ପାକିସ୍ଥାନ ଆଉ ବଞ୍ଚିବ ନାହିଁ ! ଭାରତୀୟ ବୋର୍ଡର ସୁସଜ୍ଜିତ ହେଲା ୨୦୦ଟି ଯୁଦ୍ଧ ସରଞ୍ଜାମ ! ଏବେ ହେବ ପାକିସ୍ଥାନ ର ସର୍ବନାଶ ।

Spread the love

ଭାରତର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି, ପୁଲୱାମାରେ ହେଇଥିବା ଆତଙ୍କ ଆକ୍ରମଣର କାଢ଼ ଜବାବ ସଦୃଶ ପାକିସ୍ଥାନକୁ ଶକ୍ତ ସନ୍ଦେଶ ଦେଲେ ଏବଂ କହିଲେ କି ଆତଙ୍କର ରକ୍ଷକକୁ ଏହାର ମୂଲ୍ୟ ସୁଝିବାକୁ ପଡ଼ିବ ।

ଗୃହ ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଶ୍ରୀ ନଗର ପହଞ୍ଚି ଯାଇଛନ୍ତି । ସେଠାରେ ଥିବା ସି.ଆର.ଏଫ ଅଧିକାରୀଙ୍କ ସହ କଥା ହେଲେ ଓ ପାକିସ୍ଥାନ ବିରୁଦ୍ଧରେ ତୁରନ୍ତ କିଛି କାର୍ଯ୍ୟାନୁଷ୍ଠାନ ନେବାପାଇଁ ଆଦେଶ ଦେଲେ । ଅତି ଶୀଘ୍ର ପାକିସ୍ଥାନ ର ସ୍ଥାନୀୟ ଲୋକମାନେ ନିଜ ଆଖି ଆଗରେ ଧ୍ବଂସ ହେବା ଦୃଶ୍ୟ ଦେଖିବେ ।

ଏହି ମଧ୍ୟରେ ସୀମା ଠାରେ ଭାରତୀୟ ଯବାନ ୨୦୦ ଟି ଯୁଦ୍ଧ ସରଞ୍ଜାମ ପ୍ରସ୍ତୁତରେ ରଖିଛନ୍ତି । ଏବେ ଆଉ କାହାକୁ ଛଡ଼ାଯିବ ନାହିଁ । ଏବେ ଭାରତୀୟ ସେନା ପୂର୍ଣରୂପେ ପ୍ରସ୍ତୁତରେ ଅଛି ପାକିସ୍ଥାନ ସହ ଯୁଦ୍ଧ କରିବାପାଇଁ । କେଉଁ ମୁହୂର୍ତ୍ତରେ ମଧ୍ୟ ଖବର ଆସିପାରେ କି ଭାରତ, ପାକିସ୍ଥାନ ଉପରେ ଆକ୍ରମଣ କରିଦେଲେ ।

ଗୁରୁବାର ଦିନ ପୁଲୱାମା ରେ ହେଇଥିବା ଆତଙ୍କବାଦୀ ଆକ୍ରମଣରେ ସି.ଆର.ଏଫ୍ ୪୪ ଯବାନ ସହିଦ ହୋଇଗଲେ । ପାକିସ୍ଥାନ ରେ ଅବସ୍ଥିତ ସଙ୍ଗଠନ ଜୈସ୍-ଏ-ମହମ୍ମଦ ଏହି ଆତଙ୍କ ଆକ୍ରମଣର ଦାୟିତ୍ୱ ନେଇଛି । ଜୈସ୍ ର ଆତଙ୍କ ମୌଲାନା ମସୁଦ ଅଜହର ଅଟେ । ଏହାପରେ ଏବେ ଏବେ ସି. ଆର. ପି.ଏଫ୍ ଯବାନ କହିଲେ କି ଏହି ଆକ୍ରମଣର ବହୁତ ଶୀଘ୍ର ଦିଆଯିବ ଆମେ ଚୁପ ହୋଇ ବସିବୁ ନାହିଁ । ଆମେ ଏହି ଆକ୍ରମଣ ଭୁଲିବୁ ନାହିଁ ଓ କ୍ଷମା ମଧ୍ୟ କରିବୁ ନାହିଁ ।

ସୂତ୍ରର ଅନୁସାରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଭାରତ ପାକିସ୍ଥାନ ଉପରେ attack କରିପାରେ । ଭାରତୀୟ ଯବାନ କହିଲେ ପାକିସ୍ଥାନ କୁ ଧ୍ବଂସ କରିବାପାଇଁ ଗୋଟିଏ ଦିନ ଯଥେଷ୍ଟ ଅଟେ । ଆମକୁ ସେମାନଙ୍କ ଉପରେ ଆକ୍ରମଣ କରିବାକୁ ପୂର୍ଣରୂପେ ସ୍ୱାଧୀନ ମିଳିଛି ଆମେ ସେମାନଙ୍କୁ ଛାଡ଼ିବୁ ନାହିଁ ।

ଶ୍ରୀ ନରେନ୍ଦ୍ର ମୋଦି କହିଲେ ଦେଶର ଯବାନଙ୍କ ଉପରେ ପୂର୍ଣରୂପେ ଭରସା ଅଛି । ଶ୍ରୀ ନରେନ୍ଦ୍ର ମୋଦି କହିଲେ ସେମାନେ ଏହି ଆକ୍ରମଣ କରି ବହୁତ ବଡ଼ ଭୁଲ କରିଲେ । ଏହାର ପରିଣାମ ସେମାନଙ୍କୁ ଏବେ ଭୋଗିବାକୁ ପଡ଼ିବ ।

ଶ୍ରୀ ନରେନ୍ଦ୍ର ମୋଦି କହିଲେ ଆମ ଯବାନ ମାନଙ୍କୁ ପୂର୍ଣରୂପେ ସ୍ୱାଧୀନ ଦିଆଯାଇଛି । ଶ୍ରୀ ନରେନ୍ଦ୍ର ମୋଦି କହିଲେ କି ଆତଙ୍କ ସଂଗଠନ ଓ ସେମାନଙ୍କୁ ସାହାଯ୍ୟ କରୁଥିବା ବାଲା ବହୁତ ବଡ଼ ଭୁଲ କରିଦେଇଛନ୍ତି । ଏହାର ବହୁତ ବଡ଼ ମୂଲ୍ୟ ସେମାନଙ୍କୁ ହରେଇବାକୁ ପଡ଼ିବ ।