ମୋତେ ଖରାପ କହିବା ଆଗରୁ ଅନ୍ୟ କୁ ଦେଖ, ମୋ ଭଳିଆ ହଜାର ହଜାର ଅଛନ୍ତି ଭୁବନେଶ୍ୱର ରେ, ତାଙ୍କୁ ତ କିଛି କହୁନ ମତେ କାଈ କହୁଛ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣମାନେ ନିଶା ମହାରଣା ଙ୍କୁ ବହୁତ ଭଲ ଭାବରେ ଜାଣିଥିବେ। ସେ ରିଲ୍ସ୍ କରି ସୋସିଆଲ ମିଡିଆରେ ଚର୍ଚ୍ଚା ରେ ରହିଛନ୍ତି । ହେଲେ ସେ ଯେଉଁ ଭଳି ଭାବରେ ଛୋଟ ଛୋଟ ଡ୍ରେସ୍ ପିନ୍ଧି ଅଭିନୟ କରିଥାନ୍ତି । ଅନେକ ଦର୍ଶକ ମାନଙ୍କୁ ଭଲ ଲାଗୁ ନାହିଁ । ବର୍ତ୍ତମାନ ନିଶା ଏକ ସାକ୍ଷାତକାର ରେ କହିଛନ୍ତି କି ଭୁବନେଶ୍ୱର ରେ ଏବେ ପୁରୁଷ ବେ-ଶ୍ୟା ଙ୍କ ଡିମାଣ୍ଡ ଅଧିକ ରହିଛି । ଆଗ ଯୁଗରେ ଏସବୁ କିଛି ନଥିଲା । ହେଲେ ଏବେ ଲୋକମାନେ କିଏ ଛିଡ଼ା ହୋଇଥିଲେ ମଧ୍ୟ ଯାହାକୁ ଦେଖିବେ ସେମାନେ କିସ୍ କରି ଦେଉଛନ୍ତି । ଏସବୁ ନିଶା ତାଙ୍କ ନିଜ ଆଖିରେ ଦେଖୁଛନ୍ତି ।

ହେଲେ ଏହି ପରି କଥା ଯେତେବେଳେ ସେ କହୁଛନ୍ତି ଦର୍ଶକ ମାନେ ତାଙ୍କୁ ନାରୀ ଜାତି ପାଇଁ କଳଙ୍କ ବୋଲି କହୁଛନ୍ତି । ଯେଉଁ ନାରୀ ପାଟି ଫିଟାଇବେ ଏବଂ କହିବେ ଯେଉଁ ନାରୀ ଦେଖିବେ ସେହି ନାରୀ ଦୁନିଆ ପାଇଁ ହେଉଛନ୍ତି ଖରାପ । ଯେଉଁ ଝିଅ ବୋହୁ ମାନେ ସାଲୁଆର କୃତି ପିନ୍ଧି ରାତିରେ ଶୋଇ ପଡୁଛନ୍ତି ଟୋକା ପାଖରେ ସକାଳେ ଧୋଇ ଦେଇ ବାହାରି ଯାଉଛନ୍ତି ସେମାନେ ହେଲେ ସତି ସାବିତ୍ରୀ ।

ଆପଣ ମାନେ ଏହି ମାଣୀ ବିହାର ରେ ଦେଖିବେ ଯେଉଁ ମାଇକିନା ମାନଙ୍କ ଘଇତା ସବୁ ବାହାରେ ଅଛନ୍ତି ସେହି ମାଇକିନା ମାନେ ଟୋକା ସବୁ ନେଇକି ଯାଉଛନ୍ତି । ନାଁ ଏଇଟା ମିଛ କଥା ଏହାକୁ କଣ କେହି ଜାଣି ନାହାଁନ୍ତି ନାଁ ଏହି ସବୁ ଭୁବନେଶ୍ୱରରେ ଲୁଚା ଛପା ରହିଛି । ଆଉ ସେ ଯାତ୍ରା କଣ ମତେ କେହି ବ୍ଲୁ ଫିଲ୍ମ କରିବା ପାଇଁ ଅଫର ଦେବ ମୁଁ କରିବି ଆଉ ନହେଲେ ସନିଲିୟନୀ କେମିତି ହେବି ।

