ଦିଅରର ବାହାଘରରେ ଭାଉଜ କରିଥିଲେ ମସ୍ତି, ଏପରି ଜବରଦସ୍ତ ନାଚି ଥିଲେ ଯେ ତାହା ସୋସିଆଲ ମିଡ଼ିଆରେ ଭାଇରାଲ ହେବାକୁ ଲାଗିଥିଲା : ଦେଖନ୍ତୁ ଭିଡିଓ

Spread the love

ନମସ୍କାର ବନ୍ଧୁଗଣ ଆମର ଏହି ଚେନେଲକୁ ଆପଣମାନଙ୍କୁ ସ୍ଵାଗତ । ଶ୍ଵଶୁରଘରେ ଝିଅମାନେ ସମସ୍ତ ସମ୍ପର୍କକୁ ପାଳନ କରିବା ପାଇଁ ଅନେକ ପ୍ରୟାସ କରିଥାନ୍ତି। ହୁଏତ ସେହି ସମ୍ପର୍କ ସ୍ବାମୀ,ଶାଶୁ – ଶ୍ବଶୁର,ନଣଦ ଅଥବା ଦିଅର ସହିତ ହେଉ ନା କାହିଁକି । ପ୍ରତ୍ୟେକ ଝିଅପାଇଁ ସବୁଠାରୁ ପ୍ରିୟ ସମ୍ପର୍କ ଭାଉଜ ଏବଂ ଦିଅରର ହୋଇଥାଏ । ଭାଉଜଙ୍କସହ ମସ୍ତି,ମଜାକ,ଦୁଷ୍ଟ ହେବା,ରାଗରୁଷା ଏହା ସହିତ ଏହିସମ୍ପର୍କକୁ ଇଜ୍ଜତ କେବଳ ଦିଅର ହିଁ ଦେଇଥାନ୍ତି। ଭାଉଜଙ୍କ ପାଇଁ ଦିଅର ବହୁତ ଖାସ ହୋଇଥାନ୍ତି । ଭାଉଜ ଏବଂ ଦିଅରଙ୍କ ମଧ୍ୟରେ ନିଜର କିଛି ସିକ୍ରେଟ ମଧ୍ୟ ରହିଥାଏ । ଦୁହେଁ ନିଜ ନିଜର ମସ୍ତିରେ ବୁଡି ରହିଥାନ୍ତି । ଅନେକଥର ତ ଦୁହିଁଙ୍କ ବଣ୍ଡିଙ୍ଗକୁ ଦେଖି ଶାଶୁ ଏବଂ ପତି ମଧ୍ୟ ଚକିତ ହୋଇଯାଇଥାନ୍ତି ।

ଭାଉଜ ଦିଅରଙ୍କ ସମ୍ପର୍କକୁ ମାଆ ପୁଅର ସ୍ଥାନ ଦିଆଯାଇଛି । ଦିଅର କେବଳ ଭାଉଜଙ୍କର ହିଁ ନୁହେଁ ବରଂ ପିଲା ମାନଙ୍କର ମଧ୍ୟ ବେଷ୍ଟ କକା ହୋଇଥାନ୍ତି। ପିଲାମାନେ ତ ସର୍ବଦା କକାଙ୍କ ଆଗରେ ପଛରେ ଘୁରିବୁଲିଥାନ୍ତି। ଦିଅରଙ୍କ ଚାର୍ମୀଙ୍ଗ ଷ୍ଟାଇଲ ମଧ୍ୟ ଭାଉଜଙ୍କୁ ଖୁବ ପସନ୍ଦ ଆସିଥାଏ । ଯଦି ଦିଅର କୌଣସି ଡେଟରେ ଯାଏ ତେବେ ଭାଉଜ ତାଙ୍କୁ ସଜେଇ ହେବାରେ ସାହାଯ୍ୟ କରିଥାନ୍ତି । ଭାଉଜର ସବୁ କଥାରେ ଖଟା-ମିଠା,କମେଡି ଇତ୍ୟାଦି ଦିଅର ହିଁ କରିଥାଏ । ଭାଉଜ ମଧ୍ୟ ଗେହ୍ଲା ଦିଅର ସହିତ ଅନେକ ମଜା ମସ୍ତି କରିଥାନ୍ତି। ତଥାପି ଦୁହେଁ ଦୁହିଁଙ୍କ କଥାକୁ କେବେ ମଧ୍ୟ ଖରାପ ଭାବିନଥାନ୍ତି ।

