ଭାଗବତ ଗୀତାର 10ଟି ଅମୁଲ୍ୟ ବଚନ, ଯାହା ଭିତରେ ଲୁଚି ରହିଛି ଆପଣଙ୍କ ସବୁ ସମସ୍ୟାର ସମାଧାନ

Spread the love

ଜୀବନରେ ସାମାନ୍ୟ ଶାନ୍ତି ପାଇବା ପାଇଁ ମଣିଷ ଅନେକ ରାସ୍ତା ଆପଣାଇଥାଏ  । ଅନେକ ଲୋକ ଜ୍ୟୋତିଷବିତ୍, ମନ୍ଦିରର ପୂଜାରୀ ନିକଟକୁ ଯାଇ ଅଯଥା ଟଙ୍କା ଖର୍ଚ୍ଚ କରନ୍ତି ନିଜର ଭବିଷ୍ୟତ ଓ ଆଗାମୀ ସମୟ ବିଷୟରେ ଜାଣିବା ନିମନ୍ତେ । କିନ୍ତୁ କେବେ ମଧ୍ୟ ଏହି ଶାନ୍ତିର ମାର୍ଗ ନିଜରେ ଖୋଜିବାକୁ ଚେଷ୍ଟା କରନ୍ତି ନାହିଁ । ଆପଣ ସମସ୍ତେ ଜାଣିଥିବେ ଭାଗବତ ଗୀତ : ଯେଉଁଥିରେ ବର୍ଣ୍ଣନା କରାଯାଇଛି ଅନେକ କିଛି । ମନୁଷ୍ୟ ଜୀବନରେ ଘଟୁଥିବା ଦୈନନ୍ଦିନ କାର୍ଯ୍ୟକଳାପ, ଆମ ସମସ୍ତଙ୍କ ସମସ୍ୟା ଓ ତାର ସମାଧାନ ଗୀତ ଓ ଭାଗବତ ଗୀତାରେ ବଣ୍ଣିତ ହୋଇଛି ।  ଭାଗବତ ଗୀତାର ୧୦ଟି ଅକାଟ୍ୟ ବଚନ, ଯାହା ଭିତରେ ଲୁଚି ରହିଛି ଆପଣଙ୍କ ସବୁ ସମସ୍ୟାର ସମାଧାନ, ଆସନ୍ତୁ ଜାଣିବା :

1. କୌଣସି ମନୁଷ୍ୟ ଅନ୍ୟ ଉପରେ ନିର୍ଭର କରି, ପୂର୍ଣ୍ଣ ରୂପେ ବଞ୍ଚିବା ଅପେକ୍ଷା ଭଲ ହେବ ନିଜ ଭାଗ୍ୟର ଅନୁସାରେ ଅପୂର୍ଣ୍ଣ ରହି ବଞ୍ଚିବା ।

2. ଭଗବତ ଗୀତାରେ ମଧ୍ୟ ଏହି ୩ଟି ଜିନିଷକୁ ତ୍ୟାଗ କରିବା ପାଇଁ କୁହାଯାଇଛି :- ଅଭିଳାଷ, କ୍ରୋଧ ଓ ଲାଭ । ପରମାତ୍ମା କହିଛନ୍ତି, ଯେକୌଣସି ମନୁଷ୍ୟ ନିଜ ଜୀବନରେ ଘୃଣାର ଭଵନା, ଲାଭ ମୋହମୟା ଓ ଅଭିଳାଷରେ ରଖିଥାନ୍ତି, ସେମାନଙ୍କ ପାଇଁ ନର୍କ ସଠିକ୍ ଜାଗା ହୋଇଥାଏ ।

3. ବୁଦ୍ଧିମାନ ବ୍ୟକ୍ତି ନା ହିଁ ବଞ୍ଚି ରହିଥିବା ଲୋକଙ୍କ ପାଇଁ ସଉକ ମନାଇଥାନ୍ତି ନା ହିଁ ମୃତ୍ୟୁ ହୋଇଥିବା ଲୋକଙ୍କ ପାଇଁ । ଏମିତି କୌଣସି ସମୟ ନ ଥିଲା, ଯେବେ ତୁମେ, ମୁଁ ଓ ସମସ୍ତ ରାଜା ଏଠାରେ ଏକତ୍ରିତ ହୋଇଥିଲୁ, ନା ହିଁ ଅସ୍ତିତ୍ୱରେ ଥିଲା ନା ହିଁ ଏମିତି କୌଣସି ସମୟ ହୋଇଥିଲା କି ଯେବେ ଆମେ ଅସ୍ତିତ୍ୱକୁ ସମାପ୍ତ କରିଦେଇଥାନ୍ତେ । ଯେଉଁ ଜିନିଷ ଆମ ହାତରେ ନାହିଁ ସେହି ବିଷୟରେ ଚିନ୍ତା କରି କି ଲାଭ ?

