ଏବେ ଟୁଙ୍ଗୁରୁ ନୁହେଁ ବର୍ଷାଙ୍କ ପାଖରେ ଆଲବମ ପ୍ରଡ୍ୟୁସରଙ୍କ ଲମ୍ବା ଲାଇନ…କ୍ୟାମେରା ଆଗରେ ରୋମାନ୍ସ କରିବେ ଟଙ୍ଗୁରୁ – ବର୍ଷା

barsha 1

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବାଜି ମାରିଲେ ବର୍ଷା ଏବେ ସୁବୁଠି ଛାଇ ଜାଇଛନ୍ତି ବର୍ଷା ଏବଂ ଟୁଙ୍ଗୁରୁ ଜାହାକୁ ନେଇ ବର୍ତମାନ ସମୟ ରେ ଏମାନେ ଦୁହେଁ ବହୁତ ଚର୍ଚ୍ଚା ରେ ଆସିଜାଇଛନ୍ତି । ସେପଟେ ନିଜେ ନିଜ ପାଇଁ ଛିଡା ହୋଇ ଓଲଟା କରି ଦେଇଛନ୍ତି ଟୁଙ୍ଗୁରୁ ର ଖେଳ କୁ । ଏବେ କେବଳ ଦେଖିବ ଟୁଙ୍ଗୁରୁ କଣ କରୁଛନ୍ତି ବର୍ଷା ।

ତେବେ ଆଗକୁ ଟୁଙ୍ଗୁରୁ ଆଗରେ ମେକପ୍ ନେଇ ବର୍ଷା ସୁଟିଂ କରିବା ପାଇଁ ରହିଛି ଆଶା ହଁ ବନ୍ଧୁଗଣ ଏମିତି କିଛି ହେବା ସେମତି କିଛି ବଡ କଥା ନୁହେଁ । କାରଣ ଏତେ ବଡ କାମ କରିଛନ୍ତି ବର୍ଷା ସେ ନିଜେ ନିଜ ପାଇଁ ଲଢୁଛନ୍ତି । ତାଙ୍କ ଉପରେ ଟୁଙ୍ଗୁୁରୁ ଲଗେଇ ଥିବା ମିଛ ଅଭିଯୋଗ କୁ ନିଜେ ଲୋକଲୋଚନ କୁ ଆଣିଛନ୍ତି ବର୍ଷା । ନିଜେ ଏମିତି ପଦକ୍ଷେପ ନେଇ ଟୁଙ୍ଗୁର ର ସମସ୍ତ ସତ୍ୟତା ଆଗକୁ ଆଣିିପାରିଛନ୍ତି ।

Tunguru

ଏବେ ଦୁନିଆଁ ଜାଣିବ କି ବର୍ଷା ସତ କହୁଥିଲେ ଏବଂ ଟୁଙ୍ଗୁରୁ କହୁଥିଲେ କଣ ଏବଂ କରୁଥିଲେ କଣ । ତେବେ ଏହାକୁ ନେଇ ଲୋକ ମାନେ ଅପେକ୍ଷା କରିଛନ୍ତି ଟୁଙ୍ଗୁରୁ ଙ୍କ ବାଇଟ କୁ । ହେଲେ ବର୍ଷା ତଣ୍ଟି ଚିରି ଗୋଟିଏ କଥା କହିଛନ୍ତି କି । ମୋ ସ୍ୱାମୀ ଙ୍କୁ ଛାଡିଛି କେବଳ ଟୁଙ୍ଗୁରୁ ଙ୍କ ପାଇଁ ହେଲେ ଏଠାରେ ଡବଲ୍ଲ ଗେମ୍ ଖେଳୁଛନ୍ତି ଟୁଙ୍ଗୁରୁ ଭାଉଜ କରିବାକୁ ମଧ୍ୟ ପଛେଇ ନାହାଁନ୍ତି ।

ଗୋଟିଏ ପଟେ ଭାଉଜ ପ୍ରେମ ମିଠା ବୋଲି କହୁଥିବା ବେଳେ ଅନ୍ୟ ପଟେ ଫୋନ ରେ ବର୍ଷା ଙ୍କୁ କହୁଛନ୍ତି ଯେ ତୁ ମୋ ଘରର ବୋହୁ ହେବୁ ସେହି ପରି ଗୋଟିଏ ପଟେ ବର୍ଷା ବନ୍ଦି କରି ରଖିଥିବା କଥା କହୁଥିବା ବେଳେ ଅନ୍ୟ ପଟେ କହୁଛନ୍ତି ତତେ ମୋ ଠାରୁ କେହି ବି ଅଲଗା କରି ପାରିବେ ନାହିଁ ।

barsha

ଯେମିତି ଭାବେ ବର୍ଷା କ୍ୟାମେରା ଆଗରେ ବହୁତ ଭଲ ଭାବେ ନିଜର ପ୍ରତିକ୍ରିୟା ସହିତ ଲଢୁଛନ୍ତି ବର୍ଷା ଯଦି ଟୁଙ୍ଗୁୁରୁ ମିଛ କହି ସେଲିବ୍ରେଟି ହେଉଛି ତାହାଲେ ବର୍ଷା ସତ କହି କାହିଁକି ସେଲିବ୍ରେଟି ହୋଇ ପାରିବ ନାହିଁ । ଏହି ଥଥ ଓଲଟା ହେବ ଟୁଙ୍ଗୁରୁ ର ଖେଳ ସୁଟିଂ ରେ ବ୍ୟସ୍ତ ରହିବ ବର୍ଷା ଏବଂ ତାଙ୍କୁ ଟଭି ରେ ଦେଖିବ ଟୁଙ୍ଗୁରୁ । ଏହାକୁ ନେଇ ଆପଣ ମାନଙ୍କ ମତାମତ କଣ ନିଶ୍ଚିତ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *