ଶୋରିଷ ତେଲର ଅଲୌକିକ ଶକ୍ତି ! ଜାଣିଲେ ଆଶ୍ଚର୍ଯ୍ୟ ହୋଇ ଯିବେ ।

Spread the love

ଆପଣ ସମସ୍ତଙ୍କୁ ସୋରିଷ ତେଲ ବିଷୟରେ ଜଣାଥିବ, ସୋରିଷ ତେଲ ଆମେ ଘରର ଖାଦ୍ୟ ତିଆରି କରିବାରେ ବ୍ୟବହାର କରୁ । ଆପଣଙ୍କୁ ଜଣାଇ ଦେଉଛୁ ଯେ, ସୋରିଷ ତେଲ ଆମ ପାଈଁ ବହୁତ ଲାଭ ଦାୟକ ହୋଇଥାଏ । ସୋରିଷ ତେଲରେ ଏମିତି ବି ଗୁଣ ଅଛି ଯାହା ଆମକୁ ଅନେକ ରୋଗରୁ ବଞ୍ଚେଇ ଥାଏ । ଆଜି ଆମେ ଆପଣଙ୍କୁ ସୋରିଷ ତେଲରେ ହେଉଥିବା ଉପକାରୀତା ବିଷୟରେ କହିବୁ । ଆପଣ ଏହି ଅନୁଛେଦଟିକୁ ସମ୍ପୂର୍ଣ ପଢ଼ିକରି ସୋରିଷ ତେଲର ଶକ୍ତି ବିଷୟରେ ଜାଣିପାରିବେ । ଏହି ତେଲରୁ କିପରି ଆମ୍ଭମାନଙ୍କୁ ଲାଭ ମିଳିଥାଏ, ଆସନ୍ତୁ ଜାଣିବା :

ଆପଣ ସମସ୍ତଙ୍କୁ ଜଣାଇ ଦେଉଛୁ ଯେ, କିଛି ଲୋକ ଏହି ତେଲକୁ ସେବନ କରନ୍ତି ଅର୍ଥାତ ରୋଷେଇ କାର୍ଯ୍ୟରେ ବ୍ୟବହାର କରନ୍ତି । ଯେଉଁ ଲୋକ ଏହି ସୋରିଷ ତେଲକୁ ଖାଆନ୍ତି ଅର୍ଥାତ ରୋଷେଇ କାର୍ଯ୍ୟରେ ବ୍ୟବହାର କରନ୍ତି, ସେମାନେ ସର୍ବଦା ସୁସ୍ଥ ରୁହନ୍ତି । ଆପଣ ସମସ୍ତଙ୍କୁ ଜଣେଇ ଦେଉଛୁ ଯେ,

ଯଦି ଆପଣ ପାଦ ତଳେ ସୋରିଷ ତେଲ ଲଗାଉଥାନ୍ତି; ତା’ହେଲେ ଆପଣଙ୍କ ଆଖି ସହିତ ଜଡ଼ିତ ସବୁ ସମସ୍ୟା ଦୂର ହୋଇଯିବ । ଏମିତି କରିବା ଦ୍ଵାରା ଆଖିର ଦୃଷ୍ଟି ଶକ୍ତି ବଢିବା ଥାଏ ଏବଂ ଏହିପରି ଯଦି ନିୟମିତ ଭାବରେ ଏକ ମାସ ପର୍ଯ୍ୟନ୍ତ କରିବେ, ତେବେ ଦୃଷ୍ଟିଶକ୍ତି ଜନିତ ଅସୁବିଧାରୁ ତୁରନ୍ତ ମୁକ୍ତି ମିଳିବ ।

ଯଦି ଆପଣ ଚାହାନ୍ତି ଯେ ଆଖି ସମ୍ବନ୍ଧୀୟ କିଛି ରୋଗ ବା ସମସ୍ୟା ଆପଣଙ୍କୁ ନ ହେଉ, ତେବେ ମାନେ ରଖନ୍ତୁ : ଆପଣଙ୍କ ପାଇଁ ସୋରିଷ ତେଲ କିଛି ବରଦାନ ଠାରୁ କମ୍ ନୁହେଁ । ହଁ ଆଜ୍ଞା, ସୋରିଷ ତେଲ ପ୍ରତିଦିନ ପାଦ ତଳେ ଲଗେଇଲେ ଆଖି ସହିତ ଜଡିତ କିଛି ବି ସମସ୍ୟା ରହିବ ନାହିଁ ।

ଏବେ ଆମେ ଆପଣଙ୍କୁ ସୋରିଷ ତେଲରେ ହେଉଥିବା ଅନ୍ୟ ଏକ ଉପକାରୀତା ବିଷୟରେ କହିବାକୁ ଯାଉଛୁ, ଆପଣଙ୍କୁ ଜଣାଇ ଦେଉଛୁ ଯେ, ଯଦି ସୋରିଷ ତେଲ ଆପଣ ନିଜ ନାଭିରେ ପକେଇବେ, ତା’ହେଲେ ଆପଣଙ୍କ ଚେହେରା ସହିତ ଜଡ଼ିତ ସମସ୍ୟା ଦୂର ହୋଇଯିବ । ଯେପରି କି ଡାର୍କସର୍କଲ, କଳା ଦାଗ, କେଶ ଝାଡ଼ିବା, ଆଣ୍ଟି ବ୍ୟାକ୍ଟେରିଆ ଜନିତ ସମସ୍ୟା, ପ୍ରାକୃତିକ ତ୍ୱଚା ଜନିତ ସମସ୍ୟା ଇତ୍ୟାଦି । ଏହି ସବୁ ସମସ୍ୟାର ଦୂରୀକରଣ ନିମନ୍ତେ ସୋରିଷ ତେଲ ହିଁ ଏକ ମାତ୍ର ଘୋରାଇ ଉପଚାର ବା ଔଷଧ ଅଟେ ।

ସ୍ୱାସ୍ଥ୍ୟ ଜନିତ ଏହି ସୂଚନାଟି ଆପଣଙ୍କୁ କେମିତି ଲାଗିଲା Comment କରି ଜଣାନ୍ତୁ । ଯଦି ଭଲ ଲାଗିଲା ତେବେ ନିଜ ବନ୍ଧୁ ଓ ପରିବାର ବର୍ଗଙ୍କ ମଧ୍ୟରେ ସେୟାର କରନ୍ତୁ । ଧନ୍ୟବାଦ !

!! ଜୟ ଜଗନ୍ନାଥ !!