4. ନିଜ କର୍ତ୍ତବ୍ୟକୁ ପାଳନ କରିବା, ଯାହା ପ୍ରକୃତି ଦ୍ୱାରା ନିର୍ଦ୍ଧାରିତ କରାଯାଇଛି, ତାହା କରିବା କୌଣସି ପାପ ନୁହଁ । ନିଜ କର୍ତ୍ତବ୍ୟକୁ ପାଳନ କରିବା ପାଇଁ କୋୖଣସି ଭାବରେ ଅଳସ ହେବାକୁ ହେବ ନାହିଁ ।

5. ଗରମ ଓ ଶୀତ, ଖୁସି ଆଉ ଦୁଃଖର ଭାବନା କୌଣସି ଵସ୍ତୁକୁ ଅନ୍ୟ ବସ୍ତୁ ସହ ତୁଳନା କରିବା ବେଳେ ଏହି ଧାରଣ ମନକୁ ଆସିଥାଏ । କିନ୍ତୁ ବାସ୍ତବରେ; ଯାହା ଅସିଥାଏ ଆଉ ଚାଲିଯାଇ ଥାଏ, ବେଶୀ  ସମୟ ଧରି ରହିନଥାଏ (ଗରମ ଓ ଶୀତ, ସୁଖ ଆଉ ଦୁଃଖ) । ପୃଥିବୀରେ ପାଗର ଯେମିତି ପରିବର୍ତ୍ତନ ହୋଇଥାଏ ସେହି ପ୍ରକାରର ସୁଖ ଓ ଦୁଃଖର ପରିବର୍ତ୍ତନ ହୋଇଥାଏ ।

6. ଆମେ ସବୁବେଳେ ସକାରତ୍ମକ ଜିନିଷକୁ ଦେଖିବା ଦରକାର ଓ ସକାରତ୍ମକ ଭାବନା ରଖିବା ଦରକାର । କାହିଁକି ନା ଏହା ଆମର ଅସ୍ତିତ୍ୱକୁ ଲୋକମାନଙ୍କ ସମ୍ମାରେ ପ୍ରକୋଟ କରିଥାଏ । 

7. ନିର୍ମଲ ହୃଦୟ, ସତ୍ୟବନ୍ତ ବ୍ୟକ୍ତି ହିଁ ପରମାତ୍ମାକୁ ଠିକ୍ ରୂପେ ଜାଣି ପାରିଥାନ୍ତି ।

8. ଜୀବନରେ କେବେ ମଧ୍ୟ କ୍ରୋଧ କରନ୍ତୁ ନାହିଁ । କ୍ରୋଧ ଆପଣଙ୍କ ଜୀବନକୁ ଧ୍ୱଂସ କରିଦେଇଥାଏ । 

9. ଯେଉଁ ବ୍ୟକ୍ତିମାନେ ନିଜେ ନିଜ ଭିତରେ ଖୁସି ବା ସନ୍ତୁଷ୍ଟ ରାହୁଥାନ୍ତି ଓ ଯେଉଁ ମନୁଷ୍ୟମାନଙ୍କ ଜୀବନରର ଗୋଟିଏ ଅତ୍ମୋଜ୍ଞାନ ରହିଥାଏ, ସେହି ମନୁଷ୍ୟ ପାଇଁ କୌଣସି କର୍ମ ମଧ୍ୟ ଅସମ୍ଭବ ହୋଇ ରହିନଥାଏ ।

10. ଏମିତି କୌଣସି ସମୟ ନ ଥିଲା ଯେବେ ମୋର ଅସ୍ତିତ୍ୱ ନ ଥିବ, ନା ତୁମର, ନା ହିଁ ଏଥିମଧ୍ୟରୁ କୋୖଣସି ରାଜା ନା ହିଁ ଏମିତି କୌଣସି ଭବିଷ୍ୟତ ଅଛି ଯାହା ଆମକୁ ରୋକି ପାରିବ । ତେଣୁ ନିଜ କର୍ମ କରିଚାଲ, ଫଳ ଉପରେ ଆଶା ରଖନାହିଁ ।

ଅନୁଛେଦଟି କିପରି ଲାଗିଲା Comment କରି ଜଣାନ୍ତୁ ! ! ଜୟ ଜଗନ୍ନାଥ !!