ଭଗବାନ ସବୁବେଳେ ନିଜ ପ୍ରିୟ ଭକ୍ତଙ୍କୁ ହିଁ ଦୁଃଖ ଦେଇଥାନ୍ତି କାହିଁକି ?

Spread the love

ଭଗବାନ ଶ୍ରୀକୃଷ୍ଣ ହିନ୍ଦୁ ଧର୍ମକୁ ପବିତ୍ର ଗୀତା ଶ୍ରୀମଦ ଭାଗବତ ଗୀତାର ମାଧ୍ୟମରେ ବହୁତ ବଡ଼ ସନ୍ଦେଶ ଦେଇଛନ୍ତି । ଗୀତାର ପ୍ରତ୍ୟେକ ପୃଷ୍ଠାରେ ଜୀବନର ରହସ୍ୟ ଲୁଚି ରହିଛି । ଭଗବାନ ଶ୍ରୀକୃଷ୍ଣ ଗୀତାର ମାଧ୍ୟମରେ ବୁଝାଇଛନ୍ତି ଯେ ଭଗବାନ ଦୁଃଖ ସବୁବେଳେ ନିଜ ପ୍ରିୟ ଭକ୍ତମାନଙ୍କୁ ଦିୟନ୍ତି । ଜୀବନରେ ଛୋଟମୋଟ ଅଡ଼ୁଆ ପରିସ୍ଥିତି ଅସିଥାଏ । ଏଥିପାଇଁ ଭଗବାନଙ୍କ ଉପରେ ଦୃଢ ବିଶ୍ୱାସ ଓ ଭରସା ରଖିବା ଦରକାର ।

ଆପଣଙ୍କୁ ବୁଝାଇବା ପାଇଁ ଗୋଟିଏ ଛୋଟ ବିଷୟ କହିବୁ । ଗୋଟିଏ ଥର ଏକ ବୁଢ଼ୀ ଦେଖୁଛି ଯେ ତାହାର ଘର ବାହାରେ ଛୋଟ ଛୋଟ ପିଲା ଖେଳୁଛନ୍ତି । ବୁଢ଼ୀ ମା ସେମାନଙ୍କୁ ଚକଲେଟ ଦେବା ପାଇଁ ଚାହୁଁଥିଲା ଆଉ ସେ ଘର ଭିତରକୁ ଚକଲେଟ ଆଣିବା ପାଇଁ ଗଲା । ଯେତେବେଳେ ବାହାରକୁ ଆସିଲା ଦେଖିଲା ଯେ ପିଲାମାନେ ପରସ୍ପର ମଧ୍ୟରେ ଝଗଡା କରୁଛନ୍ତି । ବୁଢ଼ୀ ମା ସେମାନଙ୍କ ଉପରେ ଵହୁତ କ୍ରୋଧିତ ହୋଇଗଲା । ତାର ମନେ ହେଉଥିଲା ଯେ ସେ ତକ୍ଷଣାତ ଯାଇ ସେମାନଙ୍କୁ ଗୋଟିଏ ଗୋଟିଏ ଚାପୁଡା ମାରିବ କିନ୍ତୁ ସେ ଏମିତି କରିପାରିବନି କାହିଁକିନା ପିଲାମାନେ ତାହାର ନିଜର ନୁହଁନ୍ତି । ତେଣୁକରି ଭଗବାନ ମଧ୍ୟ ସେମାନଙ୍କୁ ଦୁଃଖ କଷ୍ଟ ଦେଇଥାନ୍ତି ସେ ଯାହାକୁ ନିଜର ଭାବିଥାନ୍ତି ।

ବନ୍ଧୁଗଣ ଆମେ ଆଶା କରୁଛୁ ଯେ ଏହି ଧର୍ମ ସମ୍ଭନ୍ଧିତ ଦେଇଥିବା ବିଷୟଟି ଆପଣଙ୍କୁ ପସନ୍ଦ ଆସିଥିବ । ଆମର ଟିମକୁ ଉଚ୍ଛାହିତ କରିବା ପାଇଁ ଆପଣଙ୍କ ମୂଲ୍ୟବାନ ଲାଇକ ପ୍ରଦାନ କରନ୍ତୁ । ଧର୍ମ ସହ ଜଡିତ ରହସ୍ୟମୟ ବିଷୟ ଜାଣିବା ପାଇଁ ଫଲ କରନ୍ତୁ । ବନ୍ଧୁଗଣ ଆମେ ଏଥିରେ ନୁଆଁ ଏଥିପାଇଁ ଆପଣଙ୍କୁ ବିନୀତ ଅନୁରୋଧ ଏହାକୁ ଫଲ କରନ୍ତୁ । ଆପଣଙ୍କ ପାଇଁ ଯାହା ଆମେ କଷ୍ଟ କରୁଛୁ ତାହା ଠିକ୍ ସମୟରେ ପହଞ୍ଚିପାରିବ । କମେଣ୍ଟରେ ଜୟ ଶ୍ରୀକୃଷ୍ଣ ଲେଖନ୍ତୁ । ଆମେ ପ୍ରାଥନା କରୁଛୁ ଯେ ଭଗବାନ ଶ୍ରୀକୃଷ୍ଣଙ୍କ ଆପଣଙ୍କ ଉପରେ ସବୁବେଳେ ଛତ୍ରଛାୟା ବନି ରହୁ