ବର୍ଷା ଭୋଳ ଙ୍କୁ ମିଳିଗଲା ନୂଆ Tunguru, ନୁଆ ଟୁଙ୍ଗୁର ସହ ପୁଣି କଲେଣି ବର୍ଷା ଖେଳ…

Tunguru

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସେମିତି ରେ ଆଜିର ଦିନରେ ଆପଣ ମାନେ ଯଦି ଫୋନ ର ବ୍ୟବହାର କରୁଥିବେ ତେବେ କେବଳ ଆପଣ ମାନେ ବର୍ତମାନ ସମୟ ରେ ଟୁଙ୍ଗୁରୁ ଭୋଳ ଏବଂ ବର୍ଷା ଭୋଳ ର ନ୍ୟୁଜ କୁ ହିଁ ଦେଖିବା ପାଇଁ ପାଉଥିବେ । ସେମିତି ରେ ବର୍ତମାନ ସମୟ ରେ ଏହି ଦୁହିଁଙ୍କୁ ପ୍ରାୟତଃ ସମସ୍ତେ ଜାଣିସାରିଛନ୍ତି । ସେମିତି ରେ ଆପଣ ମାନେ ଜାଣିଥିବେ ବର୍ଷା ଆସି ଥାନା ରେ ଟୁଙ୍ଗୁରୁ ଙ୍କ ନାମରେ ଅଭିଯୋଗ କରିଥିଲେ । ଏବଂ ପରେ ସେ କହିଥିଲେ ଯେ ସେ ଟୁଙ୍ଗୁରୁ ଭୋଳ ଙ୍କୁ ହିଁ ବିବାହ କରିବେ ବୋଲି । ସେ ଟୁଙ୍ଗୁରୁ ଙ୍କ ଛଡା ଆଉ କାହାକୁ ବି ବିବାହ କରି ପାରିବେ ନାହିଁ ।

ତେବେ ସେମିତି ରେ ଆପଣ ମାନେ ଏହା ମଧ୍ୟ ଦେଖିଥିଲେ ଯେ ବର୍ଷା ଥାନା ରେ ଶଙ୍ଖା , ସିନ୍ଦୁର , ଏବଂ ଫୁଲ ମାଳ ଧରି ବସିଥିଲେ । ତେବେ ବର୍ଷା ସେଠାରେ ଅଭିଯୋଗ କରି କହିିଥିଲେ ଯେ ଟୁଙ୍ଗୁରୁ ଆଉ କାହା ସହିତ ନିର୍ବନ୍ଧ କରୁଛି ବୋଲି । ତାଙ୍କ ବାପା ମାଆ ଅନ୍ୟ ସହିତ ବିବାହ କରୁଛନ୍ତି । ହେଲେ ଟୁଙ୍ଗୁରୁ ସେ ଝିଅ କୁ ବାହାହେବା ପାଇଁ ଚାହୁଁ ନାହିଁ । ତେବେ ଟୁଙ୍ଗୁରୁ ତାଙ୍କୁ ଆଇ ଲଭ ୟୁ ମଧ୍ୟ କହିଥିଲେ । ଏବଂ ଏମିତି ରେ ସେ ବହୁତ ଥର ଗୋଲାପ ଫୁଲ ମଧ୍ୟ ଦେଇଥିଲେ ।

Tunguru

ସେହି ପରି ଦିନ ରାତି ସେ ଭଲପାଆନ୍ତି ବୋଲି କହିଥିଲେ । ସେହିଥି ପାଇଁ ତ ବର୍ଷା ନିଜର ସ୍ୱାମୀ ଏବଂ ତାଙ୍କର ଦୁଇ ପିଲା ଙ୍କୁ ଛାଡି ପଳେଇ ଆସିଥିଲେ । ତେବେ ଏଠାରେ ସେ ନିଜର ସ୍ୱାମୀ ଙ୍କୁ ଛାଡି ଦେଇଥିବା ବେଳେ ସେ କେବଳ ଟୁଙ୍ଗୁରୁ ଭୋଳ ପାଇଁ ହିଁ ତାଙ୍କୁ ଛାଡିଛନ୍ତି ବୋଲି କହିଥିଲେ । ତେବେ ଯେତେବେଳେ ଟୁଙ୍ଗୁରୁ ଙ୍କୁ ଏହି ବିଷୟ ରେ ପଚରାଜାଇ ଥିଲା ସେ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ମନା କରିଦେଇଥିଲେ । ଯେ ବର୍ଷା ଙ୍କ ସହି ତାଙ୍କର ସେମିତି କିଛି ରିଲେସନ ନାହିଁ ବୋଲି ।

ଏବଂ ସେ ଏମିତି ବି କହିଥିଲେ ଯେ ବର୍ଷା ଯାହା ବି କହୁଛନ୍ତି ସେହି ସବୁ ମିଛ କହୁଛନ୍ତି ବୋଲି କହିଥିଲେ । ଏବଂ ପରେ ପରେ ସେମାନେ ଏପରି ଭାଇରଲ ହେଲେ ଯେ ସେମାନଙ୍କୁ ଅଭିନୟ କରିବା ସହିତ ଗୀତ ଗାଇବା ପାଇଁ ମଧ୍ୟ ସୁଯୋଗ ମିଳିଥିଲା । ସେମିତି ରେ ବର୍ଷା ଏବଂ ଟୁଙ୍ଗୁରୁ ମଧ୍ୟ ଆଲବମ୍ କରିଛନ୍ତି । ଏହିଥିରେ ବର୍ଷା ଭୋଳ ନିଜେ ଗାଇଛନ୍ତି ।

ତେବେ ବର୍ତମାନ ସମୟ ରେ ଏକ ଭିଡ଼ିଓ ବହୁତ ମାତ୍ରାରେ ଭାଇରଲ ହେଉଥିବାର ଦେଖିବା ପାଇଁ ମିଳିଛି । ଯେଉଁଠାରେ ବର୍ଷା ନାଚୁଛନ୍ତି । ତେବେ ସେ କେବଳ ନାଚୁନାହାଁନ୍ତି ବରଂ ନାଚି କରୁ ସେ କହୁଛନ୍ତି ଟୁଙ୍ଗୁରୁ ଆଇ ଲଭ ୟୁ । ତେବେ ଏପରି ଭିଡ଼ିଓ ଦେଖିବା ପରେ ପରେ ବର୍ତମାନ ସମୟ ରେ ବହୁତ ଲୋକମାନେ ହସୁଥିବାର ଦେଖିବା ପାଇଁ ମିଳିଛନ୍ତି । ତେବେ ଏହି ସବୁ କୁ ନେଇ ଆପଣ ମାନଙ୍କର ମତାମତ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *