ପରୀକ୍ଷା ଖାତା ଦେଖି ସାର ହୋଇଗଲେ ବେହୋସ, ଏମିତି ଉତ୍ତର ଲେଖିଲେ ସାରା ଓଡ଼ିଶାରେ ହେଲା ଭାଇରାଲ

test account

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପରିକ୍ଷା ଖାତା ଦେଖି ସାର ହୋଇଗଲେ ବେହୋସ ଛାତ୍ରଙ୍କର ଉତ୍ତର ଖାତା ସାର ଙ୍କୁ ବେହୋସ କରିଦେଲା ଏମିତି ଉତ୍ତର ଲେଖିଲେ ଯେ ଉତ୍ତର ଖାତା ସାରା ଓଡିଶା ରେ ଭାଇରଲ ହେଲା । ତେବେ କୋରନା ପରେ ସ୍କୁଲ ଖୋଲିଲା ପରିକ୍ଷା ମଧ୍ୟ ହେଲା ସ୍କୁଲ ଆସି ଛାତ୍ରଛାତ୍ରୀ ମାନେ ପରିକ୍ଷା ଦେଲେ ହେଲେ ଯେତେ ବେଳେ ପରିକ୍ଷା ଉତ୍ତର ଖାତା ସାର ଦେଖିଲେ ସେତେ ବେଳେ ସାର ଅଚାନକ ବେହୋସ ହୋଇଗଲେ ।

ପରିକ୍ଷା ଖାତା ରେ ଏମିତି କିଛି ଲେଖା ଥିଲା ଜାହାକୁ ସାର ସହଜ ରେ ଗ୍ରହଣ କରି ପାରି ନଥିଲେ । ହସିବେ ନା ରାଗିବେ କିଛି ବୁଝି ପାରୁ ନଥିଲେ ଏମିତି କଣ ପାଇଁ ହେଲା ଜାଣନ୍ତୁ । ତେବେ ଆଗ ଆପଣ ମାନେ ଏହି ଠାରେ ଦିଆଜାଇ ଥିବା ଉତ୍ତର ଖାତା ର ସ୍କ୍ରିନ ସର୍ଟ କୁ ଦେଖନ୍ତୁ ଏହା ପରେ ଆପଣ ମାନେ ଜାଣି ପାରିବେ ସାର ଏମିତି ହେଲେ କାହିଁକି । ତେବେ ଏହି ଖାତା ଟି ନବମ ଶ୍ରେଣୀ ରେ ପଢୁଥିବା କୈଣସି ଛାତ୍ରରର ଇତିହାସ ପ୍ରଶ୍ନ ଉତ୍ତର ଖାତା ପ୍ରଶ୍ନ ରହିଛି ଭାରତ କୁ କଣ ପାଇଁ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର ବୋଲି କୁହାଯାଏ ?

Test

ଆଉ ଏହି ପ୍ରଶ୍ନରେ ଛାତ୍ର ଜଣଙ୍କ ଉତ୍ତର ଦେଇଛନ୍ତି ଯେ ଭାରତ ଏକ ଧର୍ମ ନିରପକ୍ଷେତା ରାଷ୍ଟ୍ର ଏହିଥିରେ ଅନେକ ଧର୍ମାବଲମ୍ବୀ ଲୋକ ମାନେ ବସବାସ କରନ୍ତି । ତମ ସାଙ୍ଗେ ଆମ ଯୋଡି ଯେମିତି ଗୁଆ ଘିଅ ଆଉ ଅରୁଆ ଭାତ । ତମରି ଭଳିଆ ସୁନ୍ଦରୀର ମଣୀ ବାହା ହେବା ପାଇଁ ଛଟପଟ । ମୁଁ ମୁଢ଼ି ହେଲେ ତୁମେ ମିସ୍କଚର । ମୁଁ ଖଟା ହେଲେ ତମେ ବିଅର । ମୁଁ ଇଟିଲିକୁ ତମେ ସାମ୍ବର । ମୁଁ ମାଛ ହେଲେ ତମେ ବେସର । ଆରେ ଯେତେ ଝିଅ ଥିଲେ ମାଆରାଣ । ଯମା ତମ ପରି କେହି ନୁହଁ ଗୁଆ ଘିଅ ଗୁଆ ଘିଅ ଅରୁଆ ରୁ ଗୁଆ ଘିଅ ।

ଏତିକି ଲେଖି ସେ ଲେଖିଛନ୍ତି ଭାରତରେ ବିଭିନ୍ନ ପୂଜା ଓ ପର୍ବାଣୀ ହୁଏ ଏହିଥିରେ ସବୁ ଧର୍ମ ର ଲୋକ ସାମିଲ ହୁଅନ୍ତି । ଏତିକି ରେ ଶେଷ । ତେବେ ଏହି ପରି ଚାଲାଖ ଛାତ୍ର ମାନେ ବର୍ତମାନ ସମୟ ରେ ପରିକ୍ଷା ଖାତା ପୂରଣ କରିବାରେ ବ୍ୟସ୍ତ ରହୁଛନ୍ତି । ତେବେ ଏହାକୁ ନେଇ ଆପଣ ମାନଙ୍କର ମତାମତ କଣ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Prasidhi
Uncategorized

ବଡ଼ ହେଲା ପରେ କିପରି ଦିଶୁଛନ୍ତି ଏହି ଓଡ଼ିଆ ପ୍ରସିଦ୍ଧି ଶିଶୁକଳାକାର ଦେଖନ୍ତୁ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଲିଉଡ ର ଚାଇଲ୍ଡ ଅଭିନେତ୍ରୀ ପ୍ରସିଦ୍ଧି ନାୟକ ଙ୍କୁ ତ ଆପଣ ମାନେ ଭଲ ଭାବେ ଜାଣିଥିବେ । ଦିର୍ଘ ଦିନ ଧରି ଓଲିଉଡ ରେ ଅଭିନୟ କରି ଆସୁଛନ୍ତି ପ୍ରସିଦ୍ଧି । ତାହାଲେ ସେ ଓଡିଆ ସିନେମା ସହିତ ଓଡିଆ ସିରିଏଲ ରେ ବି ଅଭିନୟ କରିଛନ୍ତି । ମାତ୍ର 6 ବର୍ଷ ବୟସ ରୁ ହିଁ ଓଲିଉଡ ଇଣ୍ଡଷ୍ଟ୍ରୀ ରେ କାମ […]

ଅଧିକ ପଢ
Kalia Yojana
Uncategorized

ଆଜି ଆସିବ କାଳିଆ ଯୋଜନାରେ ଟଙ୍କା । ପାଇବାକୁ ହେଲେ କରନ୍ତୁ ଏହି କାମ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସିଲା ବଡ ଖୁସୀ ଖବର ଆଜି ଉତ୍କଳ ଦିବସ ଅବସର ରେ କାଳିଆ ଯୋଜନା ରେ ମିଳିବାକୁ ଯାଉଛି କାଳିଆ ଯୋଜନା ର କିସ୍ତି ଟଙ୍କା । ତେବେ କେଉଁ ଚାଷୀ ଙ୍କୁ ମିଳିବ କଣ ରହିଛି ସଂମ୍ପର୍ଣ୍ଣ ଅପଡେଟ ଆସନ୍ତୁ ଜାଣିନେବା ତା ଆଗରୁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ । ତେବେ କିଛି […]

ଅଧିକ ପଢ
Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