ଆପଣ ଭାବୁଥିବେକି ଆମେ ଆଜି ଭାଉଜ ଏବଂ ଦିଅରଙ୍କ ବିଷୟରେ କାହିଁକି କଥା ହେଉଛୁ ? ଆପଣ ବିଲକୁଲ ଠିକ ଭାବୁଛନ୍ତି। ଆମେ ଭାଉଜ ଏବଂ ଦିଅର ବିଷୟରେ ଏଥିପାଇଁ କଥା ହେଉଛୁ କାହିଁକି ନା ଆଜି ଆମେ ଆପଣଙ୍କୁ ଯେଉଁ ଭିଡିଓ ଦେଖେଇବାକୁ ଯାଉଛୁ ସେଥିରେ ଜଣେ ଭାଉଜ ନିଜ ଦିଅରଙ୍କ ବାହାଘରରେ ପୁରା ଜୋସର ସହ ନାଚିବାରେ ଲାଗିଛନ୍ତି। ବାହାଘରର ଉତ୍ସବରେ ପୁଣି ନାଚ ,ଗୀତ ହେବନାହିଁ ଏହା କେବେ ସମ୍ଭବ ନୁହେଁ ।

ଭାରତରେ ତ ବାହାଘର ସମୟରେ ସଙ୍ଗୀତର ନୀତି ପ୍ରଚଳିତ ହେଉଛି ଯେଉଁଥିରେ ଲୋକେ ଉତ୍ସାହର ସହ ନାଚିଥାନ୍ତି ଗାଇଥାନ୍ତି । ଏହି ପରମ୍ପରା ବହୁତ ପୁରୁଣା ଅଟେ । କିନ୍ତୁ ବଦଳିବା ସମୟ ସହ ଢୋଲ ବଦଳରେ ବର୍ତ୍ତମାନ ଡିଜେ ବାଜିବାକୁ ଲାଗିଲାଣି । ଡିଜେରେ ଗୋଟିଏ ପରେ ଗୋଟିଏ ଫିଲ୍ମଗୀତ ବାଜିଥାଏ । ଏମିତିରେ ନିଜକୁ ରୋକିବା କଷ୍ଟକର ହୋଇଯାଇଥାଏ ।

ଏହି ଭିଡିଓରେ ଭାଉଜ ନିଜର ଦିଅର ସହ ଏପରି ନାଚିଥିଲେ ଯେ ଲୋକମାନେ ବିନା ଆଖିପତା ପକାଇ ଦେଖିବାକୁ ଲାଗିଥିଲେ । ‘ହମ ଆପକେ ହେ କନ’ ଫିଲ୍ମର ଗୀତ ‘ଲୋ ଚାଲି ମେ ଆପନି ଦେବର କି ବାରାତ ଲେକେ’ ଏହି ଗୀତରେ ଭାଉଜ ଏପରି ନାଚିଥିଲେ ଯେ ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବାକୁ ଲାଗିଥିଲା। ଏହି ଭିଡିଓକୁ ବର୍ତ୍ତମାନ ଲକ୍ଷ ଲକ୍ଷ ଲୋକ ଦେଖିସାରିଲେଣି । ଭାଉଜଙ୍କ ଏହି ସୁନ୍ଦର ନାଚ ଲୋକଙ୍କୁ ବହୁତ ପସନ୍ଦ ଆସୁଛି। ଆପଣ ମଧ୍ୟ ଦେଖନ୍ତୁ ଦିଅରଙ୍କ ବାହାଘରରେ ଭାଉଜଙ୍କ ଏହି ସୁନ୍ଦର ଡାନ୍ସ ।

ଦେଖନ୍ତୁ ଭିଡିଓ :

ବନ୍ଧୁଗଣ ଆମର ଏହି ସୂଚନା ଆପଣଙ୍କୁ କିପରି ଲାଗିଲା ଆମକୁ ନିଶ୍ଚୟ କମେଣ୍ଟ କରି ଜଣାନ୍ତୁ ଏହା ସହ ଲାଇକ ମଧ୍ୟ କରିବାକୁ ଭୁଲନ୍ତୁ ନାହିଁ। ଧନ୍ୟବାଦ !

ସୌଜନ୍ୟ : https://www.newstrend.news