ସୁନ୍ଦରୀ, ଧୋକା ଦେଉଥିଲେ ସାବଧାନ I ପ୍ରେମିକା ସହ ପୁରା ପରିବାର ଗିରଫ

love

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏଇ ପ୍ରେମିକା ମାନେ ନିଜକୁ ନିଜେ କଣ ଭାବୁଛନ୍ତି କି । ଏମିତି କିଛି ପ୍ରଶ୍ନ ଉଠୁ ଥିବା ବେଳେ ପୋଲିସ କିନ୍ତୁ ସମସ୍ତ ଙ୍କୁ ଗିରୋଫ କରିଛି । କେବଳ ପ୍ରେମିକା ନୁହେଁ ପ୍ରେମିକା ର ପରିବାର କୁ ମଧ୍ୟ ଗିରୋଫ କରିଛି । ହଁ ବନ୍ଧୁଗଣ ନିତି ଖବର କାଗଜ ଲେଉଟାଇଲେ ବା ଟିଭି ର ରିମୋର୍ଟ ଚିପିଲେ ଗୋଟିଏ ପ୍ରତାରଣା ରେ ପ୍ରେମିକ ଟିଏ ଜିବନ ହାରି ଦେଇଛି । କିନ୍ତୁ ପ୍ରେମିକା ନାମ ରେ 306 ଦଫା ଲାଗିଛି । ହେଲେ ପ୍ରେମିକା ଉପରେ କୈଣସି ବି କାର୍ଯ୍ୟାନୁଷ୍ଟାନ ଗ୍ରହଣ କରୁ ନାହିଁ ପୋଲିସ ।

ହେଲେ ଏମିତି କ୍ଷେତ୍ରରେ ବାଃ ବାଃ ରେ ପୋଲିସ ସତ କଣ ଜାଣିଲା ଆଉ ପ୍ରେମିକା ସହିତ ପ୍ରେମିକ ର ସଂମ୍ପର୍ଣ୍ଣ ପରିବାର କୁ ଥାନା କୁ ଟାଣି ଆଣିଲା । ତା ପରେ ଲୋକେ କହୁଛନ୍ତି ବାଃ ବାଃ ରେ ପୋଲିସ । ବନ୍ଧୁଗଣ ପ୍ରେମିକା ମାନେ ମିଠା ମିଠା କଥା କହି ପ୍ରେମିକ କୁ ଫସେଇବା ପରେ ତା ପରେ ଜିବନ ର କଣ୍ଟା ବୋଲି ଭାବି ନିଅନ୍ତି ପ୍ରେମିକ ଙ୍କୁ ସବୁ ଦିନ ପାଇଁ ସେ ରାସ୍ତାରୁ ହଟେଇବା ପାଇଁ ଯୋଜନା କରନ୍ତି । ଆଉ କେହି କେହି ସଫଳ ହୋଇ ଜାଆନ୍ତି ।

boy

ଠିକ୍ ଯେମିତି ଏହି ପ୍ରେମିକା ଜଣଙ୍କ ବି ସଫଳ ହୋଇଥୁିଲେ । ପ୍ରଥମେ ଘରକୁ ଡାକି କୋଲଡ୍ରୀଙ୍କ୍ସ ରେ ବିଷ ଦେଇ ଦେଇ ଥିଲେ । ଆଉ ଯେତେ ବେଳେ ପ୍ରେମିକ ଜଣଙ୍କ ଗୁରୁତ୍ୱର ହୋଇ ଡାକ୍ତରା ଖାନା ରେ ପହଁଚି ଥିଲେ ସେତେ ବେଳେ ସେତେ ବେଳେ ପ୍ରେମିକା ଫୋନ କରିଥିଲେ ଏଯାଏ ତମର କିଛି ହୋଇ ନାହିଁ । ଯଦି ହୋଇ ନାହିଁ ତେବେ ତମେ ଏମିତି କରିଦିଅ ଆଉ ତମର ଏହି ଅବସ୍ଥା ପାଇଁ ମୁଁ ଦାୟୀ ।

ବନ୍ଧୁଗଣ ଏମିତି ସୁଣିବା ପରେ ଡାକ୍ତର ଖାନା ବେଡ ରେ ସେ ପ୍ରେମିକ ର କଣ ହୋଇଥିବ ଆପଣ ଥରେ ଭାବନ୍ତୁ । ଆଉ ତା ପରେ କୁଆଡେ ସେ ଜିବନ ହାରି ଦେଇଥିଲେ । ଆଉ ତା ପରେ ପୋଲିସ ସବୁ କଥା ଜାଣି ପାରିଲା ପୂରା ଘଟଣା ର ପର୍ଦ୍ଦାଫାସ କରି ପ୍ରେମିକା ଏବଂ ପ୍ରେମିକା ର ପୂରା ପରିବାର କୁ ଥାନା କୁ ଟାଣି ଆଣିଲା । ଆଉ ଏହାକୁ ଦେଖିବା ପରେ ଲୋକେ କହୁଛନ୍ତି ବାଃ ବାଃ ରେ ପୋଲିସ ।

ତେବେ ଏମିତି ଏକ ଘଟଣା ଉତ୍ତର ପ୍ରଦେଶ ରେ ଦେଖିବା ପାଇଁ ମିଳିଥିବା ବେଳେ ଏହି ଘଟଣା ଏବେ ସେହି ଅଞ୍ଚଳ ରେ ଚର୍ଚ୍ଚା ର ବିଷୟ ପାଲଟିଛି । ତେବେ ଏହାକୁ ନେଇ ଆପଣ ମାନଙ୍କ ମତାମତ କଣ ନିଶ୍ଚିତ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *