ଭଗବାନ କାହିଁକି ନାରୀଙ୍କୁ ସୃଷ୍ଟି କରିଛନ୍ତି ? ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ !

Spread the love

ବନ୍ଧୁଗଣ ଭଗବାନ ନାରୀର ରଚନା ବହୁତ ଭାବି ଚିନ୍ତି କରିଥିଲେ । କାରଣ ଗୋଟିଏ ନାରୀ ହିଁ ଜୀବନରେ ମାଆ, ସ୍ତ୍ରୀ, ଝିଅ, ଭଉଣୀ ବହୁ ପ୍ରକାରର ରୂପରେ ନିଜର ପରିଚୟ ନିଭାଇ ଥାଏ ଓ ଏକା ସାଥିରେ ଏହି ସବୁ ଭାର ଉଠାଇ ଥାଏ । ନାରୀ ମଧ୍ୟରେ ଏତେ ସବୁ ଗୁଣ ଥାଏ ଯାହା କେବଳ ଗୋଟିଏ ନାରୀ ମଧ୍ୟରେ ହିଁ ଦେଖିବାକୁ ମିଳିଥାଏ । ନାରୀ ହିଁ କେବଳ ବଡ଼ରୁ ବଡ଼ ସମସ୍ୟାରେ ହସି ହସି ସମ୍ଭାଳିବାର ଶକ୍ତି ଦେଇଥାଏ । ନାରୀ ମଧ୍ୟରେ ଆତ୍ମବିଶ୍ୱାସର ଗୁଣ ଅଧିକ ଥାଏ । ଯେଉଁ କାରଣରୁ କୌଣସି ବି ପରିସ୍ଥିତିର ସାମନା ସେ ହସି ହସି କରିଥାଏ । ନାରୀ ମଧ୍ୟରେ ମମତାର ଗୁଣ ଥାଏ । ଯେଉଁ କାରଣରୁ ସେ ନିଜ ସନ୍ତାନର ଯତ୍ନ ନେଇଥାଏ ଏବଂ ନିଜ ପରିବାର ପ୍ରତି ପ୍ରେମ ଭାବ ରଖିଥାଏ ।

ନାରୀ ମଧ୍ୟରେ ପ୍ରତିବ୍ରତା ଗୁଣ ରହିଥାଏ । ଯେଉଁ କାରଣରୁ ସେ ତା ସ୍ୱାମୀକୁ ଖୁସିରେ ରଖିଥାଏ । ଜୀବନର କୌଣସି ବି ପରିସ୍ଥିତିରେ ସେ ନିଜ ସ୍ୱାମୀର ସହଯୋଗ କରିଥାଏ । ନାରୀ ମଧ୍ୟରେ ନୁଆଁ ଜୀବନକୁ ଆକାର ଦେବାର ଶକ୍ତି ରହିଥାଏ । ନିଜ ଅଂଶରୁ ଏକ ନୁଆଁ ଜୀଵନକୁ ଅସ୍ତିତ୍ୱରେ ଆଣିବାର କ୍ଷମତା ରହିଥାଏ । ନାରୀର ଶରୀର କମଳ ହୋଇଥାଏ କିନ୍ତୁ ନାରୀ ମନରୁ ବହୁତ ଶକ୍ତିଶାଳୀ ହୋଇଥାଏ ।

ଭଗବାନ ଶ୍ରୀକୃଷ୍ଣ ଗୀତରେ କହିଛନ୍ତି, ଯିଏ ନାରୀର ତିରସ୍କାର କରିଥାଏ ସେ କୋଟି କୋଟି ବର୍ଷ ଧରି ନର୍କର ଅଗ୍ନିରଡି ଜଳିଥାଏ । କୌଣସି ଦୁଃଖୀ ଓ ଅସହାୟ ନାରୀର କେବେ ବି ତିରସ୍କାର କରନ୍ତୁ ନାହିଁ । ଶାସ୍ତ୍ରରେ କୁହାଯାଇଛି, ଯେଉଁ ଘରେ ନାରୀର ସମ୍ମାନ ହୋଇଥାଏ; ସେହି ଘରେ ମାଆ ଲକ୍ଷ୍ମୀଙ୍କ ବାସ ହୋଇଥାଏ । ଏମିତି ପରିବାର ସର୍ବଦା ସୁଖୀ ରହିଥାଏ । ଏମତି ଘରେ କେବେ କୌଣସି ପ୍ରକାରର ସମସ୍ୟା ଆସିନଥାଏ ।

ତେବେ ବନ୍ଧୁଗଣ ଆଶା କରୁଛି ଏହି ବିଷୟଟି ଆପଣମାନଙ୍କୁ ପସନ୍ଦ ଆସିଥିବ । ପସନ୍ଦ ଆସିଥିଲେ ବିଷୟଟିକୁ ଗୋଟିଏ ଲାଇକ କରିଦିଅନ୍ତୁ ଓ ନିଜ ପ୍ରିୟଜନ ମାନଙ୍କ ସହିତ ସେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ ।