ବୀୟର ପିଇବା ଦ୍ୱାରା ହୋଇଥାଏ ଚମତ୍କାର ଫାଇଦା ।

Spread the love

ଏହି ବ୍ୟସ୍ତମୟ ଦୁନିଆରେ ସମତେ ପ୍ରାୟତଃ ନିଜ କାମରେ ବ୍ୟସ୍ତ ରୁହନ୍ତି ନଚେତ କୌଣସି କାର୍ଯ୍ୟକୁ ନେଇ ଚିନ୍ତିତ ରୁହନ୍ତି ! ଅଧିକାଂଶ ଲୋକ ଏହି ନିଜର କାର୍ଯ୍ୟ ଓ ଚିନ୍ତା ମୁକ୍ତି ପାଇବା ପାଇଁ ବେଳେ ବେଳେ ବିୟର ସେବନ କରନ୍ତି ! ଆପଣ ସମସ୍ତେ ଜାଣିଥିବେ ଦୁନିଆରେ ବୀୟରର ସେବନ କରିବା ଏକ ସାଧାରଣ କଥା ହୋଇଗଲାଣି । ବୀୟର ସେବନ କରିବା କିଛି ଖରାପ କଥା ନୁହଁ କିନ୍ତୁ ଯଦି ଆପଣ ବୀୟରକୁ ଅତିରିକ୍ତ ମାତ୍ରାରେ ସେବନ କରିବା ଦ୍ୱାରା ଶରୀର ପ୍ରତି ବହୁତ ହାନିକାରକ ହୋଇ ଥାଏ ! କିନ୍ତୁ ଆଜି ଆପଣଙ୍କୁ ବୀୟରର କିଛି ଏମିତି ଫାଇଦା ବିଷୟରେ କହିବୁ ଯାହା ଆପଣ ଆଗରୁ କେବେ ଶୁଣି ନଥିବେ ।ବୈଜ୍ଞାନିକଙ୍କ ଦ୍ୱାରା କୁହାଯାଇଥାଏ ଯେ ବୀୟର ଭିତରେ ସେସବୁ ଗୁଣ ଥାଏ ଯାହା କମଳା ରସ ଭିତରେ ରହିଥାଏ। ଆସନ୍ତୁ ଜାଣିବା ବୀୟର ସେବନ କରିବା ଦ୍ୱାରା ଆମ ଶରୀରକୁ କଣ ଲାଭ ମିଳିଥାଏ:-

ବୀୟର ସେବନ ଦ୍ୱାରା ଶରୀରକୁ ମିଳୁଥିବା ଫାଇଦା :

● କୋଲେସ୍ଟ୍ରୋଲକୁ କମ୍ କରିଥାଏ :

ଏକ ଗବେଷଣାରୁ ଜଣାପଡିଲା ଯେ ଯେଉଁ ଲୋକମାନଙ୍କୁ ହାଇ କୋଲେସ୍ଟ୍ରୋଲର ସମସ୍ୟା ରହିଥାଏ ତ ଏହି ଲୋକ ମାନେ ଯଦି ସନ୍ତୁଳିତ ମାତ୍ରାରେ ବୀୟର ର ସେବନ କରନ୍ତି ତେବେ ସେମାନଙ୍କ କୋଲେସ୍ଟ୍ରୋଲ ର ସ୍ତର କମ୍ ହୋଇଥାଏ ।

● ହାର୍ଟ ଅଟେକ୍ ରୁ ମୁକ୍ତି

ଯାହା ବିଲକୁଲ ଲାଇଟ ଅର୍ଥାତ ହଲକ୍କି ବୀୟର ହୋଇଥାଏ ତ ସେହି ଭିତରେ ଭିଟାମିନ B ପାଇବାକୁ ମିଳିଥାଏ ଏତତ୍ ବ୍ୟତୀତ ଏହା ଭିତରେ ଫୋଲିକ ଏସିଡ୍ ଅଧିକ ମାତ୍ରାରେ ରହିଥାଏ ଯାହା କୌଣସି ବ୍ୟକ୍ତିକୁ ହାର୍ଟ ଅଟେକ୍ ଅସିବାରୁ ବଞ୍ଚାଇବା ପାଇଁ ବହୁତ ଫାଇଦା ହୋଇଥାଏ ।

● କ୍ୟାନ୍ସର (Cancer) ଠାରୁ ଦୂରେଇ ରଖିଥାଏ :

ବୀୟର ଭିତରେ ଅଧିକ ମାତ୍ରାରେ ଏମିତି ବହୁତ ତତ୍ୱ ରହିଥାଏ ଯାହା କେଂସର ଭଳି ଏକ ଗମ୍ଭୀର ରୋଗ ଠାରୁ ବଞ୍ଚାଇ ରଖିବାରେ ଫାଇଦା ହୋଇଥାଏ କିନ୍ତୁ ଏହି କଥାର ଆପଣଙ୍କୁ ଧ୍ୟାନ ରଖିବା ଦରକାର ଯେ ବୀୟର ର ସେବନ ପୁରା ସନ୍ତୁଳିତ ମାତ୍ରାରେ କରିବା ଉଚିତ । ଏହାର ଅଧିକ ମାତ୍ରାରେ ସେବନ କରିବା ଆପଣଙ୍କ ଶରୀର ପ୍ରତି ହାନିକାରକ ହୋଇଥାଏ।

● କିଡନୀ ଷ୍ଟୋନକୁ ବାହାର କରିଥାଏ :

କିଡନୀ ଷ୍ଟୋନକୁ ବାହାର କରିବା ପାଇଁ ଡ଼କ୍ଟରମାନେ ମଧ୍ୟ ପରାମର୍ଶ ଦେଇଥାନ୍ତି । ଏକ ଔଷଧ ଭଳି କାମ କରିଥାଏ । ଏହାର ସନ୍ତୁଳିତ ମାତ୍ରାରେ ସେବନ ଶରୀର ପ୍ରତି ବହୁତ ଲାଭଦାୟକ ହୋଇଥାଏ ।