ପାକିସ୍ତାନ ବିଶ୍ଵକପ ହାରି ମଧ୍ୟ ପାଇପାରିବ ବିଶ୍ୱକପ୍ ଟ୍ରଫି, ସୋସିଆଲ ମିଡିଆରେ ଫୋଟ ସମ୍ନାକୁ ଆସିଛି ।

Spread the love

ଭାରତୀୟ କ୍ରିକେଟ ଦଳ ବିଶ୍ୱକପ ପାଇବାରେ ମାତ୍ର ଦୁଇପାଦ ଦୂରରେ ଅଛି । ଭାରତର ବିଜୟ ରଥ ପୁଣିଥରେ ଜୋର ଧରିଛି । ସେଥିପାଇଁ ଜିତିବାର ସମ୍ବାବନ ଅଧିକ ବଢିଯାଇଛି । ଏହି ବିଶ୍ୱକପର ଟ୍ରଫି କାହାକୁ ମିଳିବ ବର୍ତ୍ତମାନ କହିବା ଅସମ୍ଭବ ।

ଏହି ଗୁପ୍ତ ସତ କଥାଟି ହେଉଛି ଟ୍ରଫି ସାତ ସମୁଦ୍ର ଡେଇଁ ଭାରତକୁ ହିଁ ଆସିବ । ଏମିତି ତ ଆମେ ସମସ୍ତେ ବିଶ୍ୱକପ ଟ୍ରଫି ଦେଖି ସାରିଲେ । ଟ୍ରଫିଟି ବହୁତ ହିଁ ସୁକୁମାର ଏବଂ କୋମଳ ଅଟେ । କିନ୍ତୁ ଏଥି ମଧ୍ୟରେ ଏ.ଏନ୍.ଆଇ ଟ୍ୱିଟ କରି କହିଛି ଯେ, ବେଙ୍ଗାଲୁରର ଅଧିବାସୀ ନାଗରାଜ ରେବାଂକର ୧.୫ ସେଣ୍ଟିମିଟରର ଛୋଟ ବିଶ୍ୱକପ ଟ୍ରଫି ତିଆରି କରିଛନ୍ତି, ଯାହାର ଓଜନ ୦.୪୯ ଗ୍ରାମ ଅଟେ ।

ଏହି ଟ୍ରାଫିର ଆକାର ବହୁତ ଛୋଟ ଅଟେ । ଏହି କାରଣରୁ ଲୋକଙ୍କୁ ଛୋଟ ଟ୍ରଫିକୁ ନେଇ ଭିନ୍ନ ଭିନ୍ନ ମତ ଦେଇଉଛନ୍ତି । ସୋସିଆଲ ମିଡିଆରେ ଦର୍ଶକ ଏମିତି କହୁଛନ୍ତି ଯେ, ଭାଇ ଏହି ଟ୍ରାଫିଟିକୁ ପାକିସ୍ତାନକୁ ପଠେଇ ଦିଅ । କିଏ କିଏ ଏମିତି କହୁଛନ୍ତି ଯେ, ଏହାକୁ ଆଫଗାନିସ୍ତାନକୁ ଦେଇଦିଅ । ତେବେ ଚାଲନ୍ତୁ ଜାଣିବା ଲୋକମାନେ “ମିନି ବିଶ୍ୱକପ ଟ୍ରାଫି”କୁ ନେଇ କଣ ସବୁ ମତାମତ ଦେଉଛନ୍ତି ।

https://twitter.com/hemanthrj/status/1146338322475696129

ଏହି ଛୋଟିଆ ମିନି ଟ୍ରଫିକୁ ନେଇ ଆପଣଙ୍କ ମତାମତ କଣ ? Comment କରି ଜାଣନ୍ତୁ ।