେବାକୁ ଚାହିଁବ ଓ ଅତିଶୀଘ୍ର ଏଥିପ୍ରତି କାର୍ଯ୍ୟବିଧି କରିବା ଭାରତୀୟ ଆର୍ମି ନଜର ଆସିବେ ।