ଅନୁଭବଙ୍କ କଥା ମାନିନେଲେ ବର୍ଷା । ଦୁଇ ଜଣଙ୍କ ମଧ୍ୟରେ ହେଲା ବଡ ନିଶ୍ପତି

Anubhav Mohanty

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ତେବେ ବାପା ଙ୍କ ସ୍ୱାସ୍ଥ ଅବସ୍ଥା ଖରାପ ଥିବାରୁ ଅନୁଭବ ଦିଲ୍ଲୀ ରୁ ଓଡିଶା ଆସିଥିଲେ । 14 ତାରିଖ ରେ ଅନୁଭବ ବର୍ଷା ଙ୍କ ବିବାଦ ଅନ୍ତ ଘଟେଇବା ପାଇଁ ଅନୁଭବ ଚୁଇଟ କରି ବର୍ଷାଙ୍କୁ ଅନୁରୋଧ କରିଥିଲେ । ଆଉ ପୁଣି ଗୋଟେ ଦିନ ପରେ ଅନୁଭବ ଙ୍କ ଟୁଇଟ ସାମ୍ନାକୁ ଆସିଥିଲା । ICU ରେ ବାପା ଙ୍କ ସ୍ୱାସ୍ଥ ଅବସ୍ଥା ବୁଝି ଆସିବା ପରେ ଅନୁଭବ ବର୍ଷାଙ୍କୁ ଟାର୍ଗେଟ କରିଥିଲେ ।

ଅନୁଭବ ଲେଖିଥିଲେ ଯେ ମୁଁ ଜଣେ ମଣିଷ ଭାବେ ମହିଳା ଶଶକ୍ତି କରଣ ପାଇଁ ମଜବୁତ ଭାବେ ଛି଼ଡା ହୋଇଛି । କିନ୍ତୁ ଆଉ ମୁଁ ସବୁ ବେଳେ ନାରୀ ମାନଙ୍କର ଶଶକ୍ତି କରଣ ପାଇଁ ଆଗଭର ରହିଥାଏ । ହେଲେ ଏମିତି ନାରୀ ଯେଉଁ ମାନେ ନିଜର ଫାଇଦା ଉଠେଇଥାନ୍ତି । ସେମାନଙ୍କ ସପକ୍ଷରେ ମୁଁ କେବେବି ଆସେ ନାହିଁ । ସେ ନାରୀ ହୁଅନ୍ତୁ ବା ପୁରୁଷ ଯେଉଁ ମାନେ ଖରାପ କାମ କରନ୍ତି ବା ଯେଉଁ ମାନେ ନିଜର ପାୱର କୁ ଖରାପ ବ୍ୟବହାର କରନ୍ତି ସେମାନଙ୍କ ସାଥିରେ ମୁଁ କେବେବି ହେଲେ ନାହିଁ ବୋଲି କହିଛନ୍ତି ଅନୁଭବ ମହାନ୍ତି ।

ଅନୁଭବ ମହାନ୍ତି ଙ୍କ ବାପା ଙ୍କ ଦେହ ବହୁତ ଖରାପ ହୋଇଥିଲା ଆଉ ଏହି କାରଣ ରୁ ତାଙ୍କୁ ହସ୍ପିଟାଲ ର ICU ରେ ଭର୍ତ୍ତି କରାଜାଇଛି। ତାହାଲେ ଅନୁଭବ ମହାନ୍ତି ନିଜ ବାପା ଙ୍କୁ ହସ୍ପିଟାଲ ରେ ଆ଼ଡମିଟ କରି ସାରି ସେ ପୋଷ୍ଟ କରିଥିଲେ ଯେଉଁଥିରେ ଅନୁଭବ ମହାନ୍ତି ବର୍ଷା ଙ୍କୁ ଅନୁରୋଧ କରିଛନ୍ତି । ଆଉ ବାପା ଙ୍କ ଶେଷ ସମୟ ରେ ମୁଁ ତାଙ୍କୁ ଖୁସୀ ଦେବା ପାଇଁ ଚାହେଁ ।

anubhav

ଦୟାକରି ଆମେ ଅଲଗା ହୋଇଯିବା ଭଲରେ ଭଲରେ ଆମେ ଏକ ମାସ ମଧ୍ୟରେ ଅଲଗା ହୋଇଯିବା ବୋଲି ଅନୁଭବ ମହାନ୍ତି ଅନୁରୋଧ କରିଛନ୍ତି । ହେଲେ ପରେ ବର୍ଷା ଙ୍କ ଠାରୁ କୈଣସି ଉତ୍ତର ମିଳି ନଥିଲା ପୁଣି ଥରେ ଆଉ ଏକ ସୋସିଆଲ ମିଡିଆ ପୋଷ୍ଟ କରିଛନ୍ତି ଅନୁଭବ ମହାନ୍ତି ଏବଂ ଏମିତି କହିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *