ଶତ୍ରୁମାନେ ହେଇଯାଅ ସାବଧାନ !! ଭାରତକୁ ମିଳିଲା ୪ ଚିନୁକ ( ହେଲିକୋପ୍ଟର୍ ) !!

Spread the love

ଭାରତକୁ ମିଳିଲା ୪ଟି ଚିନୁକ ଯେଉଁ ଚିନୁକ ସାହାଯ୍ୟରେ ଆମେରିକା, ପାକିସ୍ଥାନରେ ପଶି ଲାଡେନ କୁ ମାରିଥିଲେ । ଭାରତ ଲଗାତାର ନିଜ ସୈନ୍ୟବାହିନୀର ଶକ୍ତି ବଢାଇବାରେ ଲାଗୁଛି । ଭାରତୀୟ ବାୟୁସେନା ମଧ୍ୟରେ ଅତି ଶୀଘ୍ର ଶକ୍ତିଶାଳୀ ହେଲିକୋପ୍ଟର୍ ଚିନୁକ ସାମିଲ ହେଇଯିବ । ଆମେରିକା ଐରଫୋର୍ସ କମ୍ପାନୀ ବୋଇଙ୍ଗ ରବିବାର ଦିନରେ ଭାରତୀୟ ବାୟୁସେନା ପାଇଁ ୪ ଟି ନିଚୁକ ସୈନ୍ୟ ହେଲିକୋପ୍ଟର୍ ର ଯୋଗାଣ ଗୁଜୁରାଟ ମୁନ୍ଦ୍ରା ବନ୍ଦରଗାୱ ଠାରେ ହୋଇଥିଲା ।

ଏହି ହେଲିକୋପ୍ଟର୍ ବାୟୁସେନା ରେ ସାମିଲ ହେବାପରେ ଦେଶର ସୁରକ୍ଷା ପ୍ରଣାଳୀ ବହୁତ ମଜବୁତ ହେଲା । ଭାରତୀୟ ବାୟୁସେନା ଆଜିପର୍ଯ୍ୟନ୍ତ ଅଧିକାଂଶ ଋଷି ଏମ୍ ଆଇ – ୧୭ ଶ୍ରେଣୀର ଲିଫ୍ଟ ହେଲିକୋପ୍ଟର୍ ଉପରେ ଆଶ୍ରିତ ଥିଲା, କିନ୍ତୁ ନିଚୁକ ଆସିବାପରେ ନିଶ୍ଚୟ ମଜବୁତ ହେବ । ଅଳ୍ପ କିଛି ଦିନ ଆଗରେ ଏହି ହେଲିକୋପ୍ଟର୍ ବ୍ୟବହାତ କରିବାପାଇଁ ଭାରତୀୟ ସୈନ୍ୟ ମାନଙ୍କୁ ଟ୍ରେନିଂ ଦିଆଯାଉଥିଲା । ଏହି ହେଲିକୋପ୍ଟର୍ ରେ ବୋମା, ବାରୁଦ, ହତିଆର ସହ ୩୦୦ ସୈନିକ ମଧ୍ୟ ସେଥିରେ ଯାଇପାରିବେ ।

ଖବର ଅନୁସାରେ ଓଜନିଆ ଲିଫ୍ଟ ନିଚୁକ ପୁରୁଣା ହୋଇଯାଇଥିବା ଏମ୍ ଆଇ ୨୬ ବଦଳରେ ନେବେ । ଭାରତର ଚାରି ପାଇଲଟ ଓ ଚାରି ଇଞ୍ଜିନିୟର ମାନଙ୍କୁ ଆମେରିକା ରୁ ଭାରତକୁ ପଠାଇବା ସମୟରେ ସେମାନଙ୍କୁ ସେହି ହେଲିକୋପ୍ଟର୍ କୁ ଚଳାଇବା ଟ୍ରେନିଂ କରିସାରିଛନ୍ତି ।

ସି ଏଚ-୪୭ ଏଫ୍ କୁ (ଆଇ) ନିଚୁକ କୁ ଚଣ୍ଡୀଗଡ କୁ ଅଣାଯିବ ଯେଉଁଠାରେ କି ସେଗୁଡିକୁ ଔପଚାରିକ ରୂପେ ଭାରତୀୟ ସେନାରେ ସାମିଲ କରାଯିବ ।

ଏଥିରେ ବହୁତ ପରିମାଣରେ ଓଜନିଆ ବୋମା, ଜିନିଷ, ଓ ଅଧିକ ସୈନିକ ମାନେ ଯାଇପାରିବେ ।

ବାୟୁସେନା ଙ୍କ ତରଫରୁ ଜାରି କରାଯାଇଥିବା ସୂଚନା ରେ କୁହାଗଲା କି ସି ଏଚ ୨୪ ( ଆଇ ) ନିଚୁକ ଏକ ଉନ୍ନତ ଓ ଶକ୍ତିଶାଳୀ ଅଟେ ଯାହାକି ଭାରତୀୟ ସେନା ମାନଙ୍କୁ ଯୁଦ୍ଧ ଓ ମାନବୀୟ ମିଶନ ସମୟରେ ଅତୁଳନୀୟ ରଣାନୀତିକ ଐରଲିଫ୍ଟ ର କ୍ଷମତା ପ୍ରସ୍ତୁତ କରାଗଲା । ଭାରତୀୟ ବାୟୁସେନା ୧୫ଟି ନିଚୁକ ହେଲିକୋପ୍ଟର୍ order ଦେଇଛନ୍ତି ।

ଗୁରୁତ୍ୱପୂର୍ଣ ଏହା ଅଟେ କି ବୋଇଙ୍ଗ ସହ ୨୨ ଟି ଅପାଚେ ହେଲିକୋପ୍ଟର୍ ଓ ୧୫ ଟି ନିଚୁକ ହେଲିକୋପ୍ଟର୍ କିଣିବାର ପ୍ରକ୍ରିୟା କୁ ୨୦୧୫ ଅନ୍ତିମ ରୂପ ନିଆଯାଇଥିଲା । ଯୁଦ୍ଧକାରୀ ଓ ମାନବୀୟ ମିଶନ ର ପୁରା ସ୍ପେଟ୍ରୋମ୍ ରେ ଅତୁଳନୀୟ ସାମରିକ ଐରଲିଫ୍ଟ କ୍ଷମତା ପ୍ରଦାନ କରୁଥିବା ଏହି ହେଲିକପଟେର ରୁ ସେନା ଶତୃମାନଙ୍କ ପର୍ଯ୍ୟନ ପହଞ୍ଚିବା ସହଜ ହୋଇଯାଏ ।

ଭାରତ ଯେଉଁ ନିଚୁକ ହେଲିକୋପ୍ଟର୍ କିଣିଛନ୍ତି, ତାର ନାମ ହେଉଛି ସି.ଏଚ-୪୭ ଏଫ୍ ଅଟେ । ଏହା ୯.୬ ଟନ୍ ଓଜନ ଉଠାଇ ପାରିବ ।