ସଂଜୀବନୀ ବଟି ରୁ କମ ନୁହଁ ଏହି ଜିନିଷ, ଆଜି ଠୁଁ ହିଁ ଏହାର ସେବନ କରିବା ଆରମ୍ଭ କରନ୍ତୁ….

Spread the love

ଆଜି ଆମେ ଆପଣଙ୍କୁ ଗୋଟେ ଏମିତି ଜିନିଷ ବିଷୟରେ ଜଣେଇବାକୁ ଯାଉଛୁ, ଯାହାକୁ ଖାଇବା ଦ୍ୱାରା ହେଉଥିବା ଫାଇଦା ବିଷୟରେ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ । ଆପଣ ଆଜିଠୁ ହିଁ ତାକୁ ଖାଇବା ଆରମ୍ଭ କରିଦିଅନ୍ତୁ. ବନ୍ଧୁଗଣ ଏହାର ନାମ ହେଉଛି କୁନ୍ଦୁରୁ । କୁନ୍ଦୁରୁକୁ ଆମ ପରିବାରରେ ପ୍ରତିଦିନ ଖାଦ୍ୟ ରୂପେ ବ୍ୟବହାର କରିଥାଉ ।

କୁନ୍ଦୁରୁ କଞ୍ଚା ଥିବା ଅବସ୍ଥାରେ ଧଳା ଏବଂ ସବୁଜ ଧାର ଯୁକ୍ତ ହେଇଥାଏ ଓ ରୋଷେଇ କରିବା ଦ୍ଵାରା ଲାଳରଙ୍ଗ ର ହେଇଯାଏ । ଏହା ଆକାରରେ ଅଣ୍ଡାକୃତି ଓ ଚିକ୍କଣ ହେଇଥାଏ । କୁହାଯାଏ କିଛି କୁନ୍ଦୁରୁର ଉପଯୋଗ ସାଧାରଣତଃ ମଧୁମେହ ରୋଗ ପାଇଁ ବ୍ୟବହାର କରାଯାଏ । ଆସନ୍ତୁ ଚର୍ଚ୍ଚା କରିବା କୁନ୍ଦୁରୁ ଖାଇବା ଦ୍ଵାରା ହେଉଥିବା ଫାଇଦା ବିଷୟରେ…..

କୁନ୍ଦୁରୁ ଖାଇବା ଦ୍ଵାରା ମଧୁମେହ ରୋଗୀଙ୍କ ସୁଗାରର ଲେବେଲ ପାଖାପାଖି 16% ହ୍ରାସ ପାଏ ।

ମୁହଁ ଏବଂ ଜିଭର ଛାଲରେ କୁନ୍ଦୁରୁର ଫଳ କୁ ଚୋବେଇଵା ଫଳରେ ମୁହଁ ଏବଂ ଜିଭର ଛାଲ ସମାପ୍ତ ହେଇଯାଏ ।

କୁନ୍ଦୁରୁରେ ବିଟା-କେରୋଟିନ  ଥାଏ, ଯାହାକି ହୃଦରୋଗ କବଳରୁ ରକ୍ଷା ପାଇବା ପାଇଁ ବହୁତ ଜରୁରୀ ଆଣ୍ଟି oxidant ଭାବେ କାମ କରେ ।

ଏହା ଅନ୍ୟ ସ୍ୱାସ୍ଥ୍ୟ ସମସ୍ୟା ଯେମିତି କବ୍ଜ, ଉଚ୍ଚ କୋଲେଷ୍ଟରଲ ଭଳି ଅନ୍ୟ ସମସ୍ୟାକୁ ମଧ୍ୟ ଦୂର କରିଥାଏ ।

ଏହି ଅନୁଚ୍ଛେଦଟି ଆପଣଙ୍କୁ କିପରି ଲାଗିଲା Comment କରି ଜଣାନ୍ତୁ । ଆଉ ଏହି ପାରିବ ର ନାମ ଆପଣଙ୍କ ସହରରେ କେଉଁ ନାଁ ରେ ଜଣ ଯାଏ ?