ନିଶା ଖାଇ ଅଭଦ୍ରଙ୍କ ଭଳି ହେଉଛନ୍ତି ବସ୍ତି ପିଲାମାନେ । ଏମିତି କିଛି କହିଲେ ମହିଳା ଜଣଙ୍କ…

ba

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ BDA ପାର୍କରେ ନିଶ୍ଚିତ ଗୋଟେ ସିକ୍ୟୁରିଟି ବ୍ୟବସ୍ଥା ରଖିବା ଦରକାର । ପାର୍କ ରେ ଲୋକ ଯିବା ଆସିବା ର ସଠିକ୍ ସମୟ ରହିବା ଦରକାର ଏବଂ କିଏ କେତେ ବେଳେ ଆସୁଛି ଦେଖୁିବାର ନାହିଁ । ଏବଂ ସେଠାରେ ବସ୍ତି ପିଲା ମାନେ ଆସି ଯେଉଁ ପ୍ରକାରର ରିଲ୍ସ ବନାଉଛନ୍ତି । ସେମାନେ ଭାବୁଛନ୍ତି ସେମାନେ ରିଲ୍ସ ବନେଇ ଷ୍ଟାର ବନିଯିବେ । ସେମାନେ ସେଠାରେ ନିଶା ଖାଇ ରିଲ୍ସ ବନାଉଛନ୍ତି । ଏବଂ କ୍ଲାସ୍ ୱାନ ର ପିଲା ମାନେ ଆଉ କଣ ଜାଣିଥିବେ ।

ଡ୍ରାଇଭର ଗୁଡାକ ବହୁତ ଭଲ ସେମାନଙ୍କ ଭରସା ଆମେ ମାନେ ସେମାନଙ୍କ ପାଖରେ ଆମର ପିଲା ମାନଙ୍କୁ ଛାଡୁ । ଏମିତି ବେଳେ ତାଙ୍କୁ ଅଟକେଇ ପିଟା ପିଟି କରି ପିଲା ମାନଙ୍କୁ ସେମାନେ ଏତେ ପେନିକ୍ କରିଦେଇଛନ୍ତି । ଏବଂ ଡରିକି ସେମାନଙ୍କୁ କହିଛନ୍ତି ଅଙ୍କଲ ଆମକୁ ଛାଡି ଦିଅନ୍ତୁ ହେଲେବି ସେମାନେ ତାଙ୍କୁ ଛାଡି ନାହାଁନ୍ତି । ଆଉ ପାଖରେ ଜଣେ ଲେଡି ଥିଲେ ସେ ବି ଅଟକେଇବା ପରେ ସେ ଲେଡି କୁ ସେମାନେ ପେଲି ପିଟା ପିଟି କରିଛନ୍ତି ।

basti

ଏମିତି ହେଲା ପରେ ପିଲା ମାନେ ଏତେ ପରିମାଣ ରେ ଡରି ଜାଇଛନ୍ତି ସେମାନେ ବି ଆଉ ଖାଇ ପିଇ ପାରୁ ନାହାଁନ୍ତି । ତେବେ ଆମର ଏଇଟା ରିକ୍ୟୁଏଷ୍ଟ ଅଟେ କି ଆପଣ ମାନେ ପାର୍କ ବନଉଛନ୍ତି ବନାନ୍ତୁ । ହେଲେ ସେହି ପାର୍କରେ ସେଫ୍ଟି ସୁିଷ୍ଟମ୍ ର ବି ଟିକେ ଧ୍ୟନ ରଖନ୍ତୁ । ଆଉ ପିଲା ମାନଙ୍କ ସହିତ ସେମାନେ ଯଦି ଦିନ ଦ୍ୱିପ୍ରହରରେ କରିବେ ତେବେ କଣ କରାଜାଇ ପାରିବ ।

ଏମିତି କରିବା ମୋଟେ ବି ଠିକ୍ ନୁହେଁ ସମାଜ ଉପରେ ବହୁତ ପ୍ରେସର ପକେଇବ ଏବଂ ଏମିତି ଅଭଦ୍ର ପିଲା ମାନଙ୍କ ପାଇଁ ଏହି ସବୁ ହେଉଛି ସେମାନଙ୍କ ଡ୍ରକ୍ସ ଖାଇବା ପରେ ନିଶା ରେ ସେମାନେ ନିଜର ହିତାହୀତ ଜ୍ଞାନ ଭୁଲି ଜାଉଛନ୍ତି । ଆଉ ନିଶା ଖାଇବା ପରେ ସେମାନେ ଭାବୁଛନ୍ତି ସେମାନଙ୍କର ମର୍ଦାଙ୍ଗି ଆସିଗଲା ସେମାନେ ଜାହା କରି ପାରିବେ ଆଉ । ତେବେ ଆମର ରିକ୍ୟୁଷ୍ଟ ପୋଲିସ ଏହା ଉପରେ କୈଣସି କାର୍ଯ୍ୟାନୁଷ୍ଟାନ ଗ୍ରହଣ କରନ୍ତୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *