
ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏହିଥର ବଦଲ୍ଲା ନେବେ ଅନୁଭବ ମହାନ୍ତି । ତେବେ ଏହି ଉପରେ ସଂମ୍ପର୍ଣ୍ଣ ବିଷୟ ଟି କୁ ଜାଣିବାକୁ ହେଲେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ । ଓଲିଉଡ ସୁପର ଷ୍ଟାର ଅନୁଭବ ମହାନ୍ତି କେମିତି ପ୍ରେମକୁ କରୁଛନ୍ତି ଟାର୍ଗେଟ । ଆଉ ସେ ପୁଣି ତାଙ୍କର ପ୍ରଥମ ସ୍ତ୍ରୀ ବର୍ଷା ପ୍ରିୟଦର୍ଶନି ଙ୍କୁ ତେବେ ଆପଣ ମାନେ ବହୁତ ଭଲ ଭାବେ ଜାଣିଥିବେ ସୁପର ଷ୍ଟାର ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶନୀ ଗୋଟିଏ ରୁମରେ ଗୋଟିଏ ଘରେ ରହୁଥିଲେ ।
ହେଲେ ବର୍ତମାନ ସମୟ ରେ ସେମାନଙ୍କର କଣ ହେଲା ଯେ ସେମାନେ ଅଲଗା ହୋଇଗଲେ ଆଉ ଦୁହେଁ ଦୁହିଁଙ୍କୁ ଆଜିର ଦିନରେ ଆଖି ପକେଇ ଅନଉ ନାହାଁନ୍ତି । ଆଉ ବର୍ତମାନ ସମୟ ରେ ସୁପର ଷ୍ଟାର ଅନୁଭବ ମହାନ୍ତିଙ୍କର ଫିଲ୍ମ ଆସୁଛି ଲଭ ଇନ ଲଣ୍ଡନ । ଏହା ତାଙ୍କର ରିୟଲ ଲଭ ଷ୍ଟୋରୀ ଉପରେ ଆଧାରିତ ଅଟେ ହେଲେ ଏହା ପରେ ଆସୁଛି ରାବଣ ଫିଲ୍ମ ।
ତେବେ ଅନୁଭବ ମହାନ୍ତି ଙ୍କ କହିବା ଅନୁସାରେ ତାଙ୍କୁ ଆଉ ବର୍ଷାଙ୍କୁ ବହୁତ ଫିଲ୍ମ ରେ ଲଭ ସିକ୍ୟୁଏନ୍ସ କରୁଥିବାର ଦେଖିବା ପାଇଁ ପାଇଥିବା ବେଳେ ଏବେ ମୁଁ ରିଏଲ ଲାଇଫ ରେ କେମିତି ରାବଣ ବନି ଜାଉଛି । ତେବେ ବନ୍ଧୁଗଣ ବର୍ତମାନ ସମୟ ରେ ସୁପର ଷ୍ଟାର ଅନୁଭବ ମହାନ୍ତି ଙ୍କ ଏକ ଭିଡ଼ିଓ ବହୁତ ପରିମାଣ ରେ ଭାଇରଲ ହେଉଥିବା ବେଳେ ସେ ଏକ କଫି ସପ୍ ରେ କଫି ପିଇ ସେ ଲଭ ଚିତ୍ରକୁ କେମିତୁ ଛୁରୀ ରେ ଆଟାର୍କ କରୁଛନ୍ତି ।
ଏହା ହେଉଛି ବର୍ଷା ପ୍ରିୟ ଦର୍ଶନୀ ଙ୍କୁ ଆକ୍ଷେପ କରି ଏହି ପରି କରିଥିବା ବେଳେ ସେ ଲଭରେ ବହୁତ ଧୋକା ଖାଇଥିଲେ ଯେଉଁଥି ପାଇଁ ଆଜି ସେ ଏହି ଦୁଃଖ କୁ ନିରବ ଭାବେ ପ୍ରକାଶ କରିବା ପାଇଁ ଜାଇ ଏହି ପରି ଭାବେ ସେ ଏମିତି ଲଭ ଇନ ଲଣ୍ଡନ ର ଫିଲ୍ମ ର ସୁକ୍ୟୁଏନ୍ସ ରେ ଦେଖେଇବାକୁ ଚାହୁଁଛନ୍ତି । ତେବେ ଆପଣ ମାନଙ୍କୁ ଅନୁଭବ ମହାନ୍ତ ଏବଂ ବର୍ଷା ପ୍ରିୟଦର୍ଶନୀ ଙ୍କ ଯୋଡି କେମିତି ଲାଗେ ନିଶ୍ଚିତ କମେଣ୍ଟ କରି ଜଣେଇ ଦେବେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।