ଶୀତ ଋତୁରେ ପ୍ରତିଦିନ ସକାଳୁ ପୁରୁଷ ମାନେ ବାଧ୍ୟତାମୂଳକ ଭାବରେ ଖାଇବା ଦରକାର ଏହି ଜିନିଷ !ଏହି ଜିନିଷର ଫାଇଦା ଜାଣିଲେ ଆପଣ ବ ଆଶ୍ଚର୍ଯ୍ୟ ହୋଇଯିବେ !

Spread the love

ଆଜିକାଲି ଲୋକମାନେ ନିଜ ସ୍ୱାସ୍ଥ୍ୟକୁ ଧ୍ୟାନ ଦିଅନ୍ତି ନାହିଁ । ଯଦି ଆମେ ନିଜ ଘରକୁ ଦେଖିବା ତା’ହାଲେ, ଆମ ଘରେ କହିବା ନିମନ୍ତେ କିଛି ନା କିଛି ଫଳ ଥାଏ, ଯାହାର ଉପଯୋଗ ଆମ ସ୍ବାସ୍ଥ୍ୟ ନିମନ୍ତେ ଅତ୍ୟନ୍ତ ଉପଯୋଗୀ ହୋଇଥାଏ ।  ଯେ କୌଣସି ବ୍ୟକ୍ତି କିସମିସ୍ ଖାଇବା ପାଇଁ ପସନ୍ଦ କରନ୍ତି । କିସମିସ (Kismis) ସମସ୍ତଙ୍କ ଘରମାନଙ୍କରେ ଉପଲବ୍ଧ ହୋଇ ରହିଥାଏ । ମିଠା ପ୍ରସ୍ତୁତ ସମୟରେ କିସମିସର ଅଧିକ ଉପାୟଗୋ କରାଯାଇଥାଏ । କିସମିସରେ ଗୋଟେ ଏମିତି ପୋଷାକ ତତ୍ୱ ଅଛି ଯାହା କି ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ ।

ଆଜି ଆମେ ଆପଣଙ୍କୁ କିସମିସ ଖାଇବା ଦ୍ୱାରା କଣ ସବୁ ଫାଇଦା ହୋଇଥାଏ ସେ ବିଷୟରେ କହିବାକୁ ଯାଉଛୁ । କିସମିସରେ ମୁଖ୍ୟ ଭାବରେ zink, calcium, vitamins,or carbohydrates ଅଛି ଯାହାକି ଆମ ସ୍ବାସ୍ଥ୍ୟ ପାଇଁ ବହୁତ ଫଳପ୍ରଦ  ଅଟେ । ବିକ୍ରି ହଉଥିବା ପ୍ରାକୃତିକ ଚିନି ଆଉ ଗ୍ଲୁକୋଜରେ ସମୃଦ୍ଧ ହୋଇ ରହିଥାଏ ଯାହାର କି ପ୍ରଯ୍ୟାପ୍ତ ବ୍ୟବହାରରେ ଶରୀରକୁ ବହୁତ ଶକ୍ତି ବା ଏନର୍ଜି  ମିଳିଥାଏ !

ରାତିରେ ସାମାନ୍ୟ  କିସମିସକୁ ପାଣିରେ ବତୁରି ରଖନ୍ତୁ ଏବଂ ସକାଳୁ ଏହି କିସମିସର ଦ୍ରବଣକୁ ଖାଲି ପେଟରେ ସେବନ କରନ୍ତୁ ଏମିତି କରିବା ଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ ଏବଂ ଶରୀର ଦୁର୍ବଳତା ହେବା ଠାରୁ ଦୂରେଇ ଯାଇଥାଏ । 

ଏମିତି କିସମିସର ବ୍ୟବହାର ଦ୍ୱାରା ଆମ ଶରୀରରେ ଥିବା ଜୀବିତ ଉପାଦନର ରାସାୟନିକ ପରିବର୍ତ୍ତନ ଦେଖା ଯାଇଥାଏ । କିସମିସ ଖାଇବା ଦ୍ୱାରା ଆପଣଙ୍କ ଓଜନ ବଢିଥାଏ । ଯଦି ଆପଣ ପତଳା ଅଛନ୍ତି ତା’ହାଲେ ପ୍ରତିଦିନ କିସମିସର ଖାଇବା ଦରକାର ।  ଯଦି ଆପଣ ସକାଳୁ ସାମାନ୍ୟ  କିସମିସ ଖାଆନ୍ତି  ତା’ହାଲେ ଆପଣଙ୍କ ପେଟ ସଫା ରହିଥାଏ  ଏବଂ ପେଟରେ ହେଉଥିବା ବିଭିନ୍ନ ପ୍ରକାର ସମସ୍ୟାକୁ ମଧ୍ୟ ଦୂର କରିଥାଏ । ଏହା ବ୍ୟତୀତି,  ସ୍ମରଣ ଶକ୍ତିର ମଧ୍ୟ ବୃଦ୍ଧି ଘଟିଥାଏ !

କିସମିସର ଉଚିତ ବ୍ୟବହାର ଦ୍ୱାରା ହଜମ ପ୍ରକ୍ରିୟା ଠିକ ଭାବରେ ହୋଇଥାଏ ଏବଂ କେଶ ଝଡିବା ସମସ୍ୟା ମଧ୍ୟ ଦୂର ହୋଇଥାଏ ।ଶରୀରର ତ୍ୱଚାଜନିତ ସମସ୍ୟା ଦୂର ହଇଥାଏ । ଶରୀରରେ PH ସ୍ତର ବୃଦ୍ଧି ଘଟେ, ଆଖିର ଦୃଷ୍ଟିଶକ୍ତି ମଧ୍ୟ ପ୍ରଖର ହୋଇଥାଏ । 

ସ୍ୱାସ୍ଥ୍ୟ ଜନିତ ଏହି ଅନୁଛେଦଟି ଆପଣଙ୍କୁ କିପରି ଲାଗିଲା Comment କରି ଜଣାନ୍ତୁ ।