ବହୁତ କମ୍ ଲେଖାପଢା କରିଛନ୍ତି, ବଲିଉଡର ଏହି ଅଭିନେତ୍ରୀମାନେ । ନମ୍ବର ୧ କରିଛନ୍ତି ୫ମ ପାସ…

Spread the love

ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରି ବର୍ତ୍ତମାନ ସମୟରେ ଦୁନିଆର ସବୁଠାରୁ ବଡ ବଡ ଇଣ୍ଡଷ୍ଟ୍ରି ମଧ୍ୟରୁ ଗୋଟିଏ ଅଟେ । ବଲିଉଡ କଳାକାର ମାନଙ୍କ ସହ ଜଡିତ ଅନେକ ଖବର ଆଜିକାଲି ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି । ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ବଲିଉଡ ଦୁନିଆ ସହ ପୁରା ଉପଡେଟ ରୁହନ୍ତି ଏବଂ ବଲିଉଡ ସହ ସମ୍ପର୍କିତ ସମସ୍ତ ଟିକନିଖ ଖବର ନିଜ ପାଖରେ ରଖିଥାନ୍ତି । ବଲିଉଡର ଅଭିନେତ୍ରୀଙ୍କ ପାଢାପାଠୀକୁ ନେଇ ଆପଣଙ୍କ ମନରେ ପ୍ରଶ୍ନ ନିଶ୍ଚିତ ଭାବରେ ଉଙ୍କି ମାରୁଥିବା ଯେ, ଆପଣଙ୍କ ପସନ୍ଦିତ ଅଭିନେତ୍ରୀ କେତେ ପଢିଛନ୍ତି । ଆଜି ଆମେ ଏହି ଅନୁଛେଦ ମାଧ୍ୟମରେ ଆପଣଙ୍କୁ କହିବୁ, ବଲିଉଡ ଜଗତରେ ସବୁଠାରୁ କମ ପାଠ ପଢି ଥିବା ପାଞ୍ଚଜଣ ଅଭିନେତ୍ରୀଙ୍କ ବିଷୟରେ :

୫. ଶ୍ରୀଦେବୀ :

ବନ୍ଧୁଗଣ ଶ୍ରୀଦେବୀଙ୍କୁ ବଲିଉଡ଼ର ସବୁଠୁ ସୁନ୍ଦରୀ ଅଭିନେତ୍ରୀ ବୋଲି କୁହାଯାଉଥିଲା । ଶ୍ରୀଦେବୀ ବହୁତ କମ ବୟସରେ ବଲିଉଡ଼ରେ କାମ କରିବା ଆରମ୍ଭ କରିଦେଇଥିଲେ । ଶ୍ରୀଦେବୀ କହିଥିଲେ ସେ ବହୁତ କଷ୍ଟରେ ୯ମ ପାସ କରିଥିଲେ ।

୪. ଦୀପିକା ପାଦୁକୋଣ :

ବନ୍ଧୁଗଣ ଆଜିର ଯୁଗରେ ଦୀପିକା ବଲିଉଡ଼ ରେ ରାଜ କରିବାରେ ଲାଗିଛନ୍ତି । ଦୀପିକା ପାଦୁକୋଣ ବେଙ୍ଗାଲୁରୁ ରେ ପାଠପଢି ଥିଲେ । ମୋଡେଲିଙ୍ଗ ଯୋଗୁଁ ଦୀପିକା ପାଦୁକୋଣ ନିଜର ପାଠପଢ଼ା ମଝିରେ ହିଁ ଛାଡି ଦେଇଥିଲେ ।

୩. କାଜୋଲ :

ବନ୍ଧୁଗଣ କାଜୋଲ ଏହି ମାମଲାରେ ତୃତୀୟ ନମ୍ବରରେ ଅଛନ୍ତି । କାଜୋଲ ବଲିଉଡ଼ର ଅଭିନେତା ଅଜୟ ଦେବଗନଙ୍କ ସହିତ ବିବାହ କରିଛନ୍ତି । କାଜୋଲ ନିଜର ସ୍କୁଲ ଶିକ୍ଷା ମଧ୍ୟ ପୁରା କରିପାରି ନଥିଲେ । କାହିଁକି ନା ମାତ୍ରା ୧୭ବର୍ଷ ବୟସରେ କାଜୋଲ ଫିଲ୍ମ୍ ଇଣ୍ଡଷ୍ଟ୍ରିରେ ଡେବ୍ୟୂ କରି ସାରିଥିଲେ ।

୨. ପ୍ରିୟଙ୍କା ଚୋପଡ଼ା :

ପ୍ରିୟଙ୍କା ଚୋପଡ଼ା ମିସ ୱାର୍ଲ୍ଡ ମଧ୍ୟ ରହିସାରିଛନ୍ତି। ପ୍ରିୟଙ୍କା ଚୋପଡ଼ା ନିଜର ଗ୍ରାଜୁଏସନ ମଧ୍ୟ ପୁରା କରିପାରିନଥିଲେ । ପ୍ରିୟଙ୍କା ଚୋପଡ଼ା ଛୋଟ ବୟସରୁ ହିଁ ମୋଡେଲିଙ୍ଗ ଲାଇନ ରେ ପଳାଇଥିଲେ । ଯେଉଁଥିପାଇଁ ସେ ଆଗାମୀ ପାଠ ପଢିପାରିନଥିଲେ।

୧. କରିସ୍ମା କପୁର :

ବନ୍ଧୁଗଣ ୯୦ଦଶକରେ କରିସ୍ମା କପୁର ବଲିଉଡ଼ର ବହୁତ ସୁନ୍ଦରୀ ଅଭିନେତ୍ରୀ ଭାବେ ପରିଚିତ ହେଉଥିଲେ । କରିସ୍ମା କପୁର ଅନେକ ବଡ଼ ଅଭିନେତାଙ୍କ ସହିତ ଫିଲ୍ମ୍ କରିସାରିଛନ୍ତି । କରିସ୍ମା କପୁର ମାତ୍ର ୧୬ବର୍ଷ ବୟସରେ ବଲିଉଡ଼ ଇଣ୍ଡଷ୍ଟ୍ରିରେ ପାଦ ରଖିଦେଇଥିଲେ । କରିସ୍ମା କପୁର ୬ଷ୍ଠ ଶ୍ରେଣୀରେ ହିଁ ନିଜର ପାଠପଢ଼ା ଛାଡ଼ି ଦେଇଥିଲେ ।

ବନ୍ଧୁଗଣ ଯଦିଓ ଆପଣଙ୍କୁ ଏହି ସୂଚନା ପସନ୍ଦ ଆସେ, ତେବେ ଗୋଟିଏ ଲାଇକ କରନ୍ତୁ ଏବଂ ନିଜ ମତାମତ Comment ମାଧ୍ୟମରେ ଜାଣନ୍ତୁ । ଧନ୍ୟବାଦ !