ପିଛା ଛାଡୁନି ବର୍ଷା . ହଇରାଣ କରିବାକୁ ଲଣ୍ଡନରେ ପହଞ୍ଚିଗଲା

Barsha

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ଷା ଛାଡୁ ନାହିଁ ଅନୁଭବ ଙ୍କ ପିଛା ବର୍ଷାଙ୍କୁ ହାତ ଯୋଡି ଚାଲିଯିବାକୁ କହିଲେ ଅନୁଭବ । ତେବେ ଏମିତି କଣ ପାଇଁ କହିଲେ ସବୁଠାରୁ ବଡ ଖବର । ତେବେ ଅନୁଭବ ଙ୍କ ପିଛା ଛାଡୁ ନାହିଁ ଲଣ୍ଡନ ରେ ବି ଜାଇ ପହଁଚି ଗଲେ ବର୍ଷା ଜାହାଙ୍କୁ ହାତ ଯୋଡି ଚାଲିଯିବା ପାଇଁ କହିଲେ ଅନୁଭବ ମହାନ୍ତି ।

ଅନୁଭବ ମହାନ୍ତି ନିଜର ଆଗାମୀ ଫିଲ୍ମ ଲଭ ଇନ ଲଣ୍ଡନ ରେ ବ୍ୟସ୍ତ ରହିଛନ୍ତି । ଆଉ ଏହାରି ମଧ୍ୟରେ ବର୍ଷା ଅନୁଭବ ଙ୍କୁ ବହୁତ ହଇରାଣ କରୁଛନ୍ତି । ତାଙ୍କୁ ସୁଟିଂ କରିବା ପାଇଁ ମଧ୍ୟ ଦେଇ ନାହାଁନ୍ତି । ଜାହାକୁ ନେଇ ଦର୍ଶକ ମାନେ କହିବା ଆରମ୍ଭ କଲେଣି । ଆପଣଙ୍କ ପିଛା ବର୍ଷା ବିଲକୁଲ ବି ଛାଡୁନାହିଁ । ଓଡିଶା ରେ ବର୍ଷା ପାଇଁ ଆପଣ ହଇରାଣ ଏବଂ ଲଣ୍ଡନ ରେ ବର୍ଷା ପାଇଁ ଆପଣ ହଇରାଣ ।

Anubhav

ପ୍ରାୟ ବର୍ଷା ଆପଣଙ୍କୁ ବହୁତ ଭଲ ପାଉଛି ହେଲେ ବନ୍ଧୁଗଣ ଏ ବର୍ଷା ସେ ବର୍ଷା ନୁୁହେଁ । ଆପଣ ମାନେ ନିଶ୍ଚିତ ଭାବୁଥିଲେ ଆମେ ଆପଣ ମାନଙ୍କୁ ଅନୁଭବ ମହାନ୍ତି ଙ୍କ ସ୍ତ୍ରୀ ବର୍ଷା ପ୍ରିୟଦର୍ଶନୀ ଙ୍କ କଥା କହୁଛୁ ବୋଲି । ତେବେ ବର୍ଷା ଲଣ୍ଡନ ରେ ପହଁଚି ଗଲେ ବୋଲି ଆପଣ ମାନେ ଭାବୁଥିବେ ଆଉ ଜାହାକୁ ଦେଖି ଆପଣ ମାନେ ଭାବୁଥିବେ ଅନୁଭବ କହୁଛନ୍ତି ବର୍ଷା ଏଠୁ ପଳା ।

ଯଦି ଏମିତି କିଛି ଆପଣ ଭାବୁଛନ୍ତି ତେବେ ଆପଣ ଭୁଲ ଭାବୁଛନ୍ତି । ତେବେ ବନ୍ଧୁଗଣ ଏ ବର୍ଷା ହେଉଛି ଆକାଶ ରୁ ଝରୁଥିବା ବର୍ଷା ଦର୍ଶକ ବନ୍ଧୁ ଲଣ୍ଡନ ରେ ପ୍ରାୟତଃ ସବୁ ସମୟ ରେ ବର୍ଷା ହୋଇଥାଏ । ଏବଂ ବର୍ଷା ସାଙ୍ଗକୁ ପ୍ରଚୁର ଥଣ୍ଡା ମଧ୍ୟ ହୋଇଥାଏ । ଏବଂ ଅନୁଭବ ମହାନ୍ତି ଙ୍କ ଫିଲ୍ମ ଲଭ ଇନ ଲଣ୍ଡନ ର ସୁଟିଂ ଚାଲିଥିବା ବେଳେ ବର୍ଷା ମୋଟେ ବି ଛାଡି ନଥିଲା ।

Anubhav Mohanty

ଏହା ପରେ ଆକାଶ କୁ ଅନୁଭବ ଚାହିଁ ହାତ ଯୋଡି କହିଥିଲେ କି ହେ ବର୍ଷା ତୁ ଏଠୁ ଛାଡି ଚାଲିଯା । ଆମକୁ ଟିକେ ଭଲ ଭାବେ ସୁଟିଂ କରିବାକୁ ଦେ ବୋଲି ସେ କହିଥିବାର ଦେଖିବା ପାଇଁ ମିଳିଥିଲେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