ଏହି ୩ଟି କାରଣରୁ କିନ୍ନର ସନ୍ତାନ ଜନ୍ମ ହୁଅନ୍ତି । ୩ୟ କାରଣଟି ମୁଖ୍ୟ କାରଣ ଅଟେ ….

Spread the love

ଗୋଟିଏ କିନ୍ନରକୁ ବଞ୍ଚିବା ପାଇଁ ବହୁ ଅସୁବିଧାର ସାମ୍ନା କରିବାକୁ ପଡେ । କିନ୍ନରମାନଙ୍କୁ ସମାଜରେ ପୁରୁଷ କିମ୍ବା ସ୍ତ୍ରୀ କୌଣସି ପ୍ରକାରରେ ଗୁରୁତ୍ଵ ଦିଆଯାଇନଥାଏ । ଅର୍ଥାତ କିନ୍ନର ନା ପୁରୁଷ ନା ସ୍ତ୍ରୀ ଅଟନ୍ତି । କିନ୍ନରମାନଙ୍କୁ ସମାଜରେ ଭିନ୍ନ ରୂପରେ ଦେଖନ୍ତି । ଅତୀତରେ କିନ୍ନରମାନେ ମାଗିଯାଚି ନିଜ ଗୁଜୁରାଣ ମେଣ୍ଟାଇଥାନ୍ତି । ଆଜି ଆମେ ଆପଣମାନଙ୍କୁ ଜଣାଇବୁ, କେଉଁ ତିନୋଟି କାରଣ ଯୋଗୁଁ କିନ୍ନର ସନ୍ତାନ ଜନ୍ମ ହୁଅନ୍ତି । ଆସନ୍ତୁ ଜାଣିବା :

ବିବାହ ପରେ ସନ୍ତାନର ସୁଖ ପାଇବା ସମସ୍ତ ବିବାହିତା ଦମ୍ପତିଙ୍କ ଇଚ୍ଛା ଥାଏ । ତେଣୁ ଗର୍ଭ ଧାରଣ କରିବା ପରେ ନିଜକୁ ଓ ନିଜ ଗର୍ଭରେ ବଢୁଥିବା ସନ୍ତାନକୁ ଉଭୟ ସ୍ଵାମୀ ଓ ସ୍ତ୍ରୀ ଯତ୍ନ ନିଅନ୍ତି ।

1) କୌଣସି ରୋଗରେ ପୀଡିତ ହେବା :

ଗର୍ଭବତୀ ହେବାର 3ମାସ ପରେ ସନ୍ତାନର ବିକାଶ ହୁଏ । ଏହି ସମୟରେ ଯଦି ଗର୍ଭବତୀ ମହିଳା ଜଣକ କୌଣସି ରୋଗରେ ପୀଡ଼ିତ ହୁଅନ୍ତି; ତାହାହେଲେ ଗର୍ଭରେ କିଛି ପରିଵର୍ତନ ହୋଇଥାଏ । ଯାହା ଦ୍ୱାରା ଗର୍ଭସ୍ଥ ସନ୍ତାନରେ ସ୍ତ୍ରୀ ଓ ପୁରୁଷ ଉଭୟଙ୍କ ଲକ୍ଷଣ ମିଳେ । ଏହି କାରଣରୁ କିନ୍ନର ସନ୍ତାନ ଜନ୍ମ ହୋଇଥାନ୍ତି ।

2: ଔଷଧର କୁପ୍ରଭାବ :

ଗର୍ଭବତୀ ସମୟରେ ଅନେକ ସ୍ତ୍ରୀ ଜ୍ୱରର ଶିକାର ହୋଇଥାନ୍ତି; ଫଳରେ ଜ୍ଵରରୁ ମୁକ୍ତି ପାଇବା ପାଇଁ ଔଷଧ ଖାଇବା ଦ୍ଵାରା ଔଷଧର କୁପ୍ରଭାବ ଫଳରେ, ଗର୍ଭସ୍ଥ ସନ୍ତାନ କିନ୍ନର ହୋଇପାରେ । ତେଣୁ ଗର୍ଭ ସମୟରେ ଡାକ୍ତରଙ୍କ ପରାମର୍ଶ ନେଇ ଔଷଧ ଖାଇବା ଆବଶ୍ୟକ ଅଟେ ।

3: ଗର୍ଭପାତ ଔଷଧ ଖାଇବା ଫଳରେ କିନ୍ନର ସନ୍ତାନ ଜନ୍ମ ହୋଇଥାନ୍ତି :

ଯଦି କୌଣସି ମହିଳା ଗର୍ଭଧାରଣ କରିବା ପରେ ଗର୍ଭପାତ କରିବା ପାଇଁ ଔଷଧ ଖାଆନ୍ତି; ତେବେ ଗର୍ଭସ୍ଥ ସନ୍ତାନ କିନ୍ନର ହୋଇ ଜନ୍ମ ହେବାର ଯଥେଷ୍ଟ ସମ୍ଭାବନା ଥାଏ । ତେଣୁ ଗର୍ଭପାତ ଔଷଧ ଖାଆନ୍ତୁ ନାହିଁ ।