ଫର୍ମ ଭରି ଆବେଦନ କରନ୍ତୁ ! ମୋଦି ସରକାର ଦେବେ ମାସକୁ 10ହଜାର

Spread the love

ଆପଣଙ୍କ ଘରେ କେହି 60 ବର୍ଷ ବୟସ୍କ ବ୍ୟକ୍ତି ଅଛନ୍ତି କି ତାହାଲେ ଏହି ଯୋଜନାର ଲାଭ ପାଇପାରିବେ ! ଏହି ସୁବୁଧାର ଫାଇଦା ଉଠେଇବା ବୟସ ସୀମା ଅତିକମରେ 60ବର୍ଷ ହେବ ଜରୁରୀ ! ଆପଣଙ୍କ ଘର ନିକସ୍ଥ ଏଲ.ଆ.ସି (lic) କେନ୍ଦ୍ରକୁ ଯାଇ ବନ୍ଦନା – ଯୋଜନା ଫର୍ମ ପୂରଣ କରି ପାରିବେ ! 60 ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିମାନେ ଏହି ଯୋଜନାରେ ସାମିଲ ହୋଇ ନିଜ ଜୀବନରେ ଖୁସି ଏବଂ ଶାନ୍ତି ପ୍ରାପ୍ତି କରିପାରିବେ !

60 ବର୍ଷରୁ ଅଧିକ ବୟସ ହାଇଥିବା ବୃଦ୍ଧ ନାଗରିକଙ୍କ ପାଇଁ ଏହି ଯୋଜନା ନିର୍ମିତ ! ଏହି ଯୋଜନା ମାଧ୍ୟମରେ ବରିଷ୍ଠ ନାଗରିକଙ୍କୁ ମାସିକ ପେନସନ ଅନୁଯାଇ 10ବର୍ଷ ପର୍ଯନ୍ତ 8% ନିଶ୍ଚିତ ରୂପରେ ସୁଦ୍ଧ ମିଳିବ ! କିନ୍ତୁ ବାର୍ଷିକ ପେନଶନ ଅନୁଶାରେ 10 ବର୍ଷରେ 8.3% ନିଶ୍ଚିତ ସୁଦ୍ଧ ମିଳିବ ! ପ୍ରଧାନମନ୍ତ୍ରୀଙ୍କ ଅଧିକ୍ଷତାରେ ମନ୍ତ୍ରାଳୟରେ ବରିଷ୍ଠ ନାଗରିକମାନଙ୍କ ପାଇଁ ଏପରି “ପ୍ରଧାନମନ୍ତୀ ବନ୍ଦନା- ଯୋଜନା”ର ନିଷ୍ପତି ନିଆଯାଇଛି !

PMBBY ଯୋଜନା ମୁତାବିକ ଏହି ଯୋଜନାରେ ମଧ୍ୟ ପୁଞ୍ଜି ନିବେଶକ 15 ଲକ୍ଷ କରାଯାଇଛି ! ଏହା ପୂର୍ବରୁ 7 ଲକ୍ଷ ଟଙ୍କା ରଖା ଯାଇଥିଲା !ଏହି ନିବେଶକ ବଢିବା ଦ୍ୱାରା ବରିଷ୍ଠ ନାଗରିକମାନେ ପ୍ରତି ମାସରେ 10 ହଜାର ଟଙ୍କା ପେନଶନ ମିଳିପାରିବ ! PMBBYର ନିବେଶ ସୀମାକୁ ବଢ଼ିଯାଇ 31 ମାର୍ଚ୍ଚ 2020 ପର୍ଯନ୍ତ କରି ଦିଆ ଯାଇଛି !

ପୂର୍ବରୁ ଏହି ନିବେଶ ସମୟ ସୀମା 3ମାର୍ଚ୍ଚ 2018 ପର୍ଯନ୍ତ ଥିଲା ! ପୂର୍ବରୁ PMBBY ଏହି ଯୋଜନାଟି ପ୍ରତି ପରିବାର ନିମନ୍ତେ ଉଦ୍ଧିଷ୍ଟ ଥିଲା ! କିନ୍ତୁ ସରକାର ଏହି ନିୟମକୁ ବଦଳାଇ ପରିବାର ପରିବର୍ତ୍ତେ ପରିବାରର ପ୍ରତି ବରିଷ୍ଠ ନାଗରିକମାନଙ୍କ ପାଇଁ ଉଦ୍ଧିଷ୍ଟ କରି ଦିଆଯାଇଛି ! ଅର୍ଥାତ ଗୋଟିଏ ପରିବାରରେ ଯଦି ସ୍ୱାମୀ ଏବଂ ସ୍ତ୍ରୀ ବରିଷ୍ଠ ତାହାଲେ ସେ ଦୁହେଁ ଅଧିକତମ ଭାବରେ 15-15 ଲକ୍ଷ ପର୍ଯନ୍ତ ପୁଞ୍ଜି ନିବେଶ କରିପାରିବେ ! ଅର୍ଥାତ ଦୁହେଁ ମିଳିକରି 30 ଲକ୍ଷ ନିବେଶ କରି ପାରିବେ ଏବଂ ଏହି ସୁବିଧାର ଭରପୁର ଲାଭ ଉଠାଇପାରିବେ !