nisha

ଆଉ ମୁଁ ଗୋଟେ ମସଲା ମାର୍କା ଟୋକି ହୋଇ ବାହାରିବି ଓଡିଶାରେ ଛୋଟ ବେଳୁ ଆଜି ପର୍ଯ୍ୟନ୍ତ କେବଳ ମୁଁ ମୋ ଇଚ୍ଛାରେ ହିଁ କାମ କରି ଆସିଛି । ଆଉ ସମସ୍ତେ ଯେଉଁ କହୁଛନ୍ତି ବିବାଦିୟ ଉପର କୁ ଆସିବ ଆସିଲେ କଣ ହେବ ମୁଁ କୋଣ୍ଟ୍ରଭର୍ସି ର ଶୀକାର ହେବି । ଆଉ ଯୁବ ପୀଢି କଣ ଆଜିର ସମୟ ରେ ଭଲ ରହିଛନ୍ତି ଆଜିର ସମୟ ରେ ଯେତେ ବି ଟୋକା ରହିଛନ୍ତି ସେମାନେ ଷଷ୍ଟ ରୁ ନଷ୍ଟ ଅଟନ୍ତି । କେହି ଏଠାରେ ସତ୍ୟବାନ ପୁରୁଷ ରହିଛି ଟିକିଏ ଦେଖେଇ ପାରିବେ ।

ଏମିତି କେହି ନାହାଁନ୍ତି ଯିଏ ସତ୍ୟବାନ ହୋଇଥିବ ଆଉ ଯଦି ମୁଁ ଦେଖେଇ ଦେଲି ତେବେ କଣଟା ଅଧିକ ହୋଇଗଲା । ସମସ୍ତେ କରୁଛନ୍ତି ମୁଁ ବି କଲି ଆଉ ମତେ ଯେଉଁ ଖରାପ ବୋଲି କହୁଛନ୍ତି ସେହି ସବୁ କହିବାରେ ମତେ କିଛିବି ଫରକ ପଡୁନାହିଁ । ଆଉ ଯେଉଁ ଝିଅ ବୋହୁ ମାନେ ସାଲୁଆର କୃତି ପିନ୍ଧି ରାତିରେ ଶୋଇ ପଡୁଛନ୍ତି ଟୋକା ପାଖରେ ସକାଳେ ଧୋଇ ଦେଇ ବାହାରି ଯାଉଛନ୍ତି ସେମାନେ ହେଲେ ସତି ସାବିତ୍ରୀ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Prasidhi
Uncategorized

ବଡ଼ ହେଲା ପରେ କିପରି ଦିଶୁଛନ୍ତି ଏହି ଓଡ଼ିଆ ପ୍ରସିଦ୍ଧି ଶିଶୁକଳାକାର ଦେଖନ୍ତୁ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଲିଉଡ ର ଚାଇଲ୍ଡ ଅଭିନେତ୍ରୀ ପ୍ରସିଦ୍ଧି ନାୟକ ଙ୍କୁ ତ ଆପଣ ମାନେ ଭଲ ଭାବେ ଜାଣିଥିବେ । ଦିର୍ଘ ଦିନ ଧରି ଓଲିଉଡ ରେ ଅଭିନୟ କରି ଆସୁଛନ୍ତି ପ୍ରସିଦ୍ଧି । ତାହାଲେ ସେ ଓଡିଆ ସିନେମା ସହିତ ଓଡିଆ ସିରିଏଲ ରେ ବି ଅଭିନୟ କରିଛନ୍ତି । ମାତ୍ର 6 ବର୍ଷ ବୟସ ରୁ ହିଁ ଓଲିଉଡ ଇଣ୍ଡଷ୍ଟ୍ରୀ ରେ କାମ […]

ଅଧିକ ପଢ
Kalia Yojana
Uncategorized

ଆଜି ଆସିବ କାଳିଆ ଯୋଜନାରେ ଟଙ୍କା । ପାଇବାକୁ ହେଲେ କରନ୍ତୁ ଏହି କାମ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସିଲା ବଡ ଖୁସୀ ଖବର ଆଜି ଉତ୍କଳ ଦିବସ ଅବସର ରେ କାଳିଆ ଯୋଜନା ରେ ମିଳିବାକୁ ଯାଉଛି କାଳିଆ ଯୋଜନା ର କିସ୍ତି ଟଙ୍କା । ତେବେ କେଉଁ ଚାଷୀ ଙ୍କୁ ମିଳିବ କଣ ରହିଛି ସଂମ୍ପର୍ଣ୍ଣ ଅପଡେଟ ଆସନ୍ତୁ ଜାଣିନେବା ତା ଆଗରୁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ । ତେବେ କିଛି […]

ଅଧିକ ପଢ
Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